Browsing Category

ବିଦେଶ

ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ ସର୍ଭର ଡାଉନ: ଲଗ୍ ଇନ୍ କରିପାରୁ ନାହାନ୍ତି ହଜାର ହଜାର ୟୁଜର୍ସ

ନୂଆଦିଲ୍ଲୀ: ମେଟାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଆପ୍ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ପୁଣି ଥରେ ଡାଉନ୍ ହୋଇଯାଇଛି । ଏହାଫଳରେ ହଜାର ହଜାର ୟୁଜର୍ସ ଲଗ୍ ଇନ୍ କରିପାରୁ ନାହାନ୍ତି । ସୋସିଆଲ ମିଡ଼ିଆ ଆପର ଏହି…

ଅଜବ ଘଟଣା! ନର୍ସଙ୍କ ସହ ରାସଲୀଳା ବେଳେ ଆଖିବୁଜିଲେ ରୋଗୀ, ମେଡିକାଲ ପକ୍ଷରୁ ନିଆଗଲା ଏପରି ଆକ୍ସନ

ଗୁରୁତର ରୋଗୀଙ୍କ ସହ ରାସ ଲୀଳା ରଚିଲେ ନର୍ସ । ଆଉ ଶେଷରେ ଶାରୀରିକ ସମ୍ପର୍କ ରଖିବା ବେଳେ ଆଖି ବୁଜିଦେଲେ ରୋଗୀ । ଘଟଣା ସମୟରେ ରୋଗୀଙ୍କ ନିକଟରେ ଉପସ୍ଥିତ ଥିବା ନର୍ସ ତାଙ୍କୁ ବଞ୍ଚାଇବାକୁ କୌଣସି ଚେଷ୍ଟା ନ କରିବାରୁ…

ସବମରୀନ ପରେ ଏବେ ସ୍ପେନ୍ ଯାଉଥିବା ୩ଟି ଡଙ୍ଗାରେ ଯାଉଥିବା ୩୦୦ ଲୋକ ନିଖୋଜ, ହୋଇପାରୁନାହିଁ କୌଣସି ସମ୍ପର୍କ

ନୂଆଦିଲ୍ଲୀ: ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ବୁଡ଼ାଜାହାଜ ନିଖୋଜ ହେବାର ଖବର ଏବଂ ପରେ ଏହାର ଧ୍ୱଂସାବଶେଷ ମିଳିବାର ଚର୍ଚ୍ଚା କମିନଥିବା ବେଳେ ସୋମବାର ୩ ଟି ଡଙ୍ଗା ନିଖୋଜ ହେବାର ଖବର ସାମ୍ନାକୁ ଆସିଛି ।…

ଅଜବ ଘଟଣା! ପୋଲିସ ଡଗକୁ ୧୨ ଥର କାମୁଡ଼ିଲେ ଯୁବକ, କୁକୁର ଏବେ ହସ୍ପିଟାଲରେ, ଅଭିଯୁକ୍ତ ଜେଲରେ

ନୂଆଦିଲ୍ଲୀ: ନିକଟରେ ଦେଶର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ଆକ୍ରମଣରେ କିଛି ଛୋଟ ଶିଶୁଙ୍କର ମୃତ୍ୟୁ ଘଟିଥିବା ଦେଖାଯାଇଛି । ସାଧାରଣ ଭାବେ କୁକୁର ମଣିଷକୁ କାମୁଡ଼ିଥାଏ । ମାତ୍ର ମଣିଷ କୁକୁରକୁ କାମୁଡ଼ିବାର କଥା…

କିମ୍ବଦନ୍ତୀ ଫୁଟବଲର ସୁଆରେଜଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ସ୍ପେନର କିମ୍ବଦନ୍ତୀ ଫୁଟବଲର ଲୁଇସ୍ ସୁଆରେଜଙ୍କ ପରଲୋକ ଘଟିଛି । ସୁଆରେଜ ୮୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସ୍ପେନର ଏକମାତ୍ର ଫୁଟବଲର ଭାବେ…

୫୩ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କ ନାମରେ ୯୦୦ କୋଟିର ସମ୍ପତ୍ତି ଲେଖି ଦେଇଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ୯୦୦ କୋଟି ଟଙ୍କା ସମ୍ପତ୍ତି ଛାଡିଦେଇ ଯାଇଛନ୍ତି । ଦି ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ, ବର୍ଲୁସ୍କୋନି ତାଙ୍କ…

ଭାରତକୁ ବିଶ୍ୱଗୁରୁ କରାଇବେ ମଧ୍ୟବିତ୍ତ ଶ୍ରେଣୀ: ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ୧୦୦ କୋଟି ଟପିବ, ସାରା ଦୁନିଆର କମ୍ପାନୀ ଭାରତ ମୁହାଁ ହେବେ

ନୂଆଦିଲ୍ଲୀ: ଭାରତରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ମଧ୍ୟବିତ୍ତ ରହିଛନ୍ତି, ଯାହାକି ୨୦୪୭ ପର୍ଯ୍ୟନ୍ତ ୬୦ ପ୍ରତିଶତ ହୋଇଯିବ ।…

ପୃଥିବୀ ପୃଷ୍ଠକୁ ଜଳ କେଉଁଠାରୁ ଆସିଥିଲା: ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ମାଟି ତଳେ ଲୁଚି ରହିଥିବା ପ୍ରମାଣ ଖୋଲିବ ରହସ୍ୟ

ନୂଆଦିଲ୍ଲୀ: ଆମ ପୃଥିବୀକୁ ନେଇ ଅନେକ ଅସମାହିତ ପ୍ରଶ୍ନ ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ‘ପୃଥିବୀ ପୃଷ୍ଠକୁ ଜଳ କେଉଁଠୁ ଆସିଲା?’ ଧରିତ୍ରୀକୁ ଜଳ କେଉଁଠୁ ଆଉ କିପରି ଆସିଲା ତା’ର ଉତ୍ତର ଆଜି ପର୍ଯ୍ୟନ୍ତ କେହି…

Thumbs-up ଇମୋଜୀ ପଠାଇବା ପଡିଲା ମହଙ୍ଗା, କୋର୍ଟ ଲଗାଇଲେ ୫୦ ଲକ୍ଷ ଟଙ୍କାର ଜରିମନା

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ଯୋଗାଯୋଗର ପଦ୍ଧତି ଦିନକୁ ଦିନ ବଦଳିବାରେ ଲାଗିଛି। ଆଜି, ବାର୍ତ୍ତା ପଠାଇବା ପରିବର୍ତ୍ତେ, ଲୋକମାନେ ଇମୋଜି ଏବଂ GIF ମାଧ୍ୟମରେ ଅନ୍ୟମାନଙ୍କୁ ସେମାନଙ୍କ ଶବ୍ଦ ପହଞ୍ଚାନ୍ତି। ଆମେ ସମସ୍ତ…

ଲଗାଣିଆ ବର୍ଷାରେ ବିଲ୍ଡିଂ ଭୁଷୁଡ଼ି ୧୪ ଜଣଙ୍କ ମୃତ୍ୟୁ: କ୍ଷତିଗ୍ରସ୍ତ ଅଟ୍ଟାଳିକାରେ ରହୁଥିଲେ ଭୂମୀହୀନ ଲୋକେ

ବ୍ରାଜିଲ: ବ୍ରାଜିଲରେ ଏକ କୋଠା ଭୁଷୁଡ଼ି ପଡିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହେବ ଖବର ସାମ୍ନାକୁ ଆସିଛି। ସେଠାରେ ଅନେକ ଲୋକ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଲୋକଙ୍କୁ ଟାଣି ନେଇ…