fbpx
Browsing Category

ପରମ୍ପରା

ଜୀବନରେ କରିଥିବା ପାପ ଧୋଇବାକୁ ଚାହୁଁଛନ୍ତି କି? ମକର ସଂକ୍ରାନ୍ତିରେ କରନ୍ତୁ ଏହି କାମ

ଓଡିଶା ଭାସ୍କର; ସନାତନ ଧର୍ମରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ଏହି ପର୍ବ ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ପାଳନ କରାଯାଏ। କିନ୍ତୁ ଗଙ୍ଗାରେ…

ମୁଖ୍ୟ ଦ୍ୱାରରେ କାହିଁକି ଲେଖା ହୁଏ ଶୁଭ ଲାଭ ? ଜାଣନ୍ତୁ ଏହାର ଅର୍ଥ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଶ୍ରୀ ଗଣେଶଙ୍କୁ ଅଗ୍ର ପୂଜ୍ୟ ଭାବରେ ବିବେଚିତ କରାଯାଇଛି । ଶ୍ରୀ ବିଘ୍ନହର୍ତ୍ତା ହେଉଛନ୍ତି ଶୁଭତାର ପ୍ରତୀକ । ସେହି କ୍ରମରେ ଏକ ଶୁଭ ଚିହ୍ନ ହେଉଛି ଶୁଭ-ଲାଭ ଓ ସ୍ୱସ୍ତିକ ଚିହ୍ନ ।…

(Video) ଆଳତୀଷ୍ଟାଣ୍ଡ ପାଟିରେ କାମୁଡ଼ି ପ୍ରଭୁ ଶ୍ରୀରାମଙ୍କ ଆଲତୀ କରୁଛି କୁକୁର, ଭାଇରାଲ ହେଉଛି ଭିଡିଓ

ଓଡ଼ିଶା ଭାସ୍କର: ଅନେକ ସଂସ୍କୃତିର ଧର୍ମ, ପୁରାଣ, କାହାଣୀ ଓ କିମ୍ବଦନ୍ତୀରେ କୁକୁରଙ୍କ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ଧାର୍ମିକ ପରମ୍ପରାରେ ଏମାନଙ୍କର ବିବିଧ ଏବଂ ବହୁମୁଖୀ ଭୂମିକା ରହିଛି । ଏହି…

ହିନ୍ଦୁ ଧର୍ମରେ ୧୦୮ ଅଙ୍କ କାହିଁକି ହୋଇଥାଏ ଖାସ? ୧୦୮ତମ ‘ମନ କୀ ବାତ’ରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବିଭିନ୍ନ ଧର୍ମରେ କିଛି ବିଶେଷ ଅଙ୍କ କିମ୍ବା ସଂଖ୍ୟାର ବିଶେଷ ମହତ୍ତ୍ୱ ରହିଥାଏ । ତେବେ ଏହା ମଧ୍ୟରୁ କିଛି କୁ ଶୁଭ ତ' କିଛିକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଏହା ପଛରେ କିଛି ସ୍ୱତନ୍ତ୍ର…

ସନ୍ଧ୍ୟା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ: ଆସିପାରେ ଦରିଦ୍ରତା

ହିନ୍ଦୁ ଧର୍ମ ଗ୍ରନ୍ଥ ତଥା ଶାସ୍ତ୍ରରେ ସନ୍ଧ୍ୟା ସମୟର ମହତ୍ତ୍ୱ ବେଶ ରହିଛି । ଏହି ସମୟକୁ ଦିନ ଏବଂ ରାତିର ସଙ୍ଗମସ୍ଥଳୀ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏହି ସମୟରେ ହିନ୍ଦୁ ଧର୍ମରେ ପୂଜା-ପାଠ କରିବାର ବେଶ ମହତ୍ତ୍ୱ…

କାଳାଷ୍ଟମୀର କ’ଣ ରହିଛି ମହତ୍ୱ? ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ…

ଓଡ଼ିଶା ଭାସ୍କର: ହିନ୍ଦୁଧର୍ମରେ କାଳ ଭୈରବଙ୍କୁ ଭଗବାନ ଶିବଙ୍କ ଅନ୍ୟ ରୂପ ଭାବେ ବିବେଚନା କରାଯାଇଛି । ତେଣୁ କାଳାଷ୍ଟମୀ ପୂଜାର୍ଚ୍ଚନାର ବିଶେଷ ମହତ୍ୱ ରହିଛି । ପ୍ରତି ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ କାଳାଷ୍ଟମୀ…

କାହିଁକି ନିଜ ଧର୍ମ ପାଇଁ ଚୀନ୍ ଯିବାକୁ ଭୟ କରୁଛନ୍ତି ତାଇଓ୍ଵାନର ତୀର୍ଥଯାତ୍ରୀ ?

ଓଡ଼ିଶା ଭାସ୍କର: ପ୍ରତିବର୍ଷ ଚାଙ୍ଗ କି-ଚୁଙ୍ଗ ତାଇୱାନରେ ଥିବା ନିଜ ଘରୁ ଚୀନ୍ ଯାତ୍ରା କରିଥାନ୍ତି। ଏହି ଯାତ୍ରା ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ଅଟେ। ଏହା ଏକ ତୀର୍ଥଯାତ୍ରା। ସେମାନେ ସମୁଦ୍ରର ଦେବୀ ମାଜୁଙ୍କୁ…

ନୂଆ ବର୍ଷରୁ ଉଭାନ ହୋଇଯିବ ଅଶୁଭ ଶକ୍ତି: କରନ୍ତୁ ଲାଲ ପୁସ୍ତକରେ ଲେଖାଥିବା ଏହି ଉପାୟ, ଶନି ଦେବ ବି କରିବେନି କ୍ରୋଧ

ଜୀବନକୁ ସୁଖମୟ କରିବା ପାଇଁ 'ଲାଲ ବହି'ରେ ଅନେକ ଉପାୟ ଉଲ୍ଲେଖ କରାଯାଇଛି । ଏପରିକି ଜନ୍ମ କୁଣ୍ଡଳୀରେ ମଧ୍ୟ ଯଦି ଶନି ପ୍ରବେଶ କରିଛନ୍ତି ତେବେ ତାହାର ମଧ୍ୟ ପ୍ରତିମାର ଏଥିରେ ଲେଖାଯାଇଛି । ଶନି ଦେବଙ୍କର ସାଢ଼େ ସାତି…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମିଳିବ ଏହିସବୁ ଉପହାର: ଅତିଥିଙ୍କ ପାଇଁ ଟ୍ରଷ୍ଟର ପ୍ରସ୍ତୁତି

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଖୁବ ଉତ୍ସାହିତ ହୋଇ ରହିଛନ୍ତି ସମଗ୍ର ଦେଶବାସୀ । ଅଯୋଧ୍ୟ ନଗରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ହୋଇ…

ଏପରି ଏକ ମନ୍ଦିର, ଯେଉଁଠାରେ ହନୁମାନଙ୍କୁ ପୂଜା କରିଥାନ୍ତି ଇସଲାମ ଧର୍ମୀ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପ୍ରଭୁ ହନୁମାନଙ୍କ ମହତ୍ତ୍ୱ ବେଶ ରହିଛି । ତେବେ ତାଙ୍କର ପୂଜା କରିବା ଦ୍ୱାରା ରୋଗ ଶୋକ ଦୁଃଖ ଆଦି କମ ହୋଇଥାଏ ବୋଲି ବିବେଚନା କରାଯାଏ । ଏଥି ପାଇଁ ହନୁମାନଙ୍କ ପୂଜାକୁ ହିନ୍ଦୁ…