Browsing Category
ବିଦେଶ
‘ଚୌକିଦାର ଚୋର ହେ’: ଇମ୍ରାନଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ, ଦେଖନ୍ତୁ Video
ନୂଆଦିଲ୍ଲୀ: ବେଳକୁ ବେଳ ପାକିସ୍ତାନର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଚୟନ କରାଯିବାକୁ ଥିବାବେଳେ ଏହି ସମୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓମ୍ରାନଙ୍କ ଲକ୍ଷ ଲକ୍ଷ…
ପଦ ଯିବା ପରେ ଇମ୍ରାନଙ୍କ ପ୍ରଥମ ସମ୍ବୋଧନ: କହିଲେ ପୁଣି ଆରମ୍ଭ ହେଲା ସ୍ୱାଧୀନତା ସଂଗ୍ରାମ
ଲସଲାମାବାଦ: ଅନାସ୍ଥା ପ୍ରସ୍ତାବ ପରେ ସତ୍ତା ହରାଇଥିବା ଇମ୍ରାନ ଖାନ ଏବେବି ସଂଘର୍ଷ ଜାରି ରଖିଛନ୍ତି । ସେ ପୁଣି ଥରେ ତାଙ୍କ ସରକାର ଭାଙ୍ଗିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ଦର୍ଶଇଛନ୍ତି । ସେ ଟ୍ୱିଟ୍ କରି ଏହି ଷଡ଼ଯନ୍ତ୍ର…
ୟୁକ୍ରେନ ସଙ୍କଟ: ଭର୍ଚୁଆଲ ମାଧ୍ୟମରେ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋ ବାଇଡେନ
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଭର୍ଚୁଆଲ ବୈଠକ କରିବେ । ଏହି ସମୟରେ ଦୁଇପକ୍ଷର ନେତା ଦ୍ୱିପାକ୍ଷିକ ସହଯୋଗ ସମ୍ବନ୍ଧରେ ଆଲୋଚନା କରିବେ । ଏଥି…
ଗୋଟିଏ ଗଛରେ ହଜାରେରୁ ଅଧିକ ଟମାଟୋ: ପାଇଲେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ
ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ନା କିଛି ଅଜବ କାରନାମା କରିଥାନ୍ତି, ଯାହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନିଜର ଏହିସବୁ କରାନାମା ପାଇଁ ବିଶ୍ୱ ରେକର୍ଡ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ଜଣେ…
ଜେଲେନସ୍କୀଙ୍କ ସହ କୀଭ ବୁଲିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦେଖିଲେ ଋଷର ଧ୍ୱଂସଲୀଳା
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ମଧ୍ୟରେ ରବିବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଅଚାନକ ୟୁକ୍ରେନରେ ପହଞ୍ଚିଥିଲେ । ତାଙ୍କର ଏହି ଗସ୍ତ ସମୟରେ ସେ କୀଭରେ ୟୁକ୍ରେନ ରାଷ୍ଟ୍ରପତି ବଲୋଡିମୀର…
ପାକିସ୍ତାନ କ୍ରିକେଟ ବୋର୍ଡରୁ ଇସ୍ତଫା ଦେଇ ପାରନ୍ତି ରମିଜ ରାଜା
ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ସଂଙ୍କଟରୁ ନିଜକୁ ଦୁରେଇ ପାରିନି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) । ଅବିଶ୍ୱାସ ଭୋଟରେ ବହୁମତ ହରାଇବା ପରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।…
ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଇଁ ଶାହାବାଜ ସରିଫ ବିରୋଧୀଙ୍କ ପ୍ରାର୍ଥୀ, ଇମ୍ରାନଙ୍କ ପକ୍ଷରୁ ଶାହା ମେହମୁଦ କୁରେଶୀ ପ୍ରାର୍ଥୀ
ଅବିଶ୍ୱାସ ପ୍ରସ୍ତାବରେ ବହୁମତ ହରାଇବା ପରେ ଇମ୍ରାନ ଖାନ ଇସ୍ତଫା ଦେଇଛନ୍ତି । ଏହା ପରେ ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଭାବରେ ଉଭା ହୋଇଛନ୍ତି । ସମସ୍ତ ୧୭୪ ବିରୋଧୀ ସାଂସଦ ଶାହାବାଜଙ୍କ…
୧୩ ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିଲେ ମହିଳା, ହଠାତ୍ ପାରାଶ୍ୟୁଟ୍ ତାଙ୍କର ପାଦରେ ଛନ୍ଦି ହୋଇଗଲା, ଜାଣନ୍ତୁ ତା’ପରେ କ’ଣ ହେଲା
ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ଅନେକ ଘଟଣା ଦୁର୍ଘଟଣା ଦେଖିବାକୁ ମିଳୁଛି । ଅନେକ ସମୟରେ ସାମାନ୍ୟ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାରୁ ମଧ୍ୟ ଅନେକ ବର୍ତ୍ତି ଯାଉଛନ୍ତି ।…
ଶାହବାଜ ପାକିସ୍ତାନର ପରବର୍ତ୍ତୀ ପିଏମ୍!
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନ୍ ବିଦା ହେବା ପରେ ଏବେ ପାକିସ୍ତାନ ପାଇବ ଜଣେ ନୂଆ ପ୍ରଧାନମନ୍ତ୍ରୀ । ତେବେ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଏବେ ରାଜନୈତିକ ମହଲରେ…
ସରିଲା ଇମ୍ରାନଙ୍କ ଖେଳ, ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ପଦରୁ ବିଦାହେଲେ
ନୂଆଦିଲ୍ଲୀ: ପାକିସ୍ତାନରେ କିଛିଦିନ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଉପରେ ଏକପ୍ରକାରର ରୋକ୍ ଲାଗିଛି । ସମାପ୍ତ ହୋଇଛି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଖେଳ । ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅନାସ୍ଥା…