Browsing Category
ବିଦେଶ
ବିଦେଶରୁ ମିଳିଥିବା କୋଟି କୋଟି ଟଙ୍କା ଉପହାର କୁଆଡେ ଗଲା? ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆଇନ ଉଲ୍ଲଂଘନ ଅଭିଯୋଗ
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରକୁ ବିଦେଶୀ ରାଷ୍ଟ୍ରରୁ କୋଟି କୋଟି ଟଙ୍କାର ଉପହାର ମିଳିଥିଲା । ଟ୍ରମ୍ପଙ୍କ ପରିବାରକୁ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରରୁ ୧୦୦ ରୁ…
ଏବେ ଇନଷ୍ଟାଗ୍ରାମ ଏବଂ ଫେସବୁକର ବ୍ଲ୍ୟୁ ଟିକ୍ ପାଇଁ ଦେବାକୁ ପଡିବ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ମେଟା ଘୋଷଣା କରିଥିଲା ଯେ, ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ପେଡ ଭାରିଫିକେସନର ସୁବିଧା ଉପସ୍ଥାପନ କରିବ । ବର୍ତ୍ତମାନ କମ୍ପାନୀ ଆମେରିକାରେ ଏହି ପ୍ଲାନର ଆରମ୍ଭ କରିବାର କଥା…
ବ୍ୟାନ ହଟିବା ପରେ ଫେସବୁକ ଏବଂ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ , ଆସିଲା ତାଙ୍କର ପ୍ରଥମ ପୋଷ୍ଟ
ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆକୁ ଫେରିଛନ୍ତି । ପ୍ରତିବନ୍ଧକ ହଟିବା ପରେ ପ୍ରାୟ ୨ ବର୍ଷ ପରେ ସେ ଫେସବୁକ୍ ଏବଂ ୟୁଟ୍ୟବ କୁ ଫେରି ତାଙ୍କର ପ୍ରଥମ ପୋଷ୍ଟ…
ଯୁଦ୍ଧ ଅପରାଧ ପାଇଁ ପୁଟିନ୍ଙ୍କୁ ଦାୟୀ କଲେ ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ, ଗିରଫ ପାଇଁ ଜାରି କଲେ ୱାରେଣ୍ଟ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଦୁଇ ଦେଶ କଏହି କାହା ଆଗରେ ନାଇଁବାକୁ ପ୍ରସ୍ତୁତ ନୁହନ୍ତି। ଏହାରି ମଧ୍ୟରେ ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ ୟୁକ୍ରେନ୍ରେ ଯୁଦ୍ଧ ଅପରାଧ…
ବନ୍ଧୁକ ଛାଡି ହଳ ଧରିବେ ସେନା କର୍ମଚାରୀ: ପ୍ରଶାସନ ଦେଲା ୪୫ ହଜାର ଏକର ଜମି
ନୂଆଦିଲ୍ଲୀ: ବର୍ତ୍ତମାନ ପାକିସ୍ତାନରେ ଘୋର ସଂକଟ ଦେଖାଦେଇଛି । ଗୋଟିଏ ପଟେ ଆର୍ଥିକ ସଂକଟ ଦେଶବାସୀଙ୍କୁ କଲବଲ କରୁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମାମଲା ପାକିସ୍ତାନର ସମ୍ମାନ ଉପରେ ପ୍ରଶ୍ନ…
ବିଷାକ୍ତ ବାୟୁ ମଣିଷର ଆୟୁଷ କମ୍ କରିଦେଉଛି, କେଶ ଶୀଘ୍ର ଝଡ଼ି ଯାଉଛି, ପଶୁପକ୍ଷୀ ବି ହେଉଛନ୍ତି ପ୍ରଭାବିତ- ରିସର୍ଚ୍ଚ
ନୂଆଦିଲ୍ଲୀ: ଦିନକୁ ବାୟୁ ପ୍ରଷୂଷଣ ବଢ଼ିବା ସାଙ୍ଗକୁ ଏହାର ଭୟଙ୍କର ପ୍ରଭାବ ମଣିଷ ଉପରେ ପଡ଼ୁଛି । ତେବେ ବାୟୁ ପ୍ରଦୂଷଣ ମଣିଷ ଶରୀରରେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିବା ସହିତ ଲୋକଙ୍କର ଆୟୁଷକୁ ମଧ୍ୟ ହ୍ରାସ କରୁଛି ।…
UGC କରିବ ବଡ଼ ଘୋଷଣା: ଏଣିକି ବିଦେଶରେ ଖୋଲିବ ଭାରତୀୟ ୟୁନିଭରସିଟିର କ୍ୟାମ୍ପସ
ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ସେହି କ୍ରମରେ ଖୁବଶୀଘ୍ର ୟୁଜିସି ଏକ ବଡ଼ ଘୋଷଣା…
(Video)ଓଃ କି ଦୃଶ୍ୟ! ଧରିବାକୁ ଯାଇଥିଲେ ହେଲେ ପଲଟି ମାରିଲା କୁମ୍ଭୀର ଆଉ ଚୋବାଇ ଦେଲା ଗୋଡ଼
ନୂଆଦିଲ୍ଲୀ: କିଛି ଲୋକ ଏପରି କାର୍ଯ୍ୟ କରିନ୍ତି ଯାହା ତାଙ୍କ ଜୀବନକୁ ବିପଦରେ ପକେଇଥାଏ । ଲୋକମାନେ ବିପଜ୍ଜନକ ପଶୁମାନଙ୍କଠାରୁ ନିଜକୁ ବହୁତ ଦୂରରେ ରଖିବା ଆବଶ୍ୟକ । କିନ୍ତୁ ବେଳେ ବେଳେ ସେମାନେ ନିଜକୁ ହିରୋ ବୋଲି…
ପାକିସ୍ତାନର ଘନିଷ୍ଠ ବନ୍ଧୁ ଦେଲା ସାହାଯ୍ୟର ପଛଘୁଞ୍ଚା, ଟଙ୍କା ଦେବା ପାଇଁ ମନା କରିଲେ ଚୀନ ନିବେଶକ
ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛି। ANI ର ଏକ ରିପୋର୍ଟ ଅନୁଯାୟୀ, ସିପିଇସିର ଅନେକ ପ୍ରକଳ୍ପ…
ପୁଣି ମାଡ଼ି ଆସିଲା ବିପଦ: ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ, ଶହ ଶହ ଲୋକଙ୍କ ଜୀବନ ନେଇଗଲା ଭୟଙ୍କର ଝଡ଼, ବାତ୍ୟା
ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ଉନ୍ନତି ପଥରେ ଅଗ୍ରସର ହେଲେ ମଧ୍ୟ ପ୍ରକୃତି ଆଗରେ ସେ କିଛି ନୁହଁ । ନିକଟରେ ତୁର୍କୀ-ସିରିଆରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇ ହଜାର ହଜାର ଲୋକ ମୃତ୍ୟୁବରଣ କରିବା ସହିତ…