Browsing Category
ଜୀବନଚର୍ଯ୍ୟା
ନିଜ ଗୋଡରେ କୁରାଢୀ: ଜମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି ଦେଖାଇଲା ପାକିସ୍ତାନୀ ଟିଭି ଚ୍ୟାନେଲ
ନିଜ ଗୋଡରେ କୁରାଢୀ ମାରିଛି ପାକିସ୍ତାନ । ଶେଷରେ ଜମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି କହିଲା ସତ । ଏପରି ଘଟଣା ପାକିସ୍ତାନର ଏକ ସରକାରୀ ଟିଭି ଚ୍ୟାନେଲ ପିଟିଭି ସହ ହୋଇଛି । କାଶ୍ମୀରକୁ ପାକିସ୍ତାନର ବୋଲି କହୁଥିବା…
ନିୟମ କୋହଳର ପ୍ରଥମ ଦିନରେ ହିଁ ହନୁମାନ ଜୀଙ୍କୁ ଥାନାରେ ପହଞ୍ଚାଇଲେ ଭକ୍ତ
ମନ୍ଦିର ଖୋଲିବାକୁ ଅନୁମତି ମିଳିବାର ପ୍ରଥମ ଦିନରେ ହିଁ ଭଗବାନ୍ ହନୁମାନ ଜୀଙ୍କୁ ସିଧାସଳଖ ଥାନାରେ ପହଞ୍ଚାଇଦେଲେ ଭକ୍ତ । ପୂଜା-ପାଠ ପାଇଁ ନିୟମକୁ କୋହଳ କରିବା ପରେ ବିବାଦ ଆରମ୍ଭ ହୋଇଥିଲା ଓ ପରେ ଏହି ମାମଲା ପୋଲିସ…
ସକାଳୁ ଉଠିବାକୁ ଅଳସ ଲାଗୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ
ଆଜିକାଲି ଟେକ୍ନୋଲୋଜି ଯୁଗରେ ସକାଳୁ ଉଠିବା ବଡ ସମସ୍ୟା । ମୋବାଇଲ୍, କମ୍ପୁଟର୍ ସାମ୍ନାରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚେଇଁ ରହୁଥିବା ଲୋକଙ୍କ ପାଇଁ ସକାଳୁ ଉଠିବା ଅସମ୍ଭବ ପରି ଲାଗୁଛି । ଯଦି ବି କିଛି କାମ…
ଡଙ୍ଗାକୁ ଡେଇଁ ବିୟର୍ ପିଉଛି ମାଛ, ଦେଖନ୍ତୁ ଏହି ବିରଳ ଦୃଶ୍ୟ
ବିୟର ପିଉଛି ମାଛ । କଥାଟି ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ ମାଛ କିପରି ଡଙ୍ଗାକୁ ଡେଇଁ ଜଣେ ବ୍ୟକ୍ତିଙ୍କ ହାତରୁ…
ରାଶିଫଳ (ସୋମବାର, ଜୁନ୍ ୮/୨୦୨୦)
ମେଷ -ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ôଥ ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚାକିରି ହୋଇଥାଇପାରେ ।…
କ୍ୱାରେଣ୍ଟାଇନ୍ ସେଣ୍ଟରରେ ରୋଷେୟାର ଧମାକେଦାର ଡ୍ୟାନ୍ସ, ଲୋକ କହିଲେ-‘ ଏ ହେଉଛି ପ୍ରକୃତ ପ୍ରତିଭା’
ପ୍ରକୃତ ଟ୍ୟାଲେଣ୍ଟ ବା ପ୍ରତିଭା କୌଣସି ସମୟ ବା ପରିସ୍ଥିତି ଖାତିର କରେନାହିଁ । ପରିସ୍ଥିତି ଯାହା ହେଉ ନା କାହିଁକି, ଯଦି ଜଣେ ବ୍ୟକ୍ତିର ପ୍ରତିଭା ଥାଏ ତେବେ ସେ ନିଜ ପାଇଁ ପ୍ଲାଟଫର୍ମ ତିଆରି କରିନେବ । ନିକଟରେ…
ଜାଣନ୍ତୁ, ଆଜି କ’ଣ ରହିଛି ଆପଣଙ୍କ ରାଶିରେ (ରବିବାର, ଜୁନ୍ ୭/୨୦୨୦)
ମେଷ -ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ କୀ କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି
ବୃଷ…
ବୈଜ୍ଞାନିକଙ୍କ ସାଙ୍ଘାତିକ ଚେତାବନୀ- ଚନ୍ଦା ଲୋକଙ୍କୁ କରୋନାର ଅଧିକ ବିପଦ
କରୋନା ସଙ୍କଟ ମଧ୍ୟରେ ଏହି ମହାମାରୀ ସମ୍ପର୍କରେ ଆଉ ଏକ ବଡ ତଥ୍ୟର ଖୁଲାସା ହୋଇଛି । ବୈଜ୍ଞାନିକଙ୍କ ମତରେ, ଚନ୍ଦା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହିଥାଏ । ଏହା ସହ ସେମାନଙ୍କ ମୃତ୍ୟୁ…
୧ କି ୨ ନୁହେଁ, ୧୦୦ କିଲୋର ଲେହେଙ୍ଗା ପିନ୍ଧି ଷ୍ଟେଜରେ ପହଞ୍ଚିଲେ କନ୍ୟା
ବାହାଘର ଝିଅମାନଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । ସେଥିପାଇଁ ତ ସେମାନେ ବାହାଘରକୁ କିଛି ନିଆରା କରିବା ପାଇଁ କିଛି ମାସ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ଖାସ୍ କରି ସେମାନେ ନିଜର ବାହାଘରର ପୋଷାକ ମାସେ…
ଏକା ସାଙ୍ଗରେ ୨୫ଟି ସ୍କୁଲରେ ପଢାଉଥିଲେ ଶିକ୍ଷୟିତ୍ରୀ, ବର୍ଷକୁ ଦରମା ୧ କୋଟି
ଶିକ୍ଷୟିତ୍ରୀଙ୍କ ଦରମା ବର୍ଷକୁ ୧ କୋଟି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଏକ ଠକେଇ ମାମଲା ଉତ୍ତରପ୍ରଦେଶ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ଆସିଛି । ଖବର ମୁତାବକ, ମେନପୁରୀ ବାସିନ୍ଦା ଅନାମିକା…