Browsing Category
ବିଦେଶ
ନେପାଳ: ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗ ଆଣିଲେ ସାଂସଦ
ନୂଆଦିଲ୍ଲୀ: ନେପାଳର ମୁଖ୍ୟ ବିଚାରପତି ଚୋଲେନ୍ଦ୍ର ଶମଶେର ଜେବୀ ରାଣାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ରୁଜୁ ହୋଇଛି । ରବିବାର ନେପାଳରେ ଶାସନରେ ଥିବା ମେଣ୍ଟ ସରକାରର ୧୦୦ ରୁ ଅଧିକ ସାଂସଦ ମୁଖ୍ୟ ବିଚାରପତିଙ୍କ…
ଭୂତକୁ ବିବାହ କରିବେ ମହିଳା: ରିସେପସନରେ ଯୋଗଦେବେ ମର୍ଲିନ ମୁନରୋ ଓ ସେକ୍ସପିୟର
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଇଂଲଣ୍ଡର ଜଣେ ମହିଳା ନିକଟ ଭବିଷ୍ୟତରେ ଜଣେ ଭୂତକୁ ବିବାହ କରିବେ ବୋଲି କହିଛନ୍ତି । ଇଲଣ୍ଡର ଅକ୍ସଫୋର୍ଡଶାୟର୍ରେ ରହୁଥିବା ୩୮ବର୍ଷୀୟା ବ୍ରୋକାଡୋ ଏମିତି ଦାବି…
ଏମିତି ବି ହୁଏ ପରିଣାମ: ପୁଅକୁ ଗାଳି କରିବା ପରିବାର ପାଇଁ ପଡିଛି ମହଙ୍ଗା
ନୂଆଦିଲ୍ଲୀ: ଗାଳି ବଦଳରେ ମିଳିଛି ଗୁଳି । ଭୟଙ୍କର ହୋଇଛି ପୁଅକୁ ଗାଳି କରିବାର ପରିଣାମ । ନିଜ ମାଆକୁ ଗୁଳି କରିଛି ନାବାଳକ ପୁଅ । ବାପାଙ୍କ ପିସ୍ତଲରୁ କରିଛି ନିର୍ମମ ହତ୍ୟା ।
ଆଜି ଏମିତି ଏକ ଭୟଙ୍କର ଘଟଣା…
ଅଲିମ୍ପିକ ସରିବା ପରେ ବିଶ୍ୱ ଦେଖିବ ଯୁଦ୍ଧର ଝଲକ: ନିଜ ଜିଦରେ ଅଟଳ ଶକ୍ତିଶାଳୀ ରୁଷ୍
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ଏକ ଭୟଙ୍କର ଯୁଦ୍ଧ ଆଶଙ୍କା ମଧ୍ୟରେ ରହିଛି । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ବିଶ୍ୱର ଅନେକ…
ଭାରତୀୟ ନୌସେନାକୁ ବଡ଼ ସଫଳତା: ପାକ୍ ରାସ୍ତାରେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ
ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଭାରତୀୟ ନୌସେନା ସହିତ ମିଶି ଏକ ବଡ ଅପରେସନକୁ ସଫଳ କରିଛନ୍ତି। ପାକିସ୍ତାନ ରାସ୍ତା ଦେଇ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି।…
ଛାଡପତ୍ରର ୨୪ ଘଣ୍ଟା ନପୁରୁଣୁ ବାହାହେଲେ ୪୯ ବର୍ଷୀୟ ସାଂସଦ: ନିଜଠାରୁ ୩୧ ବର୍ଷ ସାନ ଝିଅକୁ କଲେ ବିବାହ
ନୂଆଦିଲ୍ଳୀ: ପାକିସ୍ତାନର ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ତଥା ସାଂସଦ ଆମିର୍ ଲିୟାକତ ତୃତୀୟ ବିବାହ କରିଛନ୍ତି । ସେ ନିଜ ବୟସରୁ ୩୧ବର୍ଷ ସାନ ଜଣେ ଛାତ୍ରୀଙ୍କୁ ଗୁରୁବାର ରାତିରେ ବିବାହ କରିଥିବା ଜଣାପଡ଼ିଛି । ସେ…
ମହିଳାଙ୍କ ଋତୁସ୍ରାବ ଉପରେ ପ୍ରଭାବ ପକାଉଛି mRNA ଭାକସିନ୍
ନୂଆଦିଲ୍ଲୀ: ୟୁରୋପିଆନ୍ ମେଡିସିନ୍ ଏଜେନ୍ସିର ସୁରକ୍ଷା ସମିତି ଶୁକ୍ରବାର ଦିନ କହିଛନ୍ତି ଯେ, ଫାଇଜର୍ ଓ ମଡର୍ଣ୍ଣା ଭାକସିନ୍ ନେଇଥିବା ମହିଳାଙ୍କ ଠାରେ ମାସିକ ଋତୁସ୍ରାବରେ ସମସ୍ୟା ଦେଖାଯାଇଛି । ଏହାକୁ ନେଇ ଏବେ…
ଏଲ୍ଏସିରେ ପୁଣି ଚୀନ୍ର ଚାଲ୍ବାଜୀ, ଲଦାଖରେ ଡ୍ରାଗନ୍ ସେନା ଅନୁପ୍ରବେଶ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ଏଲ୍ଏସିରେ ଉତ୍ପାତ ଆରମ୍ଭ କରିଛି ଚୀନ । ବାସ୍ତବିକ ନିୟନ୍ତ୍ରଣ ରେଖାରେ ଚୀନର ଚାଲବାଜୀ ଦେଖିବାକୁ ମିଳିଛି । ଲଦାଖରେ ଡ୍ରାଗନ ସୈନ୍ୟମାନେ ନିୟନ୍ତ୍ରର ରେଖା ଡେଇଁ…
ରେଷ୍ଟୁରାଣ୍ଟକୁ ପଶି ଆସିଲା ଗୋଧି: ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ମହିଳା, ଦେଖନ୍ତୁ ମଜାଦାର ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟକୁ ମଣିଷ ଖାଇବାକୁ ଯାଇଥାଏ । ଆପଣ ଖାଉଥିବା ସମୟରେ ଯଦି ଏକ ଗୋଧି ପଶିଆସେ ତେବେ ଆପଣ କଣ କରିବେ । ଏମିତି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଘଟଣାଟି…
ହୋଇଛି କି କରୋନା ଭାଇରସର ଅନ୍ତ? ଜାଣନ୍ତୁ କ’ଣ କହିଲେ ‘ହୁ’ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ
ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ମହାମାରୀ ଏବେ ଶେଷ ହୋଇଛି । ତେବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସୌମ୍ୟା ସ୍ୱାମୀନାଥନ ଚେତାବନୀ…