CHARIDHAM
Browsing Category

ସ୍ୱାସ୍ଥ୍ୟ

ଫୁଡ ପଏଜନିଂ କାରଣରୁ ମହିଳାଙ୍କର ମୃତ୍ୟୁ ! ଭୋଜନରେ ମିୟୋନିଜ୍ ମିଶାଇ ଖାଇବାରୁ ହୋଇଛି ଏପରି, ଅନେକ ଅସୁସ୍ଥ

ନୂଆଦିଲ୍ଲୀ: କେରଳର ତ୍ରୀସୁରରେ ଫୁଡ ପଏଜନିଂ ଅଭିଯୋଗ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତକଙ୍କ ନାମ ନୁସୈବା ବୋଲି ଜଣାପଡିଛି, ଯେ କି…

ଛୋଟ ଛୋଟ କଥାକୁ ନେଇ କାନ୍ଦୁଛି କି ଆପଣଙ୍କ ପିଲା ? ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ କରିବାକୁ ଆପଣାନ୍ତୁ ଏହି ଟିପ୍ସ

ଅନେକ ବାପାମାଆ ଚିନ୍ତା ଥାଆନ୍ତି ଯେ ସେମାନଙ୍କ ପିଲା ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। କିନ୍ତୁ ଏଥିରେ ପିଲାଟିର କୌଣସି ଦୋଷ ନ ଥାଏ। ଏହା କେବଳ ଠିକ୍ ଲାଳନ ପାଳନ ଅଭାବରୁ ପିଲାଟି ଭାବନାତ୍ମକ ଭାବେ ଦୃଢ…

ଦୀର୍ଘ ସମୟ ଗୋଟିଏ ତକିଆ ବ୍ୟବହାର କରୁଥିଲେ ସାବଧାନ! ଭୋଗିବେ ଏହି ସମସ୍ୟା…

ଓଡ଼ିଶା ଭାସ୍କର: ସୁସ୍ଥ ରହିବା ପାଇଁ ବିଛଣା ସହ ତକିଆ ସଫା ରହିବା ଉଚିତ୍ । ବିଛଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ତକିଆ । ତକିଆ ପାଇଁ ଅନେକ ଲୋକଙ୍କୁ ନିଦ ମଧ୍ୟ ଭଲରେ ହୋଇନଥାଏ । ଲଗାତାର ତକିଆ ବ୍ୟବହାର କରିବା…

ଉଚ୍ଚ ରକ୍ତଚାପ ଯୋଗୁଁ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ କରନ୍ତୁ ଏହି ୭ ଯୋଗ

ଉଚ୍ଚ ରକ୍ତଚାପ ଅକାଳ ମୃତ୍ୟୁ ଘଟାଇପାରେ। ଏହା ଏପରି ବିପଜ୍ଜନକ ସମସ୍ୟା ଯାହା ଟିକିଏ ଅସାବଧାନତା ମଧ୍ୟ ଜୀବନ ନେଇଯାଇପାରେ। ଉଚ୍ଚ ରକ୍ତଚାପ (High BP) କୁ ଡାକ୍ତରୀ ଭାଷାରେ ହାଇପର୍‌ଟେନ୍‌ସନ୍ କୁହାଯାଏ। ଖରାପ…

ଯୌନ ସମ୍ବନ୍ଧ ବାବଦରେ ଖୋଲାଖୋଲି ଆଲୋଚନା କରୁ ନଥିଲେ ସାବଧାନ: ‘STD’ ବିମାରୀ ବଢ଼ାଇପାରେ ଆପଣଙ୍କ ଚିନ୍ତା

ନୂଆଦିଲ୍ଲୀ: ଆମ ଦେଶରେ ଆଜି ବି ଅଧିକାଂଶ ଲୋକ ଯୌନ ସମ୍ବନ୍ଧକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିବାକୁ କୁଣ୍ଠାବୋଧ କରିଥାନ୍ତି । ଏହି କାରଣରୁ ଆଜିର ସମୟରେ ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜ (ଏସଟିଡି)ର ମାମଲା ଦ୍ରୁତ…

ପୁଣି ଏକ ଘାତକ ଭାଇରସ୍ ପ୍ରସ୍ତୁତ କଲେ ଚୀନର ବୈଜ୍ଞାନିକ: ଏହି ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ଘଟିବ ମୃତ୍ୟୁ!

ନୂଆଦିଲ୍ଲୀ: କରୋନା ଭାଇରସ୍ ନାଁ ଶୁଣିଲେ ଆଜି ବି ମନରେ କୋକୁଆ ଭୟ ସୃଷ୍ଟି ହେଉଛି । ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜ ମାୟାଜାଲରେ କରାୟତ କରି ରଖିଥିଲା ଏହି ଭାଇରସ । ଚୀନର ଉହ୍ୱାନ ଲ୍ୟାବରୁ…

ସାବଧାନ! ଓଜନ ହ୍ରାସ ଲାଗି ଖାଉଛନ୍ତି କି ଏହି ମେଡିସିନ୍‌, ଭୋଗିପାରନ୍ତି ଗମ୍ଭୀର ସମସ୍ୟା

ନୂଆଦିଲ୍ଲୀ: ବିଶ୍ୱର ଏକ ବୃହତ୍ତ ଜନସଂଖ୍ୟା ଲାଗି ବଡ ସମସ୍ୟା ପାଲଟିଛି ଓଜନ ବୃଦ୍ଧି । ତେଣୁ ସମସ୍ତେ ଏବେ ଶୀଘ୍ର ଶୀଘ୍ର ପତଳା ହେବା ପାଇଁ ମାଧ୍ୟମର ସନ୍ଧାନରେ ଲାଗି ପଡିଛନ୍ତି । ଏହି ମାଧ୍ୟମ ହେଉଛି ମୋଟାପାରୁ…

ସ୍ୱାସ୍ଥ୍ୟ ପାଇଁ ବିପଦ ଏହି ୫ ଟି ଖାଦ୍ୟ: ଶରୀରର ଚର୍ବି ବୃଦ୍ଧି ସହିତ ଦୁର୍ବଳ କରିଥାଏ ହଜମ ଶକ୍ତି

ଓଡ଼ିଶା ଭାସ୍କର: ସକାଳର ଜଳଖିଆ ହେଉଛି ଆମ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ। ଏହି କାରଣରୁ ଆମ ଶରୀର ଦିନସାରା ଶକ୍ତି ପାଇଥାଏ। ଆପଣ ସକାଳ ଜଳଖିଆରେ ଯାହା ଖାଆନ୍ତି ତାହା ଆପଣଙ୍କ ଶରୀର ଉପରେ ଅଧିକ ପ୍ରଭାବ…

ପିଲାଙ୍କୁ ଜୋରରେ ଗୀତ ବାଜୁଥିବା ସ୍ଥାନ କିମ୍ବା ସିନେମା ହଲକୁ ନେବା ଉଚିତ୍ କି? ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ

ଓଡ଼ିଶା ଭାସ୍କର: ପ୍ରାୟତଃ ଅଧିକ ସାଉଣ୍ଡ ହେଉଥିବା ସ୍ଥାନ ବା ସିନେମା ହଲକୁ ଆପଣ ପିଲାମାନଙ୍କୁ ନେଇ ଯାଉଥିବେ । ତେବେ ଏହା ସଠିକ୍ କି? ଆସନ୍ତୁ ଜାଣିବା ଏକ୍ସପର୍ଟଙ୍କ ରାୟ ଏବଂ ଏହା ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ସଠିକ୍…

କୃଷ୍ଣଚୂଡା ଫୁଲରେ ଲୁଚିରହିଛି ଅନେକ ଔଷଧୀୟ ଗୁଣ, କେଶ ଝଡିବା, ଚନ୍ଦାପଣ ଓ ଆଣ୍ଠୁଗଣ୍ଠି ରୋଗ ପାଇଁ ରାମବାଣ

ଓଡ଼ିଶା ଭାସ୍କର: ଖରାଦିନେ ରାସ୍ତା କଡ଼ରେ କୃଷ୍ଣଚୂଡା ଫୁଲ ଦେଖିବାକୁ ମିଳିଥାଏ । ଏହାର ଲମ୍ବା ବିଶାଳ ଗଛ ଲୋକଙ୍କୁ ଖରାରୁ ଛାଇ ଦେବା ସହ ସୌନ୍ଦର୍ଯ୍ୟକୁ ବଢାଇଥାଏ । ଏହି ଫୁଲକୁ ଦେଖିବା ମାତ୍ରେ ସମସ୍ତଙ୍କ ମନ ଖୁସି…