Browsing Category

ଜୀବନଚର୍ଯ୍ୟା

ବ୍ଲାକ୍ ଫଙ୍ଗସ୍ ପରେ ମୁଣ୍ଡବ୍ୟଥାର କାରଣ ପାଲଟିଛି MIS-C

ନୂଆଦିଲ୍ଲୀ: କରୋନା ଚିକିତ୍ସିକଙ୍କ ପାଇଁ ବ୍ଲାକ ଫଙ୍ଗସ ପରେ ଏବେ ପିଲାମାନଙ୍କଠାରେ ଦେଖାଦେଉଥିବା ମଲ୍ଟି-ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ(MIS-C) ଚିନ୍ତାର କାରଣ ପାଲଟିଛି । ଏହି ସିଣ୍ଡ୍ରୋମ ଅନେକ ଅଙ୍ଗକୁ…

କରୋନା ରୋଗୀଙ୍କ ପାଇଁ ଆସିଲା ମହୌଷଧୀ: ଏହି ବୃକ୍ଷ ଦ୍ୱାରା ବୃଦ୍ଧିହେବ ଶରୀରରେ ଅକ୍ସିଜେନର ସ୍ତର

ବର୍ତ୍ତମାନ ସମଗ୍ର ଦେଶ କରୋନା କବଳରେ ଛଟପଟ ହେଉଛି । ବିଭିନ୍ନ ରାଜ୍ୟରେ ରୋଗୀମାନେ ହସ୍ପିଟାଲରେ ଅକ୍ସିଜେନର ଅଭାବରୁ ମୃତ୍ୟୁବରଣ କରୁଥିବାର ଦେଖାଯାଉଛି । ଆଗକୁ କରୋନାର ତୃତୀୟ ଲହର ଆସିବା ନେଇ ଦେଶରେ ଚର୍ଚ୍ଚା…

କରୋନା ରୋଗୀଙ୍କୁ ସାହାଯ୍ୟ ପାଇଁ ନିଜ ଅଟୋକୁ କରିଦେଲେ ଆମ୍ବୁଲାନ୍ସ… ସମସ୍ତେ କହୁଛନ୍ତି ସାବାସ୍

ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ସଂକଟ ପରିସ୍ଥିତିରେ ସମସ୍ତେ ନିଜ ଧନ-ଜୀବନ ପାଇଁ ବ୍ୟାକୁଳ ହେଉଛନ୍ତି । କିନ୍ତୁ ସେ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଃସ୍ୱାର୍ଥପର ଭାବେ ଅନ୍ୟକୁ ସହଯୋଗର ହାତ ବଢ଼ାଇବାରେ…

ବଜାରରେ ମିଳୁଥିବା ଘିଅ ଅସଲି ନା ନକଲି ? ଜାଣିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଭୁବନେଶ୍ୱର : ଦେଶୀ ଘିଅ ବିନା ଭାରତୀୟ ଖାଦ୍ୟର ମଜା ଆସେ ନାହିଁ । ପୁରାତନ କାଳରୁ ଏହି ଦେଶୀ ଘିଅ ମିଶିଥିବା ଖାଦ୍ୟ ଭାରତୀୟ ମାନେ ଖାଇ ଆସୁଛନ୍ତି । ତେବେ ଦେଶୀ ଘିଅ ମିଶ୍ରିତ ଖାଦ୍ୟ ଖାଇବାକୁ ସ୍ୱାଦିଷ୍ଟ କରିବା…

ଅପରିଷ୍କାର ମାସ୍କ ପିନ୍ଧିବା ଦ୍ୱାରା ବ୍ୟାପୁଛି ବ୍ଲାକ୍ ଫଙ୍ଗସ୍: ବିଶେଷଜ୍ଞ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଏହା ଦିନକୁ ଦିନ ମାରାତ୍ମକ ରୂପ ନେଉଛି । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି । ଯାହା ଫଳରେ ଏବେ କରୋନା ଗ୍ରାଫ୍ ତଳକୁ…

ବ୍ଲାକ ଫଙ୍ଗସର ଭୟଙ୍କର ରୂପ! ଯୁବକଠାରେ ନଥିଲା ଲକ୍ଷଣ, କିନ୍ତୁ ମସ୍ତିଷ୍କକୁ ଆଟାକ୍ କରି ନେଇଗଲା ଜୀବନ

ସୁରଟ:କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ବ୍ଲାକ ଫଙ୍ଗସ୍ ଚିନ୍ତା ବଢାଇବାରେ ଲାଗିଛି । ଏହାରି ମଧ୍ୟରେ ଗୁଜରାଟର ସୁରଟରୁ ଏକ ମାମଲା ଆସିଛି, ଯାହାକୁ ଦେଖି ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।…

ବିନା ମେଡିସିନ୍‌ରେ ଦୂର ହେବ ଏସିଡିଟି ସମସ୍ୟା: ଆପଣାନ୍ତୁ ଏହି ସାଧାରଣ ଘରୋଇ ଉପଚାର, ପେଟ ଫୁଲିବା, ପାଟି ଗନ୍ଧାଇବା ଓ ଆମ୍ବିଳା ଦୋଷରୁ…

ଭୁବନେଶ୍ବର ( ଓଡିଶା ଭାସ୍କର): ଏସିଡିଟି ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଯେଉଁଥିରେ ଅଧିକାଂଶ ଲୋକ ପୀଡ଼ିତ । ଏସିଡିଟି ସାଧାରଣତଃ ଖରାଦିନେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା…

ଭ୍ୟାକ୍ସିନ ନେବା ପରେ ସିଗାରେଟ୍‌ ମନା, ଧୂମ୍ରପାନ କଲେ ଶରୀରରେ ଦେଖାଦେବ ଅନେକ ସମସ୍ୟା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କୋଭିଡ଼୍‌-୧୯ର ଦ୍ୱିତୀୟ ଚରଣ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାନୁସାରେ ୧ ମେ ରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ପିଲା ଓ ଲୋକମାନଙ୍କୁ କରୋନା…

ଡିଆରଡିଓ ପ୍ରସ୍ତୁତ କଲା ଆଣ୍ଟି ବଡି ଟେଷ୍ଟିଂ କିଟ୍‌ ‘ଡିପ୍‌କୋଭାନ୍‌’, ଜୁନ୍ ମାସରେ ବଜାରରକୁ ଆସିବ ଏହି କିଟ୍‌

ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ପରୀକ୍ଷା ବିଳମ୍ବିତ ନେଇ ଅନେକ ଅଭିଯୋଗ ହେଉଛି । ଏପରି ସ୍ଥିତିର  ମୁକାବିଲା ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ…