Browsing Category
ଜୀବନଚର୍ଯ୍ୟା
ଏହିପରି ଖାଇବା ଦ୍ଵାରା ରାଗିଯାଆନ୍ତି ମା ଲକ୍ଷ୍ମୀ, ଧନୀରୁ ନିମିଷକେ ପାଲଟିଯିବେ ଗରିବ
ସନାତନ ଧର୍ମରେ ଜୀବନ ସହ ଜଡିତ ଅନେକ ନିୟମ ଏବଂ ପରମ୍ପରା ବିଷୟରେ କୁହାଯାଇଛି । ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଜୀବନ ସହଜ ହେବା ସହ ଭଗବାନଙ୍କ କୃପା ଦୃଷ୍ଟି ମଧ୍ୟ ରହିଥାଏ । ତେବେ ହିନ୍ଦୁଧର୍ମରେ ଖାଦ୍ୟକୁ ମା…
ସାବଧାନ! ମହିଳାଙ୍କୁ ସବୁଠୁ ଅଧିକ ଭୟ ଫାଇଲେରିଆ ମଶା: ଦ୍ରୁତ ଗତିରେ ବଢୁଛି ସଂକ୍ରମଣ
ଓଡ଼ିଶା ଭାସ୍କର: ଧାନବାଦରେ ୨୬.୫୩ ଲକ୍ଷ ଲୋକଙ୍କୁ ଫାଇଲେରିଆ ମୁକ୍ତ ଅଭିଯାନରେ ଔଷଧ ଖୁଆଇବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇଥିବା ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ ଅଧୀନରେ ଘରେ ଘରେ…
ଅଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କେଉଁ ସମସ୍ୟା ଦେଖାଯାଏ? ଜାଣନ୍ତୁ
ପ୍ରାୟତଃ ଅଧିକାଂଶ ଲୋକେ ଖାଦ୍ୟକୁ ଗରମ ଖାଇବାକୁ ବେଶି ପସନ୍ଦ କରିଥାନ୍ତି । ଏମିତିକି କେବଳ ଶୀତ ଦିନରେ ନୁହେଁ ବରଂ ସବୁ ଋତୁରେ ଖାଦ୍ୟକୁ ଗରମ କରି ଖାଇଥାନ୍ତି । ଖାଦ୍ୟକୁ ଗରମ କରିବା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇଗୁଣ…
ପ୍ରେମ, ବିବାହ ଆଉ ଅଚାନକ ବିଚ୍ଛେଦ; ଲଭ୍ ମ୍ୟାରେଜ୍ରେ କାହିଁକି ବଢୁଛି ଡିଭୋର୍ସ, କ’ଣ ରହିଛି କାଉନସେଲରଙ୍କ ରାୟ
ନୂଆଦିଲ୍ଲୀ: ଦୁଇ ମନ ଓ ଶରୀରର ମିଳନକୁ ବିବାହ ହିଁ ସ୍ୱୀକୃତି ଦେଇଥାଏ । ବିବାହ କେବଳ ୨ ଜଣଙ୍କୁ ଏକ ବନ୍ଧନରେ ବାନ୍ଧି ନ ଥାଏ ବରଂ ଦୁଇ ପରିବାରକୁ ବି ଏକ ସଂପର୍କର ଡୋରିରେ ବାନ୍ଧିଥାଏ । ଏଣୁ ସମସ୍ତେ ଜୀବନରେ ଏକ…
କଣ୍ଠରେ କେତେବେଳେ ବସନ୍ତି ମାଆ ସରସ୍ୱତୀ? ଜାଣନ୍ତୁ କିପରି ସତ ହୋଇଯାଏ ମୁହଁରୁ ବାହାରୁଥିବା ପ୍ରତ୍ୟେକ କଥା
ଓଡ଼ିଶା ଭାସ୍କର: ବୟୋଜ୍ୟେଷ୍ଠମାନେ କହିଛନ୍ତି ଯେ, ଚବିଶି ଘଣ୍ଟା ମଧ୍ୟରେ ମାଆ ସରସ୍ୱତୀ ଥରେ ମଣିଷମାନଙ୍କ କଣ୍ଠରେ ବସିଥାନ୍ତି । ଏଥିପାଇଁ ମୁହଁରୁ ପ୍ରତ୍ୟେକ ଶବ୍ଦ ଭାବିଚିନ୍ତି ବାହାର କରିବା ଆବଶ୍ୟକ । ଆମେ ସମସ୍ତେ…
ଜଳକୁ ଠିକ୍ ଭାବେ ପିଇବା ଶିଖନ୍ତୁ: ନଚେତ୍ କିଡନୀ ସମସ୍ୟା, ପେଟରୋଗ ଓ ଏସିଡିଟି ହୋଇପାରେ, ଆୟୁର୍ବେଦର ନିୟମ ମାନନ୍ତୁ
ନୂଆଦିଲ୍ଲୀ: ଖରା, ବର୍ଷା, ଶୀତ ସବୁ ସିଜିନରେ ଜଳ ଆମ ପାଇଁ ନିହାତି ଆବଶ୍ୟକ । ଯଦିଓ ଲୋକମାନେ ଖରାଦିନେ ଅଧିକ ଜଳପାନ କରିଥାନ୍ତି ମାତ୍ର ଅନ୍ୟ ସମୟରେ ବି ଜଳର ଯଥେଷ୍ଟ ଆବଶ୍ୟକତା ରହିଥାଣ୍ଟ । ତେବେ ଅନେକ ସମୟରେ…
ଜନ୍ମ ତିଥି ଅନୁସାରେ ବ୍ୟକ୍ତିର ସ୍ୱଭାବ କିପରି ହୋଇଥାଏ ? ଆସନ୍ତୁ ଜାଣିବା
ଜ୍ୟୋତିଷଶାସ୍ତ୍ର ଅନୁସାରେ, ପାଞ୍ଜିର ପ୍ରତ୍ୟେକ ତିଥିର ନିଜର ଏକା ମହତ୍ୱ ରହିଛି । ପ୍ରତିପଦାରୁ ଆରମ୍ଭ କରି ପୁର୍ଣିମା ଯାଏଁ ଅଲଗା ଅଲଗା ତିଥିରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଜାତକର ସମ୍ବନ୍ଧ ଏହି ତିଥି ସହ ରହିଥାଏ ।…
Stress ନେଉଥିଲେ ସାବଧାନ! ବ୍ରେନ ଷ୍ଟ୍ରୋକର ଆଶଙ୍କା ଅଧିକ: ପୁରୁଷଙ୍କ ପାଇଁ ହୋଇପାରେ ବେଶୀ ସମସ୍ୟା
ଭୁବନେଶ୍ୱର: ବ୍ରେନ ଟ୍ୟୁମର କୌଣସି ମୁହୂର୍ତ୍ତରେ ବି ଏକ ସାଂଘାତିକ ରୋଗର ରୂପ ନେଇପାରେ । ତେଣୁ ଏହା ବିଭିନ୍ନ ବର୍ଗର ଲୋକମାନଙ୍କ ପାଖରେ ଦେଖାଦିଏ ଯାହା ସେହି ବ୍ୟକ୍ତିଙ୍କ ପାଇଁ ବିପଦ ବୋଲି କୁହାଯାଏ । ତେବେ…
ବସନ୍ତ ପଞ୍ଚମୀରେ ଦୁର୍ଲଭ ସଂଯୋଗ: ମେଷ ସହିତ ଏହିସବୁ ରାଶିକୁ ମିଳିବ ଶୁଭ ସଂକେତ
ଓଡ଼ିଶା ଭାସ୍କର: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପାଳନ କରାଯାଏ । ଚଳିତବର୍ଷ ଏହା ଫେବୃଆରୀ ୧୪ ତାରିଖରେ ପାଳନ କରାଯିବ । ଧାର୍ମିକ ମାନ୍ୟତା ଅନୁସାରେ…
ମୁଣ୍ଡର ଗୋଟିଏ ପାଖ ଧକ୍ ଧକ୍ ହୋଇ ଯନ୍ତ୍ରଣା ହେଉଥିଲେ କଣ କରିବେ? ଜାଣନ୍ତୁ…
ଓଡ଼ିଶା ଭାସ୍କର: ବେଳେ ବେଳେ ଅନୁଭବ କରିଥିବେ ଯେ, ଆପଣଙ୍କ ମୁଣ୍ଡର କେବଳ ଗୋଟିଏ ପାଖରେ ଧକ୍ ଧକ୍ ହୋଇ ବଥା ହୋଇଥାଏ । ଯାହା ଫଳରେ ନା ଶାନ୍ତିରେ ଶୋଇ ପାରନ୍ତି ନା ବସି ପାରନ୍ତି । ଏହି ମୁଣ୍ଡବ୍ୟଥା ହେଉଥିବା ବେଳେ…