Browsing Category

ବିଦେଶ

ଗୋଟିଏ ମିନିଟ୍ ବିଳମ୍ବ ହେବାରୁ କଟିଲା ଦରମା, ମାଲିକ ବିରୋଧରେ ଏପରି ପଦକ୍ଷେପ ନେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଜାପାନର ଟ୍ରେନ୍ ଯାତ୍ରାୟତ ସିଷ୍ଟମ ଦୁନିଆରେ ନିଜ ସଠିକ୍ ଟାଇମିଂକୁ ନେଇ ବେଶ୍ ପ୍ରସିଦ୍ଧ । ସେଠାରେ ଟ୍ରେନ୍ ବିଳମ୍ବ ହେବା ବହୁତ ଦୁର୍ଲଭ ଦେଖିବାକୁ ମିଳିଥାଏ । ଟ୍ରେନରେ ଗୋଟିଏ ମିନିଟ୍ ବି ବିଳମ୍ବ ହେବା…

ମହିଳାଙ୍କର ଥିଲା ଅବୈଧ ସମ୍ପର୍କ, ପବ୍ଲିକ୍ ସାମନାରେ ଦିଆଗଲା ଏପରି ଦଣ୍ଡ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବିଭିନ୍ନ ପ୍ରକାର ବିବାଦ ଦେଖାଦେଇଥାଏ । ଦମ୍ପତିଙ୍କ ମଧ୍ୟରେ ବେଳେ ବେଳେ ତୃତୀୟ ଲୋକଙ୍କୁ ନେଇ ମଧ୍ୟ ସମସ୍ୟା ଦେଖାଦିଏ । ଏହିଭଳି ଏକ ମାମଲା ଇଣ୍ଡୋନେସିଆରେ…

ରେଷ୍ଟୁରାଣ୍ଟ ମାନେଜରଙ୍କ ମୁହଁ ଉପରକୁ ଫୋପାଡ଼ିଲେ ଗରମ ସୁପ୍, ଭାଇରାଲ୍ ହେଉଛି ଉଦ୍ଧତ ମହିଳାଙ୍କ ଭିଡିଓ

ୱାଶିଂଟନ୍: ଜଣେ ଗ୍ରାହକ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ମୁହଁ ଉପରକୁ ଗରମ ଗରମ ଧୂଆଁ ବାହାରୁଥିବା ସୁପ୍ ଫୋପାଡ଼ିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା ଗ୍ରାହକ ଜଣକ ଖାଦ୍ୟକୁ…

ବାୟୁ ପ୍ରଦୂଷଣ ଯୋଗୁଁ ବଢ଼ିପାରେ ଡିପ୍ରେସନର ବିପଦ, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଦୀପାବଳି ହେଉ ବା ଯାନବାହନ ଚଳାଚଳରୁ ବାୟୁ ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି । ଏକ ନୂଆ ରିସର୍ଚ୍ଚରୁ ଖୁଲାସା ହୋଇଛି ଯେ, ବାୟୁ ପ୍ରଦୂଷଣ ସମ୍ପର୍କରେ ଆସିବାରୁ ସୁସ୍ଥ ଲୋକଙ୍କଠାରେ ଅବସାଦ ବା ଡିପ୍ରେସନର…

ପୋଷା କୁକୁର ଚିହ୍ନଟ ହେଲା କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୋଷା କୁକୁର ଚିହ୍ନଟ ହୋଇଛି କରୋନା ପଜିଟିଭ୍ । ଏହି ମାମଲା ବ୍ରିଟେନରୁ ଚିହ୍ନଟ ହୋଇଛି । ବୁଧବାର ଦିନ ଏକ ବୟାନରେ ୟୁକେର ମୁଖ୍ୟ ପଶୁ ଚିକିତ୍ସକ ଏନେଇ ସୂଚନା ଦେଇଛନ୍ତି । ଏବେ ବିଦେଶରେ ପୋଷା…

ଦୁନିଆର ପ୍ରଥମ ମାମଲା; ‘ଜଳବାୟୁ ପରିବର୍ତ୍ତନ’ ରେ ପୀଡିତ ହେଲେ ମହିଳା, ଏପରି ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଆଜିର ସମୟରେ ‘ଜଳବାୟୁ ପରିବର୍ତ୍ତନ’ ସବୁଠାରୁ ବଡ଼ ମହାମାରୀ ଭାବେ ସାମ୍ନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାୟତଃ ସମସ୍ତ ଦେଶ ଓ ପୃଥିବୀ ବାହାର ମଧ୍ୟ ପ୍ରଭାବିତ ହେଉଛି । ସମାଜର ପ୍ରତ୍ୟେକ…

ପାକିସ୍ତାନରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଦୀର୍ଘ ବର୍ଷ ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । ପୂର୍ବରୁ ହିନ୍ଦୁଙ୍କୁ ଆବଣ୍ଟିତ କରାଯାଇଥିବା ଜମିକୁ ରଦ୍ଦ କରାଯାଇଥିଲା । ଉକ୍ତ ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଘାଟ ଓ…

ବିବାହ ବନ୍ଧନରେ ବାନ୍ଧିହେଲେ ନୋବେଲ ବିଜୟିନୀ ମଲାଲା, ଟ୍ୱିଟରରେ ଶେୟାର କଲେ ଫଟୋ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜଇ । ଏନେଇ ସେ ଟ୍ୱିଟରରେ ଫଟୋ ଶେୟାର କରିଛନ୍ତି । ୨୪ ବର୍ଷୀୟା ମଲାଲା ବାଳିକାଙ୍କ ଶିକ୍ଷାର ଉନ୍ନତି ନେଇ ପାକିସ୍ତାନରେ…

କରୋନା ଟିକାକରଣ ପାଇଁ ୧ ମିଲିୟନ ଡଲାର ଜିତିଲେ ମହିଳା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କରୋନାର ମୁକାବିଲା କରିବାକୁ ବିଶ୍ୱର ସମସ୍ତ ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଲୋକମାନଙ୍କୁ ଟିକା ନେବା ପାଇଁ ଅନେକ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ଜୋଏନେ ଜୁ ନାମକ…

ହୋଇଯାଆନ୍ତୁ ସାବଧାନ୍! ପୃଥିବୀ ଆଡକୁ ମାଡ଼ିଆସୁଛି ଆଇଫେଲ ଟାୱାର ଆକାରର ଆଷ୍ଟେରଏଡ୍

ନୂଆଦିଲ୍ଲୀ: ଅନେକ ଥର ମହାକାଶରେ ବୁଲୁଥିବା କ୍ଷୁଦ୍ରଗ୍ରହ ବା ଆଷ୍ଟେରଏଡଗୁଡିକ ପୃଥିବୀ ପାଇଁ ବିପଦ ସୃଷ୍ଟି କରିଥାଏ । ପୂର୍ବରୁ ଅନେକ ଥର ଦେଖାଯାଇଛି କି, ଏହି ଆଷ୍ଟେରଏଡଗୁଡିକ ଯୋଗୁଁ ପୃଥିବୀକୁ କ୍ଷତି ହୋଇଛି ।…