Browsing Category
ପରମ୍ପରା
ଆଜି ଠାରୁ ଆରମ୍ଭ ହେଲା ଶ୍ରାବଣ ମାସ: ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଶିବଙ୍କ ପୂଜା, ପୂରଣ ହେବ ସମସ୍ତ ମନୋକାମନା
ନୂଆଦିଲ୍ଲୀ: ଭଗବାନ୍ ଶିବଙ୍କ ପ୍ରିୟ ମାସ ଶ୍ରାବଣ ୨୦୨୨ ଆଜି ଅର୍ଥାତ୍ ୧୪ ଜୁଲାଇରୁ ଆରମ୍ଭ ହୋଇଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ମାସରେ ଶିବଙ୍କୁ ପୂଜା କରିବା ଦ୍ୱାରା ଦୁଇଗୁଣ ଫଳ ମିଳିଥାଏ । ଚଳିତ ବର୍ଷ ଶ୍ରାବଣ…
ଗୁରୁ ପୂର୍ଣ୍ଣିମାରେ ରହିଛି ଏକାଧିକ ଶୁଭ ଯୋଗ, ଆଜିର ଦିନରେ ଏହି ଉପାୟ ଆପଣାଇଲେ ଭାଗ୍ୟ ଫେରିଯିବ
ନୂଆଦିଲ୍ଲୀ:ହିନ୍ଦୁ ଧର୍ମରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଥାଏ । ଚଳିତ ବର୍ଷ ୩ ଜୁଲାଇ ଅର୍ଥାତ୍ ଆଜି ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି । ଏହିଦିନ ମହର୍ଷି ବେଦ ବ୍ୟାସଙ୍କର ମଧ୍ୟ ପୂଜା କରାଯାଇଥାଏ ।…
ସରିଲା ରଥଯାତ୍ରା, ଭଙ୍ଗାଯାଉଛି ତିନି ରଥ… କୁଆଡେ ଯାଏ ତିନି ରଥର ଭଗ୍ନାବଶେଷ?
ଶେଷ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ, କାଲି ତିନିଠାକୁରଙ୍କର ନୀଳାଦ୍ରି ବିଜେ ସମ୍ପନ୍ନ ହୋଇଛି…
ଶ୍ରାବଣ ମାସ ଏହି ଦିନରୁ ଆରମ୍ଭ: ହେବାକୁ ଯାଉଛି ଶୁଭ ସଂଯୋଗ, ଜାଣନ୍ତୁ ପୂଜା ବିଧି ଓ ମହତ୍ତ୍ୱ
ଭୁବନେଶ୍ୱର : ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୦୪ ମଙ୍ଗଳବାର ଠାରୁ ଆରମ୍ଭ ହେବ । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ଏହି ମାସଟି ଶିବଙ୍କ ପ୍ରିୟର ମାସ ବୋଲି ମନେକରାଯାଏ । ଏହି ବର୍ଷ ଶ୍ରାବଣ ମାସଟି ବହୁତ…
ମୁସଲିମମାନେ କାହିଁକି ହଜ ଯାତ୍ରା କରନ୍ତି: ଜାଣନ୍ତୁ ଏହାର ନିୟମ ଓ ପରମ୍ପରା ସମ୍ବନ୍ଧରେ ବିସ୍ତୃତ ତଥ୍ୟ
ନୂଆଦିଲ୍ଲୀ: ଇସଲାମର ପାଞ୍ଚଟି ସ୍ତମ୍ଭ ମଧ୍ୟରୁ ହଜକୁ ଗୋଟିଏ ବୋଲି ଗ୍ରହଣ କରାଯାଇଥାଏ । ଶାରୀରିକ ଓ ମାନସିକ ଭାବେ ସକ୍ଷମ ମୁସଲିମଙ୍କୁ ନିଜ ଜୀବନ କାଳ ମଧ୍ୟରେ ଅତି କମରେ ଥରେ ହଜ ଯାତ୍ରା କରିବା ଉଚିତ । ହଜ ପାପ…
ସୁନାବେଶ ପାଇଁ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି କରିବେ ପାର୍କିଂ
ପୁରୀ : ଆଜି ୩ ଠାକୁରଙ୍କ ପବିତ୍ର ସୁନାବେଶ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦର୍ଶନର କାର୍ଯ୍ୟକ୍ରମ । ତେବେ ସୁନାବେଶ ନେଇ ଟ୍ରାଫିକ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ଲାଗି ୫୧ ପ୍ଲାଟୁନ…
ସୁନାବେଶରେ ଦର୍ଶନ ଦେବେ ମହାବାହୁ: ୫ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ
ପୁରୀ: ପୁରୀ ଶ୍ରୀ ମହାପ୍ରଭୁଙ୍କ ଆଜି ସୁନାବେଶ । ଗତକାଲି ବାହୁଡ଼ା ଯାତ୍ରା ସରିବା ପରେ ଆଜି ସଂଧ୍ୟା ୫ଟା ସମୟରେ ରଥାରୁଢ ମହାପ୍ରଭୁଙ୍କ ସୁନାବେଶ କାର୍ଯ୍ୟକ୍ରମ ଆରମ୍ଭ ହେବ । ସୁନାବେଶ ନେଇ ଚଳଚଞ୍ଚଳ ସେବାୟତ । ଚାଲିଛି…
ବାହୁଡାଯାତ୍ରାରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ: ରଥଟଣା ବେଳେ ପ୍ରାଣ ହରାଇଲେ ୩ ଭକ୍ତ
ଭୁବନେଶ୍ୱର: ଆଜି ପବିତ୍ର ବାହୁଡାଯାତ୍ରା । ମାଉସୀମା’ ମନ୍ଦିରରେ ୯ ଦିନର ଲୀଳାଖେଳା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ୩ ଦିଅଁ । କିନ୍ତୁ ଏଭଳି ଏକ ପବିତ୍ର ଦିବସରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି ।…
ବଡଦାଣ୍ଡରେ ବିରାଟ ଅଘଟଣ: ବାହୁଡାଯାତରେ ଛିଡିଲା ତାଳଧ୍ୱଜ ରଥର ଦଉଡି, ଭକ୍ତ ଆହତ
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମାଉସୀ ଘରେ ନବଦିନାତ୍ମକ ଲୀଳାଶେଷ କରି ପୁଣି ବଡ ଦେଉଳକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ବଡ ଭାଇ ବଳଭଦ୍ର ଶରଧାବାଲିରୁ ବାହାରି ଶ୍ରୀମନ୍ଦିରକୁ ଆସିଥିଲେ ଏବଂ ପରେ ମା’…
ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ, ସକାଳ ୭ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ
ପୁରୀ : ଜନ୍ମବେଦୀରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ହେବ ଆଜି ସନ୍ଧ୍ୟାରେ । ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ନବମୀ ସନ୍ଧ୍ୟା ଦର୍ଶନ ।…