fbpx
Browsing Category

ପରମ୍ପରା

ରାଜାଙ୍କ ଅନୁରୋଧ କ୍ରମେ ଭକ୍ତଙ୍କୁ ବାଟ ଦେଖାଇବାକୁ ପ୍ରତିଶ୍ରୁତି ଦେଇଥିଲେ ମା’

ପୁରୀ: ଅନାଦି କାଳରୁ ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ବିଦ୍ୟମାନ ଅଛନ୍ତି ମା’ ବାଟମଙ୍ଗଳା। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ବୀରହରେକୃଷ୍ଣପୁର ଅତିକ୍ରମ କରିବା ପରେ ପରେ ରାଜପଥର ବାମ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ ମା’…

ମାର୍ଗଶୀର ଅମାବାସ୍ୟାରେ କରନ୍ତୁ ଏହି ଉପାୟ: ଦୂର ହେବ ପିତୃ ଦୋଷ, ମିଳିବ ପାପରୁ ମୁକ୍ତି

ଆଜି ହେଉଛି ପବିତ୍ର ମାର୍ଗାଶୀର ଅମାବାସ୍ୟା । ଏହି ଦିନ ପବିତ୍ର ନଦୀରେ ଗାଧୋଇ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଥର ମାର୍ଗାଶୀର ଅମାବାସ୍ୟା ୧୨ ଡିସେମ୍ବର ମଙ୍ଗଳବାର ଦିନ ପାଳନ କରାଯାଉଛି । ତେବେ…

ମୃତ୍ୟୁ ସମୟରେ କେଉଁମାନଙ୍କର ଚେହେରା ବଙ୍କା ହୋଇଯାଏ ଏବଂ କାହିଁକି? ଗରୁଡ ପୁରାଣରୁ ଜାଣନ୍ତୁ ଏହାର ରହସ୍ୟ

ଗରୁଡ ପୁରାଣରୁ ନେଇ ଶାସ୍ତ୍ରରେ କୁହାଯାଇଛି ଯେ, ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମା ଅମର ରୁହେ । ଏହାର ଅର୍ଥ ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଯାଏ ଏବଂ ଆତ୍ମା ଜୀବିତ ରହିଥାଏ । କାରଣ ଆତ୍ମା ଅମର ଅଟେ । ଭଗବତ ଗୀତାରେ…

ବ୍ରାହ୍ମ ମୁହୂର୍ତ୍ତରୁ ଉଠି ୫ ମିନିଟ କରନ୍ତୁ ଏହି କାର୍ଯ୍ୟ: ମିଳିବ ଅପାର ସଫଳତା, ହେବେ ଲାଭବାନ

ଜୀବନରେ ସଫଳ ହେବା ପାଇଁ ଲୋକମାନେ ଅନେକ ଉପାୟ ଆପଣାଇଥାନ୍ତି । ହେଲେ ସଫଳତା ହାସଲ କରିବା ଏତେ ସହଜ ହୋଇନଥାଏ । ଅନେକ ସମୟରେ ସଫଳତା ହାତ ପାହାନ୍ତାରୁ ଆସି ମଧ୍ୟ ଦୂରକୁ ଚାଲିଯାଇଥାଏ । ତେବେ ଏପରି କିଛି ଉପାୟ ଅଛି…

ଆଜିଠୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି, ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି ଆରମ୍ଭ । ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରୁ ୩ ଦିନ ବ୍ୟାପି ପାଳନ ହୋଇଥାଏ ଦେବ ଦୀପାବଳି ଉତ୍ସବ । ଏହି ୩ ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ…

କେଉଁ ପରିସ୍ଥିତିରେ ଭଗବାନ ଶିବ ଖୋଲିଥିଲେ ତୃତୀୟ ନେତ୍ର ? କାହାର ହୋଇଥିଲା ବିନାଶ ?

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ଶଙ୍କର, ଭୋଳାନାଥ, ନୀଳକଣ୍ଠ, ତ୍ରୀଲୋଚନ, ଚନ୍ଦ୍ରଶେଖର ଆଦି ବିଭିନ୍ନ ନାଁରେ ଜଣାଯାଏ । ଏଥି ମଧ୍ୟରୁ ତ୍ରୀଲୋଚନ ନାଁ ସବୁଠାରୁ ରହସ୍ୟମୟ । ଶିବଙ୍କ ୩ଟି ନେତ୍ର ଥିବାରୁ ଏପରି ନାମକରଣ…

ଫେଙ୍ଗ୍‌ଶୁଇ Tips: ଘରେ ସୁଖ ଏବଂ ସୌଭାଗ୍ୟରେ ହୋଇଥାଏ ବୃଦ୍ଧି

ଚୀନ ବାସ୍ତୁଶାସ୍ତ୍ରରେ ‘ଫେଙ୍ଗ୍‌ଶୁଇ’ର ବହୁତ ମହତ୍ୱ ରହିଛି । ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂରେଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଚୀନବାସୀଙ୍କ ମାନ୍ୟତା ଅନୁଯାୟୀ ଫେଙ୍ଗଶୁଇ ଉପାୟ ଆପଣାଇବା ଦ୍ୱାରା…

(Video) ‘ଭିନ୍ନ ଏକ ମନ୍ଦିର, ଯହିଁ ବିରାଜିତ ସ୍ୱୟଂ ଶ୍ରୀଜଗନ୍ନାଥ…’ ଓଡ଼ିଶାର ଏହି ସ୍ଥାନରେ ରହିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର

ବାଲେଶ୍ୱର: ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତିକୁ ବଜାୟ ରଖିବା ନେକ ଅନୁଷ୍ଠାନ ଅନେକ ସଂଘ ପ୍ରଚେଷ୍ଟା ଜାରି ରଖିଛନ୍ତି । ଜଗନ୍ନାଥପ୍ରେମୀ ତଥା ଭକ୍ତମାନେ ଭିନ୍ନ ଭିନ୍ନ ସ୍ଥାନରେ ମନ୍ଦିର ଗଢିବା ସହ ଓଡ଼ିଆ ସଂସ୍କୃତି ଓ…

ଏହିସବୁ ଅଭ୍ୟାସ ଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ମିଳିବନି ଅନୁମତି! କ’ଣ ରହିଛି ମନ୍ଦିରର ନୂଆ ନିୟମ?

ପୁରୀ: ନୂଆବର୍ଷରେ ନୂଆ ରୂପ ନେବାକୁ ଯାଉଛି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର । ଶ୍ରୀମନ୍ଦିରରେ ବିଭିନ୍ନ ନିୟମରେ ପରିବର୍ତ୍ତନ ଆଣିବେ ପ୍ରଶାସନ । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଭକ୍ତଙ୍କ ପାଇଁ ଅନେକ କଟକଣା ଲାଗୁ…

ସୂର୍ଯ୍ୟାସ୍ତ ସମୟରେ କରନ୍ତୁ ଏହି କାମ: ମିଳିବ ମା’ ଲକ୍ଷ୍ମୀଙ୍କ କୃପା, ହେବ ଆର୍ଥିକ ଉନ୍ନତି

ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ସୁଖ, ଶାନ୍ତି ସହିତ ଧନର କାମନା ମଧ୍ୟ କରିଥାନ୍ତି । କିନ୍ତୁ ଏହା ମାତା ଲକ୍ଷ୍ମୀଙ୍କୁ କରିବା ଦ୍ୱାରା ଏହା ସମ୍ଭବ ହୋଇଥାଏ । ଏଥିପାଇଁ ଲୋକମାନେ ପ୍ରତିଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା…