Browsing Category

ବିଦେଶ

ଦୁନିଆର ସବୁଠାରୁ ବିପଜ୍ଜନକ ବିମାନବନ୍ଦର, ଯେଉଁଠାରେ ଅବତରଣ ସମୟରେ ପାଇଲଟ୍ କୁ ମଧ୍ୟ ଲାଗିଥାଏ ଡର

ନୂଆଦିଲ୍ଲୀ :ଜାନୁଆରୀ ୧୫, ରବିବାର ଦିନ ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ସମୁଦାୟ ୭୨ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୬୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟ ଥିଲେ। ଏହି…

ବିନା ପ୍ୟାଣ୍ଟରେ ପୁରୁଷ ଏବଂ ମହିଳା କରୁଛନ୍ତି ଟ୍ରେନରେ ଯାତ୍ରା,ଏହାର କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଲଣ୍ଡନର ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ଅଜବ ଫଟୋ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୋକମାନେ ପ୍ୟାଣ୍ଟ ବିନା ଯାତ୍ରା କରୁଛନ୍ତି । ଅନ୍ୟ ସମସ୍ତ ଜିନିଷ…

ବର୍ତ୍ତମାନ ଡିଜେଲରେ ନୁହେଁ ଗୋବରରେ ଚାଲିବ ଟ୍ରାକ୍ଟର, ୧୦ବର୍ଷ ଅଧ୍ୟୟନ ପରେ ମିଳିଲା ସଫଳ

ଲଣ୍ଡନ: ବିଶ୍ୱରେ ପ୍ରାକୃତିକ ଇନ୍ଧନର ଅଭାବ ହେତୁ ପୃଥିବୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ଦେଶ ତଥା ବିଦେଶରେ ଏହାର ବିକଳ୍ପ ପ୍ରକ୍ରିୟା ବାହାର କରିବାର ଅନୁସନ୍ଧାନରେ ଅଛନ୍ତି । ତେବେ ଏହି ଇନ୍ଧନ…

ଅଫିସ୍ ଖାଲି କରୁଛନ୍ତି ମେଟା, ମାଇକ୍ରୋସଫ୍ଟ: ହଜାର ହଜାର କର୍ମଚାରୀଙ୍କ ଉପରେ ଝୁଲିଲା ଖଣ୍ଡା

ନୂଆଦିଲ୍ଲୀ: ବିଶ୍ୱ ବଜାରକୁ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଥିବା ବେଳେ ଏହାର ଜୋରଦାର ପ୍ରଭାବ ଆଇଟି କ୍ଷେତ୍ର ଉପରେ ପଡିଛି। ଅନେକ ବଡ଼ କମ୍ପାନୀ ହଜାର ହଜାର ସଂଖ୍ୟାରେ ଛଟେଇ କରୁଛନ୍ତି। ଏହାରି ମଧ୍ୟରେ ଖବର ଆସୁଛି…

ୟୁକ୍ରେନ୍‌ରେ ରୁଷ୍ ସେନାର ପ୍ରଚଣ୍ଡ ଆକ୍ରମଣ, ଘନ ଘନ ମିସାଇଲ୍ ମାଡରେ ୧୪ ମୃତ

କିଭ: ଗତବର୍ଷ ଫେବୃଆରୀ ମାସରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିଲା ଘମାଘୋଟ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ଯୁଦ୍ଧରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ କେହିବି ନିଜ ଜିଦ୍ ରୁ ଓହରିବାକୁ…

Land of Fire: ୪୦୦୦ ବର୍ଷ ଧରି ଜଳୁଛି ନିଆଁ, ପାଣି, ବରଫ, ପବନ ସମସ୍ତେ ହାର ମାନିଛନ୍ତି, କ’ଣ ରହିଛି ରହସ୍ୟ

ନୂଆଦିଲ୍ଲୀ: ଆଜି ବିଜ୍ଞାନ ବହୁତ ଆଗରେ ପହଞ୍ଚିଥିଲେ ହେଁ ଏବେ ବି ପୃଥିବୀର ଅନେକ ସ୍ଥାନରେ ପ୍ରକୃତିର ବିଚିତ୍ର ରହସ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ୪ ହଜାର ବର୍ଷ ଧରି ଗୋଟିଏ ପାହାଡ଼ରେ ନିଅାଁ ଜଳୁଛି, ଯାହାକି କେବେ…

(Video)ବିମାନ ଦୁର୍ଘଟଣାରେ ୬୮ଟି ଯାତ୍ରୀ ସମେତ ୪କ୍ରିଉ ମେମ୍ବର ସମସ୍ତେ ମୃତ, ଦେଖନ୍ତୁ ଭିଡ଼ିଓ

ନେପାଳ: ବିମାନର ବଡ଼ ଦୁର୍ଘଟଣାରେ ଖବର ସାମ୍ନାକୁ ଆସିଛି । ନେପାଳ ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ବିମାନର ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା । ତେବେ ଏହି ବିମାନ ୬୮ଟି ଯାତ୍ରୀଙ୍କ ସହ ୪ଜଣ କ୍ରିଉକୁ ନେଇ…

ନେପାଳରେ ବିମାନ ଦୁର୍ଘଟଣା, ୬୮ଯାତ୍ରୀ ଥିଲେ ବିମାନରେ

ନେପାଳ: ବିମାନର ବଡ଼ ଦୁର୍ଘଟଣାରେ ନେପାଳରେ ଦେଖିବାକୁ ମିଳିଛି । ନେପାଳ ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ବିମାନର ଦୁର୍ଘଟଣା ଘଟିଛି । ଏହି ବିମାନ ୬୮ଟି ଯାତ୍ରୀଙ୍କ ସହ ୪ଜଣ କ୍ରିଉକୁ ନେଇ ଯାଉଥିଲା । ସୂଚନା…

(Video)ପାକିସ୍ତାନରେ ଆହାର ସଙ୍କଟ ଭିତରେ ଆସିଲା ରୋମ ଟାଙ୍କୁରିଲା ଭଳି ଦୃଶ୍ୟ, ଭିଡିଓ ହେଉଛି ଭାଇରଲ

ପାକିସ୍ତାନରେ ଖାଦ୍ୟ ସଙ୍କଟ ଆହୁରି ଗଭୀର ହୋଇଛି। ଲୋକମାନେ ଖାଦ୍ୟ ପାଇଁ ହଠାତ ହଟହଟା ହେଉଛନ୍ତି । ଅବସ୍ଥା ଏପରି ହୋଇଛି ଯେ ଲୋକମାନେ ନିଜ ବାଇକରେ ଗହମ ଭର୍ତ୍ତି ଟ୍ରକ ପଛରେ ଗୋଡ଼ାଉଛନ୍ତି। ଏହାର ଭିଡିଓ ସୋସିଆଲ…

ପ୍ରଥମ ଘଟଣା: ମାଙ୍କଡ଼ ଧରୁଛି ମାଛ, ସାମ୍ନାକୁ ଆସିଲା ମାଛ ଖାଇବା ସମୟର ବିରଳ ଦୃଶ୍ୟ

ନୂଆଦିଲ୍ଲୀ: ଯୁଗ ଯେତିକି ବଦଳୁଛି, ସେହି ଅନୁସାରେ ନୂଆ ନୂଆ ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ତେବେ ମଣିଷ, ବୃକ୍ଷଲତା, ଜଳବାୟୁ, ପାଣିପାଗକୁ ନେଇ ବୈଜ୍ଞାନିକମାନେ ସର୍ବଦା ଗବେଷଣା ଜାରି ରଖିଥିବା ବେଳେ ଏନେଇ ଅନେକ…