Browsing Category

ବିଦେଶ

ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ରେ 15ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ରୁଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା, ଯେଉଁଥିରେ ୟୁକ୍ରେନରେ ୪ ଶିଶୁ ସମେତ ମୋଟ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରତିକ୍ରିୟାରେ ରାଷ୍ଟ୍ରପତି ଭୋଲୋଡିମିର…

Stock Market: ଟ୍ରମ୍ପଙ୍କ ଟାରିଫ ସୁନାମୀରେ ବୁଡ଼ିଲା ଷ୍ଟକ୍ ବଜାର, ସେନସେକ୍ସ ୬୫୭ ପଏଣ୍ଟ ଏବଂ ନିଫ୍ଟି ୨୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ସେୟାର ବଜାରରେ ଯୁଦ୍ଧ ଝଡ଼ । ବୁଡ଼ିଲା ସେୟାର ବଜାର । ଗୁରୁବାର ଦିନ ଷ୍ଟକ୍ ବଜାର ଖୋଲିବା ମାତ୍ରେ ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଖିବାକୁ ମିଳିଛି।…

“ୟୈ ମୋଦୀ କା ୱାର”: “ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତର ଅଛି କନେକ୍ସନ”, ଆମେରିକାର ହ୍ବାଇଟ ହାଉସ୍ ଏପରି କାହିଁକି କହିଲା ?

ୱାଶିଂଟନ: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଆଜିକାଲି ଭଲ ଚାଲି ନାହିଁ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଲଗାତାର ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ବିଭିନ୍ନ ବୟାନ ଦେଉଛନ୍ତି। ଏହା ବ୍ୟତୀତ ଟ୍ରମ୍ପଙ୍କ…

USA ରେ ରହିବା ହେଲା ମୁସକିଲ୍‌, ଟ୍ରମ୍ପ ପ୍ରଶାସନ ଭିସା ନିୟମରେ କଲେ ବଡ଼ ପରିବର୍ତ୍ତନ, ଛାତ୍ରଙ୍କ ସହ ଏମାନଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭିସା ସମ୍ପର୍କରେ ନୂଆଁ ପଦକ୍ଷେପ ନେଇଛନ୍ତି। ଯାହା ଆମେରିକାରେ ରହୁଥିବା ଭିସାଧାରୀଙ୍କୁ କରିବ ପ୍ରଭାବିତ। ଆମେରିକାରେ ଏକ ପ୍ରସ୍ତାବିତ ସରକାରୀ…

ସାବାଡ୍ ହେବେ ଟ୍ରମ୍ପ: ଆଜିଠୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଦୀର୍ଘ 7 ବର୍ଷ ପରେ ଚୀନ ଯିବେ ମୋଦୀ

ନୂଆଦିଲ୍ଲୀ: 4 ଦିନିଆ ଚୀନ ଓ ଜାପାନ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ । ଆଜି ରାତି 8ଟାରେ ବିଦେଶ ଗସ୍ତରେ ଯିବେ । ଦୀର୍ଘ 7 ବର୍ଷ ପରେ ଚୀନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ପରେ ଚୀନ ଗସ୍ତରେ ଯିବେ…

ବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା, ୨ ପିଲାଙ୍କର ଚାଲିଗଲା ଜୀବନ, ରାଷ୍ଟ୍ରପତି ପ୍ରକାଶ କଲେ ଦୁଃଖ

ନୂଆଦିଲ୍ଲୀ: ବୁଧବାର ସକାଳେ ଆମେରିକାର ମିନିଆପୋଲିସର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିଲା। ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ ଏବଂ ଏଥିରେ ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ, ୧୭ ଜଣ ଆହତ ହୋଇଥିଲେ। ପୋଲିସର…

୧୦୦ ବର୍ଷ ଧରି ସମୁଦ୍ରରେ ଘୂରି ବୁଲୁଛି ଏହି ଭୂତ ଜାହାଜ, ଶୁଭୁଛି ମହିଳାଙ୍କ ବିକଟାଳ ଚିତ୍କାର

ଓଡିଶାଭାସ୍କର: ସମୁଦ୍ରରେ ବିଭିନ୍ନ ପ୍ରକାର ରହସ୍ୟ ଲୁଚି ରହିଛି।  ଆଉ ଏହା ଯେପରି ଭୟଙ୍କର ସେହିପରି ଚମତ୍କାର ମଧ୍ୟ।  ଏହାର ଗଭୀରତାରେ ଲୁଚି ରହିଥିବା ଅନେକ ରହସ୍ୟ, ବୁଡ଼ିଯାଇଥିବା ଜାହାଜ ଏବଂ ଭୟଙ୍କର କାହାଣୀ…

କ୍ରିକେଟ ଜଗତ ପାଇଁ ଦୁଃଖଦ ଖବର; ଏହି ଦିଗ୍ଗଜ ଖେଳାଳି ବିରଳ କ୍ୟାନ୍ସରରେ ପୀଡ଼ିତ, ଦେଶକୁ ଜିତାଇଛନ୍ତି ୱାର୍ଲ୍ଡ କପ୍

ନୂଆଦିଲ୍ଲୀ: କ୍ରିକେଟ ଜଗତ ପାଇଁ ଦୁଃଖଦ ଖବର । ବିରଳ କ୍ୟାନ୍ସର ରୋଗରେ ପୀଡ଼ିତ ଏହି ଦିଗ୍ଗଜ ଖେଳାଳି । ସେ ତାଙ୍କ ତାଙ୍କ ଅଧିନାୟକତ୍ୱରେ ବିଶ୍ୱକପ୍ ଟାଇଟଲ ମଧ୍ୟ ଜିତିଛନ୍ତି । ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତ୍ତନ…

ଟ୍ରମ୍ପ ଖେଳିଲେ ବଡ଼ ଚାଲ୍, ନିଜ ସ୍ୱାର୍ଥ ପାଇଁ ଏହିସବୁ ଭାରତୀୟ ଜିନିଷ ଉପରେ ଲଗାଇନାହାନ୍ତି ଟାରିଫ୍

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ଅର୍ଥାତ୍ ଆଜିଠାରୁ ୫୦ ପ୍ରତିଶତ (୨୫ ପ୍ରତିଶତ ଶୁଳ୍କ + ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ) ଶୁଳ୍କ ଲାଗୁ କରିଛି। କିନ୍ତୁ ଆମେରିକା ନିଜର ସ୍ୱାର୍ଥକୁ ଦୃଷ୍ଟିରେ…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ଦେଶରେ ଗର୍ଭବତୀ ହେବାକୁ ଭୟ କରନ୍ତି ମହିଳା

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ମହିଳାଙ୍କ ପାଇଁ ଗର୍ଭଧାରଣ ଏକ ସୁନ୍ଦର ସ୍ୱପ୍ନ ସାକାର ହେବା ପରି ହୋଇଥିଲେ ମଧ୍ୟ ନାଇଜେରିଆରେ ପରିସ୍ଥିତି ଭିନ୍ନ । ଏଠାରେ, ସଂଘର୍ଷ ପ୍ରଭାବିତ ଉତ୍ତର ଅଞ୍ଚଳରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ…