Browsing Category

ବିଦେଶ

ଋଷ ବ୍ରହ୍ମାସ୍ତ୍ର ପ୍ରୟୋଗ ପରେ ୟୁକ୍ରେନରେ ଆତଙ୍କ: ଜାଣନ୍ତୁ କେତେ ମାରାତ୍ମକ ଏହି ମିସାଇଲ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ପୁଣି ଉଗ୍ର ରୂପ ନେଇଛି । କିନ୍ତୁ ଏଥର ଋଷ ଆପଣାଇଛି ଭୟଙ୍କର ଅବତାର । ସୁପରସୋନିକ ମିସାଇଲ ସହ ୟୁକ୍ରେନ ଉପରେ କରୁଛି ଜୋରଦାର ଆଟାକ୍ । ଏହାମଧ୍ୟରେ ଋଷ ୟୁକ୍ରେନ…

ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେଲେ ଜିନପିଙ୍ଗ, ଭାଙ୍ଗିଲା ୪୦ ବର୍ଷର ପୁରୁଣା ପରମ୍ପରା

ନୂଆଦିଲ୍ଲୀ:ତୃତୀୟ ଥର ପାଇଁ ଚୀନ୍‌ର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ସି ଜିଙ୍ଗପିଙ୍ଗ। ଜାତୀୟ ଜନତା କଂଗ୍ରେସର ୧୪ ତମ ବୈଠକରେ ସି ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ମନୋନୀତ ହୋଇଛନ୍ତି । ୧୦ ମାର୍ଚ୍ଚ…

୪୫ଟି ମଦ ବୋତଲ ଚୋରି କରି ଜେଲ ଗଲେ ଦମ୍ପତ୍ତି, ସ୍ପେନରେ ଯାହାର ମୂଲ୍ୟ ୧.୭ ମିଲିୟନ ଡଲାର

ନୂଆଦିଲ୍ଲୀ: ସୋମବାର ଦିନ ସ୍ପେନର କୋର୍ଟ ଏକ ହୋଟେଲ ରେଷ୍ଟୁରାଣ୍ଟରୁ ୪୫ ବୋତଲ ମଦ ୧.୬ ମିଲିୟନ ୟୁରୋ ଚୋରି ଅଭିଯୋଗରେ ଏକ ଦମ୍ପତିଙ୍କୁ ଜେଲ ଦଣ୍ଡ ଦେଇଛନ୍ତି। ଅକ୍ଟୋବର ୨୦୨୧ରେ ଦକ୍ଷିଣ-ପଶ୍ଚିମ ସ୍ପେନର କେସେରସର…

ଭାରତ ଗସ୍ତକୁ ନେଇ ଅନୁଭୂତି ବାଣ୍ଟିଲେ ବିଲ ଗେଟ୍ସ: ‘ବିଶ୍ଵର ବଡ଼ ବଡ଼ ସମସ୍ୟା ସମାଧାନ କରିବାର କ୍ଷମତା ଭାରତରେ ରହିଛି’

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ଵର ଖ୍ୟାତନାମା ସମାଜସେବୀ ବିଲ ଗେଟ୍ସ ନିକଟରେ ଭାରତ ଗସ୍ତରେ ଆସିଥିଲେ। ତାଙ୍କର ଏହି ଗସ୍ତ ସମୟର ସ୍ମରଣୀୟ ମୁହୂର୍ତକୁ ନେଇ ସାମାଜିକ ଗଣମାଧ୍ୟମରେ ନିଜ ଅନୁଭୂତି…

କିଛି ବର୍ଷରେ ଧ୍ୱଂସ ହୋଇଯିବ ଜାକର୍ତାର ଅସ୍ତିତ୍ୱ, ଇଣ୍ଡୋନେସିଆ ଖୋଜୁଛି ନୂଆ ରାଜଧାନୀ

ନୂଆଦିଲ୍ଲୀ: ବହୁ ସମୟ ଧରି ଜଳବାୟୁ ପରିବର୍ତ୍ତନ ଉପରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହାର ସିଧାସଳଖ ପ୍ରଭାବ ଇଣ୍ଡୋନେସିଆର ରାଜଧାନୀ ଜାକର୍ତା ଉପରେ ପଡିଛି । ଇଣ୍ଡୋନେସିଆର ରାଜଧାନୀ ଧିରେ ଧିରେ ସମୁଦ୍ରରେ…

