Browsing Category

Featured

ଅମ୍ଫାନ ପ୍ରଭାବ, ୬ଜିଲ୍ଲାରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ, ୧୮ା୫: ବାତ୍ୟା ଅମ୍ଫାନର ପ୍ରଭାବ ରେ ଓଡ଼ିଶାର ୬ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୬ଜିଲ୍ଲାଗୁଡ଼ିକ ହେଉଛି…

ଉଡିଗଲା ଶ୍ରୀମନ୍ଦିରର ପତିତପାବନ ବାନା, ଏଥର ଧ୍ୱଂସ ହେବ କି ପୃଥିବୀ?

ପୁରୀ,୧୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ବାତ୍ୟା ‘ଅମ୍ଫନ’ ଡରାଇବାରେ ଲାଗିଲାଣି । ଏହାରି ମଧ୍ୟରେ ପୁରୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି, ଯାହାକୁ ନେଇ…

ମେ ୩୧ ଯାଏଁ ବଳବତ୍ତର ରହିବ ୧୨ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ମେ ୩୧ଯାଏଁ ଲକଡାଉନ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଲକ ଡାଉନ ସମୟରେ ସନ୍ଧ୍ୟା ୭ରୁ ସକାଳ ୭ଯାଏଁ ୧୪୪ଧାରା ଜାରି ରହିବ । ଏହି ସମୟରେ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି ।…

କରୋନା ମୁକ୍ତ ହେଲା ଜଗତସିଂହପୁର ଓ ଭୁବନେଶ୍ୱର, ରାଜ୍ୟରେ ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ୫୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ୫୭ଆକ୍ରାନ୍ତଙ୍କ ମଧ୍ୟରେ…

ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ମାଟ୍ରିକ ଖାତା ଦେଖା ଗୋଟିଏ ଦିନ ଘୁଞ୍ଚିଛି । ବାତ୍ୟା ଯୋଗୁଁ ଗୋଟିଏ ଦିନ ଖାତା ଦେଖା ଘୁଞ୍ଚାଯାଇଛି । ୨୦ମେ ବଦଳରେ ୨୧ ତାରିଖରେ ଖାତା ମୂଲ୍ୟାୟନ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ…

ଜୁଲାଇ ୧ରୁ CBSE ପରୀକ୍ଷା, ଜାରି ହେଲା ତାରିଖ ଲିଷ୍ଟ

ନୂଆଦିଲ୍ଲୀ,୧୮ ।୫: ଜୁଲାଇ ୧ରୁ ସିବିଏସଇ ବୋର୍ଡର ଅବଶିଷ୍ଟ ଦଶମ ପରୀକ୍ଷା ଆରମ୍ଭ ହେବ । ତୁଲାଇ ୧୫ ମଧ୍ୟରେ ବାକି ଥିବା ଦଶମ ପରୀକ୍ଷା ସରିବ । କରୋନା ଯୋଗୁଁ ପରୀକ୍ଷା ଅଧାରୁ ସ୍ଥଗିତ ହୋଇଥିଲା । ଦିନ ୧୦ଟା ୩୦ରୁ…

ଗ୍ୱାଲିୟରର ଏକ ଘରେ ଭୀଷଣ ଅଗ୍ନିକାଣ୍ଡ, ୩ ଶିଶୁ ଓ ୪ ମହିଳାଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଇନ୍ଦରଗଞ୍ଜ ଅଞ୍ଚଳରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୩ ଶିଶୁ ସହିତ ୪ ମହିଳାଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି…

ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ବେଗ !

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ବାତ୍ୟା ଅମ୍ଫନ ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ  ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । …