fbpx
Browsing Category

କରୋନା

ପୁଣି କରୋନା ଚିନ୍ତା, ନୂଆ ତାଲିକା ପରେ ସାଧାରଣରେ ଭୟ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଥମ ଥର ପାଇଁ ଦୈନିକ କୋଭିଡ ତଥ୍ୟରେ ନୂଆ ତାଲିକା ପ୍ରକାଶ ପାଇଛି। ୧୮ ବର୍ଷରୁ କମ୍ ବୟସର କରୋନା ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ…

ଭ୍ୟାକ୍ସିନ ନେଇ ନାହାନ୍ତି ତ ପଞ୍ଜାବରେ ନୋ ଏଣ୍ଟ୍ରି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଘୋଷଣା

ନୂଆଦିଲ୍ଲୀ : କରୋନାର ପ୍ରକୋପ ଏ ପର୍ଯ୍ୟନ୍ତ ଥମିନାହିଁ । ଏହା ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଏବେ ପଞ୍ଜାବରେ ସେହିମାନଙ୍କୁ ପ୍ରବେଶ ମିଳିବ ଯାହାଙ୍କ ପାଖରେ…

ଆଜି ବି ସଂକ୍ରମଣ ହଜାରେ ଉପରେ: ରାଜ୍ୟରେ ୧୧୩୨ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…

ଆମେରିକାରେ ଟିକାର ବୁଷ୍ଟର୍‌ ଡୋଜ୍‌କୁ ଅନୁମତି

ୱାସିଂଟନ୍ : ଆମେରିକାରେ କରୋନା ଟିକାର ବୁଷ୍ଟର ଡୋଜ୍‌ ଲୋକଙ୍କୁ ଦେବାକୁ ଅନୁମତି ମିଳିଛି । ତେବେ କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ କୋଭିଡ ଟିକାର ଏହି ତୃତୀୟ ଡୋଜ୍‌ ଦିଆଯିବ । ଏବେ ଆମେରିକାରେ ମଡର୍ଣ୍ଣା…

ଖୁସି ଖବର: ଆସନ୍ତା ମାସରେ ଉପଲବ୍ଧ ହେବ ସିଙ୍ଗଲ୍ ଡୋଜ୍ ଟିକା, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ୍ ପରେ ଭାରତ ସରକାର ସ୍ପୁଟନିକ ଲାଇଟକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଜଣାପଡ଼ିଛି । ଆସନ୍ତା ମାସରୁ ଦେଶରେ ଏହାର ବିତରଣ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…

ରାଜ୍ୟରେ ହଜାରେ ତଳକୁ ଖସୁନାହିଁ ଦୈନିକ ସଂକ୍ରମଣ: ଆଜି ୧୧୯୩ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ଆଶଙ୍କା ହଟିନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର…

ଲକଡାଉନ୍ କେବେ ହେବ? ମୁଖ୍ୟମନ୍ତ୍ରୀ କହିଲେ ଏମିତି

ଓଡ଼ିଶା ଭାସ୍କର ବ୍ୟୁରୋ: ହଟିନି କରୋନା ଭୟ । ସମ୍ଭାବ୍ୟ ତୃତୀୟ ତରଙ୍ଗ ଆଶଙ୍କା ଦୂର ହୋଇନି । ମହାମାରୀ କରୋନା ଭାଇରସ୍ ପାଇଁ ନଆଯାଇଛି ଅନେକ କଡ଼ା ପଦକ୍ଷେପ । ସେହିପରି ଭାଇରସ୍ ଚେନ୍ ଭାଙ୍ଗିବା ପାଇଁ ବାଧ୍ୟ ହୋଇ ସରକାର…

ଆଜି ପୁଣି ହଜାରେ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା କମିନାହିଁ । ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଖୋର୍ଦ୍ଧା ଏବଂ କଟକରେ ସଂକ୍ରମଣରେ ବ୍ରେକ ଲାଗିପାରୁନି ।…

୧୫ ସୁଦ୍ଧା ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆର୍‌ଟି-ପିସିଆର ଟେଷ୍ଟିଂ ଲ୍ୟାବ୍‌: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆରଟି- ପିସିଆର ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।…