Mazar-e-Sharif Bomb Blast: : ଆଫଗାନିସ୍ତାନରେ ତାଲିବାନ୍ ଉପରକୁ ବୋମା ମାଡ, ରାଜ୍ୟପାଳଙ୍କ ସମେତ ୩ ଜଣଙ୍କର ମୃତ୍ୟୁ

କାବୁଲ : ଆଫଗାନିସ୍ତାନର ମଜାର-ଏ-ସରିଫ ସହର ପୁଣି ଥରେ ବୋମା ବିସ୍ଫୋରଣରେ କମ୍ପିଛି । ଏହି ବୋମା ବିସ୍ଫୋରଣରେ ତାଲିବାନ ଗଭର୍ଣ୍ଣରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ବୋମା ବିସ୍ଫୋରଣରେ ୩…

‘ଆକ୍ରମଣ କରିବାକୁ ପଛାଇବ ନାହିଁ ଭାରତ’, ପାକିସ୍ତାନ-ଚୀନ୍ ଉସକାଇଲେ ଭୋଗିବାକୁ ପଡ଼ିବ ପରିଣାମ: ଆମେରିକା ଗୁଇନ୍ଦା

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ପଡୋଶୀ ପାକିସ୍ତାନ ଏବଂ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବାର ସମ୍ଭାବନା ଅଧିକ ରହିଛି। ଆମେରିକାର ଇଣ୍ଟେଲିଜେନ୍ସ ବ୍ୟୁରୋର ବାର୍ଷିକ ମୂଲ୍ୟାଙ୍କନ…

ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ: Hormone Injection ଦ୍ୱାରା ମଦ ନିଶା କମିଯିବ, ମଦମୃତ୍ୟୁ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଦ ନିଶା ହେଉଛି ଏକ ଭୟଙ୍କର କୁଅଭ୍ୟାସ । ଯିଏ ଥରେ ମଦ ନିଶାରେ ପଡ଼ିଛି ତା’ର ଜୀବନ ବର୍ବାଦ କହିଲେ ଚଳେ । ଆଜିକାଲି ଅନେକ ଯୁବକ, ଯୁବତୀ ପ୍ରଚୁର ମଦ୍ୟପାନ କରି ଅକାଳରେ ମୃତ୍ୟୁବରଣ…

ଜୀବନସାଥୀ, ଡାକ୍ତରଙ୍କ ଅପେକ୍ଷା ମ୍ୟାନେଜରମାନେ ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଏକ ସଦ୍ୟ ରିପୋର୍ଟ ମୁତାବକ, ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା କ୍ଷେତ୍ରରେ ଚାକିରିର ଏକ ବଡ଼ ଭୂମିକା ରହିଥିବା ବିଶ୍ୱସ୍ତରର ୬୦ ପ୍ରତିଶତ କର୍ମଚାରୀ ଅନୁଭବ କରନ୍ତି । ଏଥିପାଇଁ ଅନେକ ଲୋକଙ୍କୁ ନେଇ…

ବିବାହ ଶୋଭାଯାତ୍ରା ପାଲଟିଲା ଶେଷଯାତ୍ରା: ମାଡ଼ି ଆସିଲା ଝଡ଼ ତୋଫାନ, ଓଲଟିଲା ଡଙ୍ଗା, ଚାଲିଗଲା ୨୧ଟି ଜୀବନ

ନୂଆଦିଲ୍ଲୀ: କାଳ କେତେବେଳେ କେଉଁ ରୂପରେ ଆଉ କାହା ପାଖକୁ ଆସିବ ସେକଥା କେହି କହିପାରିବେ ନାହିଁ । ମୃତ୍ୟୁ ଏକ ବାସ୍ତବ ସତ୍ୟ, ମାତ୍ର ତାହା କାହାକୁ ଜଣାଇ ଆସେନାହିଁ । ଚୁପ୍ କରି ଆସି ଗୋଟିଏ ସେକେଣ୍ଡରେ କାହାର ନା…