
Browsing Category
ଜୀବନଚର୍ଯ୍ୟା
ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଉଚିତ୍, ନଚେତ ବଢିପାରେ ଏହି ରୋଗର ଆଶଙ୍କା: ରିପୋର୍ଟ
ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ଅନେକ ରୋଗରେ ପଡୁଛନ୍ତି । ସୁସ୍ଥ ରହିବା ପାଇଁ ଭଲ ନିଦ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ, ଏହି ଦ୍ରୁତ ଗତିଶୀଳ ଜୀବନରେ, ଲୋକ ପ୍ରାୟତଃ ପର୍ଯ୍ୟାପ୍ତ ନିଦ ପାଆନ୍ତି…
କ’ଣ ଭାରତରେ ଟ୍ୟାପ୍ ପାଣି ପିଇ ପାରିବା କି ? ଜାଣନ୍ତୁ ଏହା ଆମପାଇଁ କେତେ କ୍ଷତିକାରକ ହୋଇପାରେ, WHOର ରିପୋର୍ଟ
ନୂଆଦିଲ୍ଲୀ: ଭାରତରେ କୁହାଯାଏ ‘ଜଳ ହିଁ ଜୀବନ' । କିନ୍ତୁ ଦେଶରେ ଟ୍ୟାପ୍ ର ଅବସ୍ଥା ଏପରି ନୁହେଁ ଯେ ଆମେ ଏହି ସତ୍ୟକୁ ଗ୍ରହଣ କରିପାରିବା । ବାସ୍ତବରେ ଭାରତ ସମେତ ସମଗ୍ର ବିଶ୍ୱରେ ଏହି ସମୟରେ ଜଳ ଅତ୍ୟଧିକ ପ୍ରଦୂଷିତ…
ମୃତ ବ୍ୟକ୍ତିଙ୍କ ଏହିସବୁ ଜିନିଷ ଭୁଲ ବି କରନ୍ତୁ ନାହିଁ ବ୍ୟବହାର; ନଚେତ୍ ଭୋଗିବାକୁ ପଡିବ ଅନେକ ସମସ୍ୟା
ହିନ୍ଦୁ ଧର୍ମରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯେଉଁଥିରେ ପ୍ରଥା ପରମ୍ପରା ଠାରୁ ଆରମ୍ଭ କରି ଜୀବନ ବିଷୟରେ ବହୁତ କିଛି କଥା ଲେଖା ହୋଇଛି । ତେବେ ଏହି ଶାସ୍ତ୍ର ପୁରଣା ମଧ୍ୟରୁ ଗୋଟିଏ ହେଉଛି ଗରୁଡ ପୁରାଣ । ଯାହାକୁ…
ଏହି ଜିନିଷ ଖାଉଥିଲେ ସାବଧାନ୍! ଦ୍ରୁତ ଗତିରେ ବଢ଼ୁଛି କ୍ୟାନ୍ସର ହେବାର ଆଶଙ୍କା, ରିସର୍ଚ୍ଚରୁ ଖୁଲାସା
ଆଜିକାଲି ଡବା ବନ୍ଦ ଖାଦ୍ୟ ଖାଇବାର ଟ୍ରେଣ୍ଡ ଚାଲିଛି । ଦୋକାନ ବି ମଲମାନଙ୍କରେ ଡବା ବନ୍ଦ ଖାଦ୍ୟ ଗଦା ହୋଇଛି । ଅଧିକାଂଶ ଲୋକ ଡବା ବନ୍ଦ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏକ ଷ୍ଟଡୀ ଅନୁସାରେ, ଏହି ଖାଦ୍ୟ…
(VIDEO) ଲିଭର ଡୋନେଟ ପରେ କଣ ହୋଇଥାଏ ଡୋନରର ଅବସ୍ଥା; ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର: ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଖରାପ ଖାଦ୍ୟଶୈଳୀ କାରଣରୁ ବିଭିନ୍ନ ସମୟରେ ସ୍ୱାସ୍ଥୟ ଜନିତ ସମସ୍ୟା ଦେଖାଦେଉଛି । ଯାହାଫଳରେ ବ୍ୟକ୍ତି ଜଣକ ଅନେକ ଅସୁବିଧାର ସମ୍ମୁଖାନ ହେବା ସହ ମୃତ୍ୟୁବରଣ ମଧ୍ୟ…
ପ୍ରେମରେ ପଡ଼ିଲେ ୨ ଯୁବତୀ: ସେକ୍ସ ଚେଞ୍ଜ ସର୍ଜରୀ କରି ଜଣେ ହେଲେ ମହିଳାରୁ ପୁରୁଷ, ରଚିଲେ ବିବାହ
ନୂଆଦିଲ୍ଲୀ: ପ୍ରେମ କେତେବେଳେ ଯେ କାହାକୁ କେଉଁଠାରେ ହୋଇଯିବ, ତାହା କେହି କହିପାରିବେ ନାହିଁ । ଏହିପରି ୨ ଯୁବତୀଙ୍କ ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨ ଯୁବତୀ Tinder ଆପରେ ମିଶିଥିଲେ ଓ କିଛି ସମୟ ପରେ…
ପୂଜା ସାମଗ୍ରୀକୁ ଠିକ୍ ସ୍ଥାନରେ ନରଖିଲେ ପଡିଥାଏ ନକାରାତ୍ମକ ପ୍ରଭାବ: ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର ?
ଆମ ହିନ୍ଦୁ ଧର୍ମରେ ପୂଜାର ଅନେକ ମହତ୍ୱ ରହିଛି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା…
ଅଣ୍ଡା ସହିତ ଭୁଲରେ ବି ସେବନ କରନ୍ତୁ ନାହିଁ ଏହି ଜିନିଷ; ନଚେତ୍ ବିଗିଡିପାରେ ଆପଣଙ୍କ ସ୍ୱାସ୍ଥ୍ୟ, ଯାଇପାରନ୍ତି ହସ୍ପିଟାଲ୍
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆମେ ସୁସ୍ଥ ରହିବା ପାଇଁ ଏବଂ ଶରୀରକୁ ଫିଟ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି । ଏଥିସହିତ ସୁଷମ ଏବଂ ପୁଷ୍ଟିକର ଖାଦ୍ୟ ମଧ୍ୟ ସେବନ କରିଥାନ୍ତି । ଯେଉଁଥିରେ…
ଋତୁସ୍ରାବ କଷ୍ଟକୁ ଅଣଦେଖା କରନ୍ତୁନି, ହୋଇପାରେ ବଡ ସମସ୍ୟା
ଋତୁସ୍ରାବ ସମୟରେ ମହିଳାମାନେ ପ୍ରାୟତଃ ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ଅନେକ ମହିଳାଙ୍କର ପେଟ, ଅଣ୍ଟା, ତଳି ପେଟ ଏବଂ ଗୋଡରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାକୁ ପିରିୟଡ୍ କ୍ରମ୍ପସ୍ ମଧ୍ୟ କୁହାଯାଏ । ଏହି…
ରାଶିଫଳ(ବୁଧବାର,୦୮ ଫେବୃଆରୀ,୨୦୨୩)
ମେଷ - ପାରିବାରିକ ଜୀବନରେ ଭୁଲ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଭଲ ରହିବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର…