Browsing Category

ବିଦେଶ

ମୁମ୍ବାଇରୁ ମିଳିଲା UKର ନୂଆ ଭୟଙ୍କର ଭାରିଆଣ୍ଟ: ସଂକ୍ରମଣକୁ ନେଇ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ: କିଛି ମାସ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରୋନାକୁ ବିଶ୍ୱ ମହାମାରୀ ତାଲିକାରୁ ହଟାଇ ଦିଆଯାଇଥିଲା । ମାତ୍ର ଏବେ ପୁଣି ଥରେ ସ୍ଥିତି ବଦଳିବାକୁ ଯାଉଛନ୍ତି । ଆମେରିକା ଓ ବ୍ରିଟେନରେ…

୪୫ ହଜାର ପୂର୍ବେ ମହିଳା କିପରି ଦେଖାଯାଉଥିଲେ: ଟେକନିକ ମାଧ୍ୟମରେ ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ନୂଆ ଚେହେରା

ନୂଆଦିଲ୍ଲୀ: ୧୯୫୦ ମସିହାରେ ଚେକ ଗଣରାଜ୍ୟର ଗୋଟିଏ ଗୁମ୍ଫାରୁ ଏକ ସମାଧି ଠାବ କରାଯାଇଥିଲା । ସେଠାରୁ ଶରୀରରୁ ଅଲଗା ହୋଇଥିବା ଜଣେ ମହିଳାଙ୍କର ଖପୁରୀ ମିଳିଥିଲା । ତାହାକୁ ପରେ ଜେନେଟିକାଲି ସିକୁଏନ୍ସ ହିସାବରେ ତାହା…

ଦୀର୍ଘ ୨୪ ବର୍ଷର ଗବେଷଣା ତଥ୍ୟ: ଦିନକୁ ଅଳ୍ପ ମଦ ସେବନ କଲେ ମଧ୍ୟ ହାର୍ଟ ଆଟାକ, କିଡନୀ ରୋଗ ହୋଇପାରେ

ନୂଆଦିଲ୍ଲୀ: ମଦ୍ୟ ପାନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହାପରେ ବି ଅନେକ ଲୋକ ଏହି କୁଅଭ୍ୟାସରେ ଲିପ୍ତ ରହି ଅକାଳରେ ଜୀବନ ହରାଉଛନ୍ତି । ତେବେ ମଦକୁ ନେଇ ଆମ ମନରେ ଅନେକ ଭୁଲ୍ ଧାରଣା…

What Is Disease X? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭବିଷ୍ୟବାଣୀ କ’ଣ ଥିଲା, ବୈଜ୍ଞାନିକମାନେ ଏହି ଅଜଣା ରୋଗକୁ ନେଇ ଏତେ ଚିନ୍ତିତ କାହିଁକି

ନୂଆଦିଲ୍ଲୀ: କୋଭିଡ-୧୯ ପୂର୍ବରୁ ଡିଜିଜ-ଏକ୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପାଖାପାଖି ତିନିବର୍ଷ ଧରି କରୋନା ସାରା ବିଶ୍ୱରେ ତାଣ୍ଡବ ରଚିଥିଲା । ତେବେ ଗତବର୍ଷ ଶେଷ ଆଡ଼କୁ କିଛି…

ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ ଫ୍ରିଡକିନଙ୍କ ପରଲୋକ, ୮୭ ବର୍ଷରେ ବୁଜିଲେ ଆଖି

ନୂଆଦିଲ୍ଲୀ: 'ଦି ଏକ୍ସୋର୍ସିଷ୍ଟ' ଏବଂ 'ଫ୍ରେଞ୍ଚ କନେକ୍ସନ୍'ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନଙ୍କ ସୋମବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟ ସମୟରେ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ହଲିଉଡ୍…

(Video) ମିସାଇଲ୍ ଆକ୍ରମଣ: ୟୁକ୍ରେନରେ ୫ଜଣ ମୃତ୍ୟୁ ୩୧ ଆହତ, ଜେଲେନସ୍କି ସେୟାର କଲେ ଭିଡିଓ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ଦିନ ଅତିକ୍ରମ କରିସାରିଲାଣି । ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶାନ୍ତ କରିବା ଲାଗି ଅନେକ ଦେଶ ପ୍ରୟାସ କରୁଛନ୍ତି । ହେଲେ ଏହାର…

(Video) ମଝି ସମୁଦ୍ରରେ ବୁଡ଼ିଗଲା ଆଉ ଏକ ଜାହାଜ: ୪ ମୃତ୍ୟୁ, ୫୧ ଜଣଙ୍କର ମିଳୁନି ପତ୍ତା

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଦୁର୍ଘଟଣା । ସତେ ଯେପରି ବିଶ୍ୱକୁ ମହାବିପଦ ଘାରିଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ବଡ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି । ଯେଉଁଥିରେ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି । ଏହା…

ବ୍ରିଟେନରେ ମିଳିଲା କୋଭିଡର ଆଉ ଏକ ଭାରିଆଣ୍ଟ ‘ଏରିସ୍’, ଜାଣନ୍ତୁ ପୂର୍ବ ତୁଳନାରେ କେତେ ଅଲଗା ଏହାର ଲକ୍ଷଣ ?

ନୂଆଦିଲ୍ଲୀ: କୋରାନା ନାମ ଶୁଣିବା ମାନେ ଆଖି ଆଗରେ ଭୟଙ୍କର ଦୃଶ୍ୟ ସାମ୍ନାକୁ ଚାଲିଆସେ । ଯଦିଓ ସମଗ୍ର ବିଶ୍ୱରେ କରୋନାଙ୍କର ବିପଦ ଟଳିଯାଇଛି, କିନ୍ତୁ ପ୍ରତ୍ୟେକ ଦିନ ଦୁନିଆର ଅଲଗା ଅଲଗା ଦେଶରେ ଏହାର ବିଭିନ୍ନ…

ଟ୍ୟୁନିସିଆ ଉପକୂଳରେ ପୁଣି ବଡ଼ ଦୁର୍ଘଟଣା: ପ୍ରବାସୀ ଜାହାଜ ବୁଡ଼ି ୪ ମୃତ, ୫୦ ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ପ୍ରବାସୀ ଜାହାଜ ବୁଡ଼ିଯାଇ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ ଜାହାଜରେ ଥିବା ସମସ୍ତ…

ପାକିସ୍ତାନକୁ ଦୁଇ ଦିନରେ ମିଳିବ ନୂଆ ପ୍ରଧାନମନ୍ତ୍ରୀ! କଣ ରହିଛି ଶହବାଜ ଶରୀଫଙ୍କ ପ୍ଲାନ ?

ଇସଲାମାବାଦ: ପାକିସ୍ତାନରେ ପୁଣି ଥରେ ପ୍ରଧାନମନ୍ତ୍ରୀ ବଦଳି ହେବାକୁ ଯାଉଛନ୍ତି। ଗତ ବର୍ଷ ପଡୋଶୀ ଦେଶ ପାକିସ୍ତାନ ଶହବାଜ ଶରୀଫଙ୍କୁ ଏକ ନୂତନ ପ୍ରଧାନମନ୍ତ୍ରୀ ରୂପେ ପାଇଥିଲେ। ତେବେ କେବଳ ଗୋଟିଏ ବର୍ଷ ମଧ୍ୟରେ ଯାହା…