Browsing Category
ବିଦେଶ
୨୪ ବର୍ଷ ପରେ ପ୍ରଥମ ଥର ପାକିସ୍ତାନ ଗସ୍ତ କରିବ ଅଷ୍ଟ୍ରେଲିଆ, ପିସିବି ଜାରି କଲା କାର୍ଯ୍ୟସୂଚୀ
ନୂଆଦିଲ୍ଲୀ ୦୮।୧୧: ବିଶ୍ଵକପରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିବା ପାକିସ୍ତାନ କ୍ରିକେଟ୍ ପାଇଁ ଭଲ ଖବର । ଯେଉଁଠି ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ପାକିସ୍ତାନ ଗସ୍ତ ବାତିଲ୍…
ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ, ସୁରକ୍ଷାକର୍ମୀ ଆହତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରକୁ ହୋଇଯାଇଛି ଡ୍ରୋନ ଆକ୍ରମଣ । ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ, ଏହି ଡ୍ରୋନ୍ ଆକ୍ରମଣ ବାଗଦାଦର ଗ୍ରୀନ୍ ଜୋନରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ…
ଜମାତର ୬ ଆତଙ୍କୀଙ୍କୁ ମୁକ୍ତ କଲେ ଲାହୋର କୋର୍ଟ: ଟ୍ରାଏଲ କୋର୍ଟ ଦେଇଥିଲା ୯ ବର୍ଷ ସଜ୍ଜା
ନୂଆଦିଲ୍ଲୀ: ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି । ୬ ଜଣ ଜମାତ-ଉଦ-ଦୱା ଆତଙ୍କୀଙ୍କୁ ନିର୍ଦ୍ଦୋଷ ଭାବରେ ଖଲାସ କରିଛନ୍ତି ଲାହୋର ହାଇକୋର୍ଟ । ମୁମ୍ବାଇ ଆକ୍ରମଣର ମୁଖ୍ୟ…
ମୁର୍ଦାଘରେ ମହିଳାଙ୍କ ଶବ ସହ ଦୁଷ୍କର୍ମ କରୁଥିଲା ଏହି ବ୍ୟକ୍ତି, ରେକର୍ଡ କରୁଥିଲା ଭିଡିଓ
ନୂଆଦିଲ୍ଲୀ: ଇଂଲଣ୍ଡରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାକାର ଏକ ବ୍ୟକ୍ତି ୧୨ ବର୍ଷ ପର୍ଯ୍ୟନ୍ତ ମୁର୍ଦାଘର ଭିତରେ ମହିଳା ମାନଙ୍କ ଶବ ସହିତ ଦୁଷ୍କର୍ମ କରି ଆସୁଥିଲା । ସେ ପ୍ରାୟ ୧୦୦…
୭୦ ବର୍ଷ ହେଲା ଏଠାରେ ହୋଇନି କାହାର ବି ମୃତ୍ୟୁ, ଜାଣନ୍ତୁ ଏହା ପଛରେ କଣ ରହିଛି ସତ୍ୟତା
ନୂଆଦିଲ୍ଳୀ: ଦୁନିଆରେ ଅନେକ ପ୍ରକାର ରହସ୍ୟମୟୀ ସ୍ଥାନ ଓ କଥା ରହିଛି । ଯାହା ସମ୍ପର୍କରେ ଜାଣିବା ପରେ କେହି ବି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଏହି ଆଧାରରେ ଏପରି ଏକ ସ୍ଥାନ ରହିଛଇ ଯାହା ସମ୍ପର୍କରେ କହିବା…
କୁକୁରକୁ କିସ୍ କରିବାକୁ ଯାଉଥିଲେ ଯୁବତୀ, ମୁହଁରୁ ଅଲଗା କରିଦେଲା ଓଠ
ନୂଆଦିଲ୍ଲୀ: ପଶୁ ମାନଙ୍କ ବ୍ୟବହାର କେତେବେଳେ କଣ ହୋଇଥାଏ ତାହା କହିବା ମୁସ୍କିଲ୍ । ଏମିତିରେ ବି କୁକୁରକୁ ମଣିଷର ବନ୍ଧୁ କୁହାଯାଇଥାଏ । କୁକୁରକୁ ସବୁଠାରୁ ବିଶ୍ୱସ୍ତ ପଶୁ ବୋଲି କୁହାଯାଏ । କିନ୍ତୁ ଏସବୁ ପରେ ବି…
ବାଥରୁମରେ ଲାଗିଥିଲା ହିଡେନ୍ କ୍ୟାମେରା, ଜଣାପଡ଼ିବାରୁ ସ୍କୁଲ୍ ସିଲ୍ କଲା ଶିକ୍ଷାବିଭାଗ
ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ମହିଳାଙ୍କ ପ୍ରତି ଦୁର୍ବବ୍ୟବହାର ବଢ଼ିବାରେ ଲାଗିଛି । ଦିନ ଦ୍ୱିପହରରେ ମଧ୍ୟ ସେଠାରେ ମହିଳା ମାନେ ଆଦୌ ସୁରକ୍ଷିତ ନୁହନ୍ତି । ଏହା ମଧ୍ୟରେ ଆଉ ଏକ ଖବର ଧ୍ୟ୍ୟାନ ଆକର୍ଷଣ କରିଛି…
ପାକିସ୍ତାନରେ ପେଟ୍ରୋଲ ଲିଟର୍ ୧୪୫ ଟଙ୍କା, ଚିନି କିଲୋ ପିଛା ୧୫୦ ଟଙ୍କା; ଇମ୍ରାନ ସରକାରଙ୍କୁ ଟାର୍ଗେଟ୍ କଲେ ବିପକ୍ଷ
ନୂଆଦିଲ୍ଲୀ: ପାକିସ୍ତାନରେ ମୂଦ୍ରାସ୍ପୀତି ଲଗାତର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ସମ୍ବେଦନଶୀଳ ମୂଲ୍ୟ ସୁଚକାଙ୍କ(ଏସପିଆଇ)ରେ ୦.୬୭ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ସାପ୍ତାହିକ ମୂଦ୍ରାସ୍ପୀତି ମଧ୍ୟ…
ବିଶ୍ୱର ଲୋକପ୍ରିୟ ନେତାଙ୍କ ମଧ୍ୟରେ ମୋଦୀ ପ୍ରଥମ; ପଛରେ ପଡିଲେ ବିଡେନ୍ ଓ ମର୍କେଲ
ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଆଉ ଏକ ଅନ୍ତର୍ଜାତୀୟ ସ୍ୱୀକୃତି । ଦ ମର୍ଣ୍ଣିଙ୍ଗ କନସଲ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୋଦୀ ବିଶ୍ୱର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ…
ଆମେରିକାରେ ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଦିଆଯିବ କୋଭାକ୍ସିନ? ଅନୁମତି ମାଗିଲା ଓକ୍ୟୁଜେନ
ନୂଆଦିଲ୍ଲୀ: ଆମେରିକାରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିଲା ଓକ୍ୟୁଜେନ । ଆମେରିକା ଫାର୍ମା କମ୍ପାନୀ ଓକ୍ୟୁଜେନ୍ ଶୁକ୍ରବାର ଘୋଷଣା କରିଛି ଯେ ଏହା ୨ରୁ ୧୮…