Browsing Category

ବିଦେଶ

ସମୁଦ୍ରରେ ବିଲୀନ ହୋଇଯିବ ଲାକ୍ଷାଦ୍ଵୀପ!

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ବିଶେଷଜ୍ଞ ମାନେ ପରିବର୍ତ୍ତନ ହେଉଥିବା ଜଳବାୟୁକୁ ନେଇ ଅନେକ ପ୍ରକାରର ଅନୁଧ୍ୟାନ କରୁଥିବା ବେଳେ ଏବେ ଏକ ରୋଚକ ତଥ୍ୟ ଚିନ୍ତାରେ…

ଅବିଶ୍ୱାସ ହେଲେ ବି ସତ: ମାତ୍ର ୨୮ ଘଣ୍ଟାରେ ନିର୍ମାଣ ହେଲା ୧୦ ମହଲା ବିଲଡିଂ, ଜାଣନ୍ତୁ କେଉଁଠି ଓ କିପରି

ବେଜିଂ: ସାଧାରଣତଃ ଗୋଟିଏ ଘର ତିଆରି କରିବା ପାଇଁ ମାସ ମାସ ସମୟ ଲାଗିଥାଏ । ମାତ୍ର ନିକଟରେ ଚୀନର ଚାଙ୍ଗସା ସହରରେ ଏକ ୧୦ ମହଲା ବିଶିଷ୍ଟ ବିଲଡିଂ ଗୋଟିଏ ଦିନରେ ନିର୍ମିତ ହୋଇଛି । ତେଣୁ ଏହି କୋଠାକୁ ନେଇ ଏବେ ସମଗ୍ର…

ଦୁନିଆର ସବୁଠାରୁ ଦାମୀ ଲୁଣ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ଆମେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ବ୍ୟବହାର କରିଥାଉ । ହେଲେ କଣ ଆପଣ ମାନେ ମାତ୍ର ୨୫୦ ଗ୍ରାମ ଲୁଣ ପାଇଁ ୭ହଜାର ୩୪୮ ଖର୍ଚ୍ଚ କରିପାରିବେ କି ? ତେବେ ଏହା ଆପଣ ମାନଙ୍କୁ…

ବିଶ୍ୱ ଶରଣାର୍ଥୀ ଦିବସ: ଠିକଣା ନଥିବା ଲୋକଙ୍କ ବସ୍ତି, ଯେଉଁଠାରେ କିଛି ନୁତନ ଇଚ୍ଛାର ଆଶା ନାହିଁ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ୱଦେଶରେ ଏକ ଠିକଣା ପାଇବାକୁ ଏବଂ ଏକ ସାଧାରଣ ଜୀବନଯାପନ କରିବାକୁ କିଏ ବା ନ ଚାହେଁ । ଗୋଟିଏ ସାଧାରଣ ପକ୍ଷୀ ଟିଏ ବି ନିଜ ଜନ୍ମସ୍ଥାନର ମୋହରେ ପଡ଼ିଯାଆନ୍ତି । ଆଉ ମଣିଷ ତ ଏକ ସାଧାରଣ…

ଇରାନର ଆଗାମୀ ରାଷ୍ଟ୍ରପତି ହେବେ ଇବ୍ରାହିମ୍ ରଈସୀ

ନୂଆଦିଲ୍ଲୀ: ଇରାନ୍ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ସାରିଛି । ନିର୍ବାଚନରେ ଦେଶର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲି ଖାମନେଇଙ୍କ କଟ୍ଟର ସମର୍ଥକ ତତା ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ୍ ରୟସୀ ବହୁତମତରେ ନିର୍ବାଚିତ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୭୪ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୭୪ ହଜାର ୮୨୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୮୯ ଲକ୍ଷ ୩୮…

ଭାରତୀୟ ଆଥଲେଟ୍‌ଙ୍କ ପ୍ରତି ଜାପାନ ସରକାରଙ୍କ କଡ଼ା କଟକଣା: ଦେଶ ଛାଡିବାର ସପ୍ତାହ ପୂର୍ବରୁ ପ୍ରତିଦିନ କୋଭିଡ ପରୀକ୍ଷା ବାଧ୍ୟତାମୂଳକ, ୩ଦିନ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ -ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଆଥଲେଟଙ୍କ ପ୍ରତି ଜାପାନ ସରକାର କଡା କଟକଣା ଜାରି କରିଛନ୍ତି । ଭାରତରେ…

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ଟପିଲାଣି ୨୦ ହଜାର କୋଟି! ମୋଦି ସରକାର କହୁଛନ୍ତି ନା

ନୂଆଦିଲ୍ଲୀ: ପୁଣି ଉଠିଛି କଳାଧନ ପ୍ରସଙ୍ଗ । ବିଗତ ଦିନମାନଙ୍କରେ ଅନେକ ବାର ଏ ବିଷୟରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ତାହା ଥମିଯାଇଥିଲା । ତେବେ ଏକ ରିପୋର୍ଟ ମୁତାବକ, ବର୍ତ୍ତମାନ ସ୍ୱିସ୍…

ଡ୍ରଗ୍ସ ନିଶାରେ ନିଜ ମା’କୁ ଦୁଷ୍କର୍ମ କଲା ନାବାଳକ ପୁଅ

ମାଦ୍ରିଦ୍: ସ୍ପେନର ଲସ୍ ପାଲମସ୍ ଠାରୁ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନାକୁ ଆସିଛି । ଅସଲରେ ଏଠାରେ ଏକ ୧୬ ବର୍ଷର ନାବାଳକ ନିଜ ମା'କୁ ଦୁଷ୍କର୍ମ କରିଛି । ଏହାପରେ ପୀଡ଼ିତା ମା' ନିଜେ ପୁଲିସ୍ କୁ ଫୋନ୍ କରି ପୁଅର…

ଉତ୍ତର କୋରିଆରେ ଉତ୍କଟ ଖାଦ୍ୟ ସଂକଟ; ମାନିଲେ କିମ୍

ନୂଆଦିଲ୍ଲୀ: ଏକ ପ୍ରମୁଖ ଶାସକ ଦଳର ବୈଠକ ଶେଷ ହେବା ପରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ତାଙ୍କ ଦେଶରେ ଖାଦ୍ୟ ଅଭାବକୁ ସ୍ୱୀକାର କରିଛନ୍ତି। ଏହା ସହ ସେ ଦେଶର ଏଭଳି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ…