Browsing Category
ଜୀବନଚର୍ଯ୍ୟା
ଶୀଘ୍ର ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ ହେଉଛି ୱାଟର ଫାଷ୍ଟିଂ, ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟସ
ନୂଆଦିଲ୍ଲୀ: ଆଜିକାଲି ଉପବାସ କରିବାର ଚଳଣି ବଢିବାରେ ଲାଗିଛି । ଓଜନ କମାଇବା ପାଇଁ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି ଏବଂ ଅନେକ ଅନୁସନ୍ଧାନ ଏହାକୁ ସମର୍ଥନ ମଧ୍ୟ…
ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ୟାକେଟ୍ ଅଟା, ଜାଣନ୍ତୁ କାରଣ ଓ କେଉଁ ଅଟା କରିବେ ବ୍ୟବହାର
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ପ୍ୟାକେଟ୍ ଅଟା ବ୍ୟବହାର କରୁଛନ୍ତି । ଖୋଲା ଅଟା କିଣିବା ଏବଂ ବିକ୍ରୟ ଧୀରେ ଧୀରେ ହ୍ରାସ ପାଉଛି । ହେଲେ ଅଧିକ ଦାମରେ ମିଳୁଥିବା ଏହି ପ୍ୟାକେଟ ଅଟା ସ୍ୱାସ୍ଥ୍ୟ ପାଇଁ ହାନିକାରକ…
ମହାଶିବରାତ୍ରୀରେ ଭୋଲେନାଥଙ୍କୁ କିପରି କରିବେ ପ୍ରସନ୍ନ, ଜାଣନ୍ତୁ
ସନାତନ ପରମ୍ପରା ଅନୁଯାୟୀ ମହାଶିବରାତ୍ରୀକୁ ହିନ୍ଦୁମାନଙ୍କର ସବୁଠାରୁ ପବିତ୍ର ପର୍ବ ଭାବରେ ବିବେଚନା କରାଯାଏ । ଏହି ସମୟରେ ଭୋଲେନାଥଙ୍କ ପୂଜା ବିଶେଷ ମହତ୍ତ୍ୱ ରଖେ । ମହାଶିବରାତ୍ରୀ ଅବସରରେ ମହାଦେବଙ୍କ ଭକ୍ତମାନେ…
କମ୍ ବୟସରେ କାହିଁକି ହୁଏ ମୃତ୍ୟୁ? ରିସର୍ଚ୍ଚ ଦର୍ଶାଇଲା ଏହିସବୁ କାରଣ
ଆପଣ ପାଣିର ମହତ୍ତ୍ୱ ବିଷୟରେ ତ ନିଶ୍ଚିତ ପଢ଼ିଥିବେ ବା ଶୁଣିଥିବେ । ଶରୀର ପାଇଁ ପାଣି କେତେ ଜରୁରୀ, ତାହା ଆପଣ ଭଲଭାବରେ ଜାଣିଛନ୍ତି । ଅନେକ ଥର ଡାକ୍ତରମାନେ ମଧ୍ୟ ଆପଣଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ କହିଥିବେ ।…
ଯଦି ଆପଣଙ୍କର ଡାଇବେଟିସ୍ ଅଛି, ତେବେ କିପରି ଖାଇବେ ଭାତ ? ଡାକ୍ତର କହିଲେ ରୋଷେଇ ଟିପ୍ସ (Video)
ମଧୁମେହ ହେଉଛି ଏକ ଜଟିଳ ରୋଗ, ଯାହା ଥରେ କାହାକୁ ହୋଇଗଲେ, ସାରା ଜୀବନ ଅସୁବିଧାରେ ପକାଇଥାଏ । ଯେତେବେଳେ ଜଣେ ମଧୁମେହ ରୋଗରେ ଆକ୍ରାନ୍ତ ହୁଏ, ସେତେବେଳେ ଖାଇବା ପିଇବା ବିଷୟରେ ବହୁତ ଯତ୍ନ ନେବାକୁ ପଡେ, ନଚେତ୍…
Post Office ଆଣୁଛି ଦମଦାର ସ୍କିମ: ଘରେ ବସି ପ୍ରତି ମାସ ୨୦ ହଜାର ଟଙ୍କା ରୋଜଗାର କରନ୍ତୁ!
ଓଡ଼ିଶା ଭାସ୍କର: ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରର କିଛି ଅଂଶ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଟଙ୍କାକୁ ସମସ୍ତେ ସୁରକ୍ଷିତ ସ୍ଥାନରେ ଇନଭେଷ୍ଟ କରିବା ସହ ଭଲ ରିଟର୍ଣ୍ଣ ମିଳୁଥିବା…
Numerology Horoscope: ଏହି ରାଶିଙ୍କ ପାଇଁ ଶୁଭ ରହିବ ମାର୍ଚ୍ଚର ପ୍ରଥମ ସପ୍ତାହ, ବର୍ଷିବ ଭୋଳାନାଥଙ୍କ କୃପା
ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ରାଶି ପରିବର୍ତ୍ତନ ଆମ ଜୀବନରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଅଙ୍କ ଶାସ୍ତ୍ରର ମଧ୍ୟ ଗୁରୁତ୍ୱ ରହିଛି । ଆମ ଜନ୍ମ ତାରିଖକୁ ଯୋଡ଼ିବା ପରେ ଯାହା…
ଡାଇବେଟିସର ଶିକାର ହୋଇଛନ୍ତି କି ? ରାତିରେ ଶୋଇବା ବେଳେ ପାଟିରେ ରଖନ୍ତୁ ଏହି ଛୋଟ ଜିନିଷ, ସମସ୍ୟା ହେବ ଦୂର
ଲବଙ୍ଗ ହେଉଛି ଏକ ପ୍ରକାର ମସଲା ଯାହା ବିଭିନ୍ନ ବ୍ୟଞ୍ଜନରେ ବ୍ୟବହୃତ ହୁଏ। ଖାଦ୍ୟର ସ୍ୱାଦ ବଢାଇବା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଲବଙ୍ଗ ଆୟୁର୍ବେଦରେ ଏକ ଔଷଧ ଭାବରେ ବ୍ୟବହୃତ ହୁଏ। ଦାନ୍ତ…
ଶୋଇବାରେ ଅନିୟମିତତା ହୋଇପାରେ କାର୍ଡିଓଭାସ୍କୁଲାର ର କାରଣ, ଜାଣନ୍ତୁ କିପରି
ସୁସ୍ଥ ଶରୀର ପାଇଁ ଠିକଭାବରେ ଖାଇବା ପିଇବା ଓ ନିତ୍ୟକର୍ମ ସହିତ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଖରାପ ଜୀବନଶୈଳୀ ଏବଂ ଚାପ ଲୋକଙ୍କ ଶୋଇବାରେ ସବୁଠାରୁ ବଡ ପ୍ରତିବନ୍ଧକ ପାଲଟିଛି । ନିକଟରେ ଗବେଷକ ମାନଙ୍କ…
ବିଜୟ ଏକାଦଶୀ ଦିନ ଏହି ଜିନିଷ କରନ୍ତୁ ଦାନ, ଦୂରେଇ ଯିବ ପାରିବାରିକ ଅସୁବିଧା
ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷରେ ପାଳନ କରାଯାଉଥିବା ଏକାଦଶୀ ବିଜୟ ଏକାଦଶୀ ଭାବରେ ଜଣାଶୁଣା । ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ତାଙ୍କ ଅବତାର ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି ।…