Browsing Category

ବିଦେଶ

ଅତ୍ୟାଚାରର ଚରମ ସୀମାରେ ଚୀନ୍: ଉଇଗର ମୁସଲିମଙ୍କ ଅଙ୍ଗ ବିକି କମାଉଛି କୋଟି କୋଟି ଟଙ୍କା

ବିଜିଙ୍ଗ: ଉଇଗର ମୁସଲିମଙ୍କ ପ୍ରତି ଅସହ୍ୟ ଅତ୍ୟାଚାର କରିବାରେ ଲାଗିଛି ଚୀନ୍ । ଏକ ରିପୋର୍ଟରେ କୁହାଯାଇଛି ଯେ, ଶିନଜିୟାଙ୍ଗରେ ମଣିଷ ଅଙ୍ଗ ବିକ୍ରି କରି କୋଟି କୋଟି ଟଙ୍କା କମାଉଛି ଚୀନ୍ । ରିପୋର୍ଟରେ ଦାବି ହୋଇଛି…

ସୂର୍ଯ୍ୟରୁ ବାହାରିଥିବା ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ଆଜି ପୃଥିବୀ ସହ ହେବ ଧକ୍କା, ପ୍ରଭାବିତ ହୋଇପାରେ ଜିପିଏସ୍

ୱାଶିଂଟନ୍: ସୂର୍ଯ୍ୟଙ୍କଠାରୁ ଏକ ଉଜ୍ଜ୍ୱଳ ଆଲୋକ ବାହାରିଥିବା ନେଇ ନାସାର ସୋଲାର ଡାଇନାମିକ୍ସ ଅବଜରଭେଟରୀ ସୂଚନା ଦେଇଛି । ଏହା ଯୋଗୁଁ ଶନିବାର ଦିନ ଏକ ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ କିମ୍ବା ଭୂ-ଚୁମ୍ବକୀୟ ଝଡ଼…

ଘର ଅଳିଆରୁ ମିଳିଲା ୨୦ କୋଟି ଟଙ୍କାର ଦୁର୍ଲଭ ହୀରା, ବୃଦ୍ଧ ଦମ୍ପତିଙ୍କ ବଦଳିଗଲା ଭାଗ୍ୟ!

ନୂଆଦିଲ୍ଲୀ: ମଣିଷର ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି ବି କହିପାରିବେନି । କାହା ସହ କୌଣସି ବି ମୁହୂର୍ତ୍ତରେ ଚମତ୍କାର ହେବ ତାହା ଆଗରୁ ଜାଣିବା ଖୁବ୍ ମୁସ୍କିଲ୍ । ତେବେ ଏପରି କିଛି ହୋଇଛି ବ୍ରିଟେନରେ ରହୁଥିବା…

ଆମେରିକାରେ ଶିଶୁଙ୍କୁ ଦିଆଯିବ ଫାଇଜର ଟିକା

ୱାଶିଂଟନ୍: କରୋନା କାଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆମେରିକାରେ ଶିଶୁଙ୍କୁ ଟିକା ଦିଆଯିବା ନେଇ ଚାଲିଛି ପ୍ରସ୍ତୁତି । ଶିଶୁଙ୍କୁ କୋଭିଡର ଫାଇଜର ଟିକା ଦିଆଯିବ । ଦେଶର ୫ରୁ ୧୧ ବର୍ଷ ବୟସ୍କଙ୍କୁ ଫାଇଜର…

ପୁଣି ବିମାନ ଉଡ଼ାଣ ଉପରେ ଲାଗିଲା କଟକଣା, ନଭେମ୍ବର ୩୦ ଯାଏ ବିଦେଶକୁ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପୁଣି ଥରେ ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ । ଗତକାଲି କରୋନା ସଂକ୍ରାନ୍ତ କଟକଣାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି…

ପୃଥିବୀ ଆଡକୁ ଆସୁଛି ସୌର ଝଡ଼, ଜିପିଏସ୍‌ ସେବା ବାଧାପ୍ରାପ୍ତ ନେଇ ଆଶଙ୍କା ପ୍ରକାଶ କଲା ନାସା

ନୂଆଦିଲ୍ଲୀ, :  ଆଜି ପୃଥିବୀ ଉପରେ ସୌର ଝଡ଼ର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଜିପିଏସ୍‌ ସେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା ପକ୍ଷରୁ କୁହାଯାଇଛି । ନାସାର…

Instagramରେ ନିଆଁ ଲଗାଇଦେଲା ହଟ୍ ଫଟୋ …. ଚାକିରିରୁ ବିଦାହେଲେ ମହିଳା ଅଗ୍ନିଶମ ଅଧିକାରୀ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା କାରଣରୁ ଚାକିରି ହରାଇଛନ୍ତି ଜଣେ ଅଗ୍ନିଶମ ଅଧିକାରୀ । ହଟ୍ ଫଟୋ ପୋଷ୍ଟ କାରଣରୁ ମୋଣ୍ଟାନାର ୨୭ ବର୍ଷୀୟ ପ୍ରେସଲି ପ୍ରିଚାର୍ଡଙ୍କୁ ତାଙ୍କ ଚାକିରିରୁ ବହିଷ୍କୃତ…

୩୦୦ ବିଲିୟନ୍ ଡଲାର୍ ପାର୍ କଲା ଏଲନ୍ ମସ୍କଙ୍କ ସମ୍ପତ୍ତି, ଭାରତର ଟପ୍-୬ ଅରବପତିଙ୍କ ଠାରୁ ବି ଅଧିକ ମସ୍କଙ୍କ ଧନ-ଦୌଲତ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲାର ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ୍ ଡଲାର୍ ପାର୍ କରିଛି । ଦୁନିଆରେ ଏହା ପ୍ରଥମ ଥର ଏପରି ହୋଇଛି ଯେ, କୌଣସି ବ୍ୟବସାୟୀ ଏହି ସଫଳତା…

ରୋନାଲ୍ଡୋ ହେବାକୁ ଚେଷ୍ଟା କରୁଥିଲେ ୱାର୍ନର୍, ପୁଣି ରଖିବାକୁ ପଡ଼ିଲା କୋଲ୍ଡ ଡ୍ରିଙ୍କ୍ ବୋତଲ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଡେଭିଡ୍ ୱାର୍ନରଙ୍କର ଦମଦାର୍ ବ୍ୟାଟିଂ ଦ୍ୱାରା ଅଷ୍ଟ୍ରେଲିୟା, ଶ୍ରୀଲଙ୍କାକୁ ଟି-୨୦ ବିଶ୍ୱକପ୍ ୨୦୨୧ରେ ସୁପର୍ ୧୨ ମୁକାବିଲାରେ ୭ଟି ୱିକେଟରେ ମାତ୍ ଦେଇଛି । ଅଷ୍ଟ୍ରେଲିୟାର ଏହା ହେଉଛି ଦ୍ୱିତୀୟ ବିଜୟ ।…

ଇଟାଲୀ-ୟୁକେ ଗସ୍ତରେ ମୋଦୀ, ଜି୨୦ ଓ COP26 ବ୍ୟତୀତ କରିବେ ୨୦ଟି ମହତ୍ତ୍ୱପୂର୍ଣ୍ଣ ଦ୍ୱିପାକ୍ଷିୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ୫ ଦିନ ପାଇଁ ଇଟାଲୀ ଓ ବ୍ରିଟେନ୍ ଗସ୍ତରେ ବାହାରିଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବୈଠକରେ ଯୋଗ ଦେବେ । ମିଳିଥିବା ସୂଚନା ଅନୁସାରେ,…