
Browsing Category
ବିଦେଶ
ୟୁକ୍ରେନବାସୀଙ୍କ ସାହାରା ପାଲଟିଛି କିଭ୍ ସ୍ଥିତ ଏହି ଇଣ୍ଡିଆନ୍ ରେଷ୍ଟୁରାଣ୍ଟ୍, ଆଶ୍ରୟ ସହିତ ମିଳୁଛି ମାଗଣା ଖାଦ୍ୟ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାକାର ସ୍ଥିତି ବର୍ତ୍ତମାନ ଶୋଚନୀୟ ରହିଛି । ୟୁକ୍ରେନବାସୀଙ୍କ ସମେତ ଅନ୍ୟ ଦେଶରୁ ଆସି ସେଠାରେ ରହୁଥିବା ଲୋକମାନେ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ।…
ଖାରକିଭରେ ଭୁଶୁଡ଼ିଲା ପୋଲିସ ବିଲ୍ଡିଂ: ଚାଲିଗଲା ୨୧ ଜୀବନ, ୧୧୨ ଆହତ । ଦେଖନ୍ତୁ Video
କିଭ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନର ଖାରକିଭରେ ରୁଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ରୁଷ…
ଦେଶ ଛାଡିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲା ଆମେରିକା, ଏମିତି ଜବାବ ଦେଇଥିଲେ ଜେଲେନସ୍କି
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଜାରି ରହିଛି ରୁଷର ହମଲା। ସେପଟେ ରୁଷ ସୈନିକ ସହିତ ପ୍ରାଣମୂର୍ଚ୍ଛା ଲଢୁଛନ୍ତି ୟୁକ୍ରେନ ସେନା। ରୁଷ ଆକ୍ରମଣ ପରଠୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଲଗାତାର ନିଜର ବୟାନ ଏବଂ…
ପୁଣି ଖାରକିଭରେ ମିସାଇଲ ମାଡ଼, ଉଡ଼ିଗଲା ମିଲିଟାରୀ ହସ୍ପିଟାଲ
ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନ ରାଜଧାନୀ କିଭ ନିକଟତର ହେବାରେ ଲାଗିଛନ୍ତି ରୁଷ ସେନା । ଖାରକିଭରେ ଠୁଳ ହେଉଛନ୍ତି ରୁଷିଆ ସେନା । ଖାରକିଭରେ ରୁଷ ଓ ୟୁକ୍ରେନ…
ଖେରସନ୍ କବଜା କଲେ ରୁଷ ସେନା, ପାରାଟ୍ରୁପର୍ସ ମାନେ ଖାରକିଭ୍ ର ହସ୍ପିଟାଲରେ କରିଛନ୍ତି ଗୁଳି ବର୍ଷା
ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଜି ଯୁଦ୍ଧର ସପ୍ତମ ଦିନ ହୋଇଥିବା ବେଳେ ରାଜଧାନୀ କିଭ୍ ଉପରେ ଲଗାତର ଆକ୍ରମଣ କରିଚାଲିଛନ୍ତି ରୁଷ ସେନା । ଗତକାଲି ମିସାଇଲ୍ ଦ୍ୱାରା ୟୁକ୍ରେନର ଏକ…
ଅଧଘଣ୍ଟାରେ ୧୦ କୋଟି ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ପରମାଣୁ ଯୁଦ୍ଧ ହେଲେ କଣ ହେବ ଜାଣନ୍ତୁ?
ନୂଆଦିଲ୍ଲୀ: କଣ ହେବ ଯଦି ଧମାକା ହେବ ଓ ମାତ୍ର କିଛି ମୁହୂର୍ତ୍ତରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଯିବ । ଲୋକ ବସିଥିବେ ଓ ସେମାନଙ୍କ ଚମଡ଼ା ଜଳି ଯିବ । ଛାତି ଥରାଇବା ପରି ଧମାକା ହେବ ଆଉ ସବୁ ଦିଗ ଶୂନଶାନ୍ ପଡ଼ିଯିବ…
ରୁଷ ପାଇଁ ବାୟୁସୀମା ବନ୍ଦ କଲା ଆମେରିକା: ରାଷ୍ଟ୍ରପତି ବାଇଡେନ ଦେଲେ ଖୋଲା ଧମକ, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ରୁଷିଆ ପାଇଁ ନିଜ ସୀମା ବନ୍ଦ କରିଛି ଆମେରିକା । ଦେଶ ଉଦ୍ଦେଶ୍ୟରେ ଅଭିଭାଷଣରେ ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି । ଏହା ସହ…
ଏମିତି ବି ଆସେ ମୃତ୍ୟୁ: ଖାଇବା ଆଣିବାକୁ ଯାଇଥିବା ବେଳେ ଶେଲିଂ ମାଡରେ ପ୍ରାଣ ହରାଇଲେ ଭାରତୀୟ ଛାତ୍ର
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଇତିମଧ୍ୟରେ ଏକ ଦୁଃଖଦ ଖବର ଆସିଛି । ୟୁକ୍ରେନର ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଯୁଦ୍ଧରେ ପ୍ରପୀଡିତ ୟୁକ୍ରେନରେ…
ମହାଯୁଦ୍ଧ ଭିତରେ ସାହସ ଦେଖାଇଲେ ୟୁକ୍ରେନ କୃଷକ: ଟ୍ରାକ୍ଟରରେ ଚୋରି କରିନେଲେ ଋଷ ଯୁଦ୍ଧ ଟ୍ୟାଙ୍କ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ସାରା ବିଶ୍ୱକୁ ଥରାଇ ଦେଇଛି । ଋଷ ବିରୁଦ୍ଧରେ ଲଢିବା ପାଇଁ ୟୁକ୍ରେନର ସାଧାରଣ ଜନତା ପ୍ରସ୍ତୁତ ହେଉଥିବା ଦେଖିବାକୁ ମଳୁଛି । କିନ୍ତୁ ଯୁଦ୍ଧର ଏମିତି ଏକ ପରିସ୍ଥିତି…
ମା’ ଆମେ ସାଧାରଣ ଲୋକଙ୍କୁ ହତ୍ୟା କରୁଛୁ: ମୃତ୍ୟୁ ପୂର୍ବରୁ ମା’ ପାଇଁ ଯବାନଙ୍କ ଶେଷ ମେସେଜ୍, ଦେଖନ୍ତୁ Video
ନୂଆଦିଲ୍ଳୀ: ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ କେତେଦିନ ଧରି ଚାଲିବ ଏବଂ ଏହାର ବୀଭିଷିକା କେତେ ଦିନ ରହିବ ତାହାକୁ ନେଇ ବିଶ୍ୱବାସୀଙ୍କ ମଧ୍ୟରେ ଭୟ ରହିଛି । ଏପରି ପରସ୍ଥିତିରେ ଜଣେ ଋଷୀୟ ଯବାନ…