CHARIDHAM
Browsing Category

ଜୀବନଚର୍ଯ୍ୟା

କାହିଁକି ପାଳନ କରାଯାଏ ବିଶ୍ୱ ଏଡସ୍ ଦିବସ? ଜାଣନ୍ତୁ ଲକ୍ଷଣ ଓ କାରଣ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ଭାବେ ପାଳନ କରାଯାଏ । ଏଚଆଇଭି ସଂକ୍ରମଣ କାରଣରୁ ହେଉଥିବା ରୋଗ ସମ୍ପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି…

ରାଶିଫଳ(ବୁଧବାର,୦୧ ଡିସେମ୍ବର,୨୦୨୧)

ମେଷ - କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ…

କରୋନାର Omicron Variant ଠାରୁ ନିଜର ଇମ୍ୟୁନିଟି ବଢାନ୍ତୁ: ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ବାଜରା ରାବ୍

ଓଡ଼ିଶା ଭାସ୍କର: କରୋନା ସମୟରେ ଇମ୍ୟୁନିଟି ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି । ଏପରି ସମୟରେ ସୁସ୍ୱାଦୁ ସହିତ ସ୍ୱାସ୍ଥ୍ୟକର ଖାଇବା ନିହାତି ଆବଶ୍ୟକ । ଏପରି ଏକ ଖାଦ୍ୟ ହେଉଛି ବାଜରା ରାବ୍ । ଏହି…

ଦୁନିଆର ଏକମାତ୍ର ଶ୍ମଶାନ ଘାଟ, ଯେଉଁଠାରେ କେବେ ବି ଲିଭେନି ନିଆଁ କି ଥଣ୍ଡା ପଡ଼େନି ଚିତା!

ନୂଆଦିଲ୍ଲୀ: ଭାରତରେ ଏମିତିରେ ଦେଖିବାକୁ ଗଲେ ଅନେକ ସଂଖ୍ୟାରେ ଶ୍ମଶାନ୍ ଘାଟ ରହିଛି । ଏଠାରେ ମୃତବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ତେବେ ଆପଣ ମାନେ ଏଭଳି କିଛି ଶ୍ମଶାନ୍ ଘାଟ ବିଷୟରେ ଜାଣିଛନ୍ତି କି…

ରାଶିଫଳ(ମଙ୍ଗଳବାର,୩୦ ନଭେମ୍ବର,୨୦୨୧)

ମେଷ - ଆଜି ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ଅଧିକ ରହିବ, ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନିତି ଏବଂ ପ୍ରତିଯୋଗିତା…

ମାରାତ୍ମକ ଡେଲଟା ତୁଳନାରେ ନୂତନ ଓମିକ୍ରୋନ୍ ଭାରିଆଣ୍ଟ୍ ଏକ ଖୁସିଖବର; ଜାଣନ୍ତୁ କିପରି

ନୂଆଦିଲ୍ଲୀ: କୋଭିଡ୍-୧୯ ଭୁତାଣୁର ନୂତନ ସଂସ୍କରଣ ଭାବରେ ଦକ୍ଷିଣ ଆଫ୍ରିକାରେ ଉଭା ହୋଇଥିବା ଓମିକ୍ରନ୍ ଯୋଗୁଁ ବିଶ୍ୱବ୍ୟାପୀ ପୁଣିଥରେ ଲକଡାଉନ୍ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ କଟକଣା ଲଗାଯିବା ଆରମ୍ଭ ହୋଇଯାଇଛି । ଏହି…

ଶୀତ ଦିନେ ପାଟିରେ ଏପରି ଘା’ ବାହାରୁଛି କି? ଜାଣନ୍ତୁ କାରଣ ଓ ଉପଚାର

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ସମୟରେ ପାଟିର ମାଢ଼ିରେ ଅନେକ ଲୋକଙ୍କର ଘା' ବାହାରିଥାଏ । ଏହି ଘା' ଭବିଷ୍ୟତରେ କ୍ୟାନସର୍ ର ରୂପ ନେଇଥାଏ । ତେଣୁ ଏସବୁକୁ ହାଲୁକା ଭାବରେ ଆଦୌ ନିଅନ୍ତୁ ନାହିଁ । ଏହାର ଖୁବ୍ ଶୀଘ୍ର…

ରାଶିଫଳ(ସୋମବାର,୨୯ ନଭେମ୍ବର,୨୦୨୧)

ମେଷ - ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ…

କାହିଁକି ଭୁଲି ହୁଏନି ପ୍ରଥମ ପ୍ରେମ; ଜାଣନ୍ତୁ କ’ଣ ରହିଛି କାରଣ

ପ୍ରେମ ତ ସମସ୍ତେ କରନ୍ତି ମାତ୍ର ପ୍ରଥମ ପ୍ରେମ ସବୁବେଳେ ଖାସ୍ ହୋଇଥାଏ । ତା’ର ଅନୁଭବ ସେ ହିଁ କହିପାରିବ, ଯିଏ ଏହାକୁ ଅଙ୍ଗେ ନିଭେଇଥିବ । ଉଭୟ ପୁଅ ଓ ଝିଅଙ୍କ କ୍ଷେତ୍ରରେ ପ୍ରଥମ ପ୍ରେମ ସବୁଠାରୁ ଅଧିକ ଗୁରୁତ୍ୱ…

ଭାରତରେ ରହିଛି ବିଶ୍ୱର ୪୬ଟି ପ୍ରଦୂଷିତ ସହର: ଦକ୍ଷିଣ ଏସିଆରେ ରହିଛି ୯୪ ସହର

ନୂଆଦିଲ୍ଳୀ: ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଥିବା ବେଳେ ବିଗତ ସପ୍ତାହରେ ଦିଲ୍ଲୀରେ ସୃଷ୍ଟି ହୋଇଥିଲା କୁହୁଡିର ଏକ ଘନ ଆସ୍ତରଣ । ଦିଲ୍ଲୀର ୨ କୋଟି ଲୋକଙ୍କୁ ଏହା ସମସ୍ୟାରେ ପକାଇଥିବା ବେଳେ ସ୍କୁଲ…