Browsing Category

ସ୍ୱାସ୍ଥ୍ୟ

ସେଓ ନା ପିଜୁଳି: କେଉଁଟା ଅଧିକ ଲାଭଦାୟକ ?

ଓଡ଼ିଶା ଭାସ୍କର: ପିଜୁଳି ଓ ସେଓ ଫଳ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଉଭୟ ଫଳ ବିଭିନ୍ନ ଭିଟାମିନରେ ଭରପୁର । ଉଭୟ ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ଅଟେ । ଆସନ୍ତୁ ଜାଣିବା ସେଓ ଓ ପିଜୁଳିର ପୋଷକ ଗୁଣ କ'ଣ ଏବଂ ଉଭୟକୁ…

ଖାଇବା ଠାରୁ ନେଇ ଲଗାଇବା ପର୍ଯ୍ୟନ୍ତ, ଚର୍ମ ପାଇଁ ଏହି ୫ଟି ଉପାୟରେ ବ୍ୟବହାର କରନ୍ତୁ ଆଲୋଭେରା

ସାଧାରଣତଃ ଲୋକମାନେ ଆଲୋଭେରା ଥିବା ସୌନ୍ଦର୍ଯ୍ୟ ପଦାର୍ଥ ବ୍ୟବହାର କରନ୍ତି। ସଠିକ୍ ଉପାୟରେ ଏହାର ପ୍ରତ୍ୟକ୍ଷ ବ୍ୟବହାର ମଧ୍ୟ ଆପଣଙ୍କ ପାଇଁ ପ୍ରଭାବଶାଳୀ ହୋଇପାରେ। ସୌନ୍ଦର୍ଯ୍ୟ ବିଶେଷଜ୍ଞ ହରିଶ ସିଙ୍ଗଲା ଏହା…

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୨ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ରାଜ୍ୟରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ପୁଣି ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୨ଜଣ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ସ୍କ୍ରବ…

ରାତିରେ ଏହି ଖାଦ୍ୟ ଖାଉଥିଲେ ସାବଧାନ ! ନିଦ୍ରାରେ ସୃଷ୍ଟି ହୋଇପାରେ ବାଧା

ଖାଦ୍ୟ ସମସ୍ତଙ୍କ ଜୀବନର ଆଧାର। ହେଲେ ଜାଣନ୍ତି କି, ଯେକୌଣସି ଖାଦ୍ୟ ପ୍ରତ୍ୟେକ ସମୟରେ ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। କାରଣ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ରାତିରେ ଖାଇଲେ ଶରୀର ଉପରେ ନକାରାତ୍ମକ…

ଆପଣ ପିଉଥିବା ଚା କେତେ ସୁରକ୍ଷିତ ! FSSAI କରୁଛି ସାରା ଦେଶରେ ଯାଞ୍ଚ

ଓଡିଶା ଭାସ୍କର : ଭାରତରେ ବହୁ ସଂଖ୍ୟକ ଲୋକ ଚା ’ପିଉଛନ୍ତି | କିନ୍ତୁ ଆପଣ ଯେଉଁ ଚା ପିଉଛନ୍ତି ତାହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସୁରକ୍ଷିତ କି? ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଏହାର…

କ’ଣ ପୃଥିବୀର ଅଧା ଲୋକଙ୍କୁ ହୋଇଯିବ ନିକଟ ଦୃଷ୍ଟି ଦୋଷ ? WHOର ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା

ସମସ୍ତଙ୍କ ପାଇଁ ଆଖିର ଉପଯୁକ୍ତ ଯତ୍ନ ଏବଂ ଚିକିତ୍ସା ପାଇଁ ୨୪.୮ ବିଲିୟନ ଆମେରିକୀୟ ଡଲାର ଆବଶ୍ୟକ । ଡବ୍ଲୁଏଚଓ ଆକଳନ କରିଛି ଯେ, ଯଦି ଚକ୍ଷୁ ରୋଗୀଙ୍କୁ ସାହାଯ୍ୟ ନକରାଯାଏ, ତେବେ ବିଶ୍ୱକୁ ବିପୁଳ ଅର୍ଥନୈତିକ କ୍ଷତିର…

ସ୍ତନ କର୍କଟ ରୋଗକୁ ଭଲ କରିବ ନିମ୍ବପତ୍ର, ଭୁବନେଶ୍ୱର ଆଇଏଲଏସର ଗବେଷଣା

ଭୁବନେଶ୍ୱର: ଆଜିକାଲି ଅଧିକାଂଶ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିମ୍ବପତ୍ରରେ ଏହା ଭଲ ହେବ ବୋଲି ଦାବି କରାଯାଇଛି । କ୍ୟାନସର…

ଆପଣଙ୍କୁ ଜ୍ୱର ହୋଇଥିଲେ ଭୁଲରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ ବଢ଼ିଯିବ ଟେମ୍ପରେଚର

ଆଜିକାଲି ବଦଳୁଥିବା ପାଣିପାଗ ଯୋଗୁଁ ଲୋକମାନେ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ରୋଗରେ ପଡୁଛନ୍ତି । ହେଲେ ଜ୍ୱର ସମୟରେ ଆମେ କ’ଣ ଖାଇବା କ’ଣ ନ ଖାଇବା ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଥାଏ। ଏମିତିବି ଜ୍ୱର ହେଲେ କିଛି…

ଯଦି ଆପଣ ଅଧିକ ମିଠା ଖାଉଛନ୍ତି ତେବେ ସାବଧାନ! ସମୟ ପୂର୍ବରୁ ଆସିବ ବୃଦ୍ଧାବସ୍ଥା, ଗମ୍ଭୀର ହେବ କ୍ଷତି

ଖରାପ ଲାଇଫଷ୍ଟାଇଲ୍ ଏବଂ ଖାଇବା ଅଭ୍ୟାସ, ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କ୍ରନିକ୍ ରୋଗ ଏବଂ ପରିବେଶଗତ କାରଣରୁ ଧିରେ ଧିରେ ମନୁଷ୍ୟର ହାରାହାରି ବୟସ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ସମଗ୍ର…

ScrubTyphus: ଦିନକରେ ପୁଣି ୨୫ ରୋଗୀ ଚିହ୍ନଟ

ସୁନ୍ଦରଗଡ଼: ରାଜ୍ୟରେ ସ୍କ୍ରବ ଟାଇଫସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ପୁଣି ୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୮ଟି ନମୁନା ମଧ୍ୟରୁ ୨୫ ଜଣ…