Browsing Category
ବିଦେଶ
ପାକିସ୍ତାନରେ ଶିଖ୍ ଡାକ୍ତରଙ୍କୁ ଗୁଳି କରି ହତ୍ୟା
ପାକିସ୍ତାନର ପେଶାୱରରେ ଗୁରୁବାର କିଛି ଅଜଣା ଦୁର୍ବୁତ୍ତ ଜଣେ ଶିଖ୍ ଚିକିତ୍ସକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶିଖ୍ ହକିମଙ୍କ ନାମ ସତନାମ ସିଂହ । ସତନାମ ସିଂହ ଚାରସଡ୍ଡା ରୋଡଠାରେ ଏକ କ୍ଲିନିକ ଚଳାଉଥିଲେ ।…
ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବେ ଏହି ବ୍ୟକ୍ତି
ନୂଆଦିଲ୍ଲୀ: ବୁଧବାର କ୍ଷମତାସୀନ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସର୍ବସମ୍ମତିକ୍ରମେ ଫୁମିଓ କିଶିଦା ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା…
୧୩ ବର୍ଷିୟା ନାବାଳିକାକୁ ବିବାହ କରାଇବାକୁ ଚାହୁଛନ୍ତି ତାଲିବାନୀ ଆତଙ୍କୀ, ଏମିତି ଦୁଃଖ ଜଣାଇଲା ସାନ ଭାଇ
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବ୍ଚା କରିବା ପରଠାରୁ ସେଠାରେ ସାଧାରଣ ଲୋକଙ୍କ ଉପରେ ତାଲିବାନୀଙ୍କ ଅତ୍ୟାଚାର ଲାଗିରହିଛି । ସେପଟେ ତାଲିବାନୀ ଆତଙ୍କୀମାନେ କିଶୋରୀ ଝିଅଙ୍କ ସହ ବିବାହ କରିବା ପାଇଁ ସେମାନଙ୍କ…
ପୂରା ରାତି ବାପାମା’ ମୋବାଇଲରେ ଗେମ୍ ଖେଳୁଥିଲେ, ବେଡରୁ ଖସି ଶିଶୁର ଜୀବନ ଚାଲିଗଲା ଜାଣିପାରିଲେନି
ନୂଆଦିଲ୍ଲୀ: ୧୯ ମାସର ଶିଶୁର ବାପା ମାଆ ଟିଭି ଦେଖିବାରେ ଓ ମୋବାଇଲ୍ ରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ, ଝିଅର ମୃତ୍ୟୁ ହୋଇଗଲା ଜାଣିପାରିଲେନି । ନୀରିହ ଶିଶୁଟି ଖଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଖୁବ୍ ଜୋରରେ…
ପୋଲିସ୍ କର୍ମୀଙ୍କ ମୁହଁ ଉପରକୁ ଫୋପାଡ଼ିଲେ ୟୁରିନ୍, ଥାନାରେ କଲେ ହଙ୍ଗାମା
ୱାଶିଂଟନ୍: ପୋଲିସ୍ କର୍ମୀଙ୍କ ଉପରେ ୟୁରିନ୍ ଦ୍ୱାରା ଓଦା ହୋଇଥିବା ପ୍ୟାଣ୍ଟ ଫୋପାଡ଼ି ଅଡ଼ୁଆରେ ପଡ଼ିଛନ୍ତି ଜଣେ ଆମେରିକୀ ଯୁବତୀ । ଖାଲି ପୋଲିସ୍ କର୍ମୀଙ୍କ ଉପରେ ନୂହେଁ ବରଂ ସିକ୍ୟୁରିଟି ଗାର୍ଡ଼ ଏବଂ ଅନ୍ୟ ୨ ଜଣ…
ନିଶାରେ ଏତେ ଚୁର କି ନିଜକୁ ଖୋଜିବାକୁ ଗଠିତ ଅନୁସନ୍ଧାନକାରୀ ଦଳ ସହ ବାହାରିଲା ମଦୁଆ
ନୂଆଦିଲ୍ଳୀ: ଜଣେ ୫୦ ବର୍ଷୀୟ ମଦୁଆ ଏମିତି କିଛି କାମ କରିଛି ଯାହା ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ନିଖୋଜ ହୋଇଥିବା ଜଣେ ମଦୁଆକୁ ଖୋଜିବା ପାଇଁ ଗୋଟିଏ ଟିମ ଗଠନ ହୋଇଥିବା ବେଳେ ଏହି ଟିମ ସହିତ ମିଶି ନିଜକୁ…
ଭାରତ ସରକାରଙ୍କ ସହ ପ୍ରଥମଥର କଥା ହେଲା ତାଲିବାନ୍, ବିମାନ ସେବା ପାଇଁ ନିବେଦନ
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେବା ପରେ ତାଲିବାନ୍ ପ୍ରଥମଥର ପାଇଁ ଆନୁଷ୍ଠାନିକ ଭାବେ ଭାରତ ସହ କଥା ହୋଇଛି । ୨ ଦେଶ ମଧ୍ୟରେ ବିମାନ ସେବା ପୁଣି ଆରମ୍ଭ କରିବାକୁ ଭାରତ ସରକାରଙ୍କୁ…
ସ୍ୱାମୀ ଆଗରେ ସ୍ତ୍ରୀର ଶରୀରକୁ ‘ସୁନ୍ଦର’ କହିଦେଲା ଡାକ୍ତର, ରାଗରେ ଆସି ନିର୍ଧୂମ୍….
ନୂଆଦିଲ୍ଲୀ: ରୋଗୀଙ୍କ ପ୍ରଶଂସା କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି । ମହିଳା ନିଜ ସ୍ୱାମୀଙ୍କ ଆଗରେ ଏହାର ଅଭିଯୋଗ କରିଥିଲେ, ଫଳରେ ରାଗରେ ଆସି ଡାକ୍ତରଙ୍କୁ ନିର୍ଦ୍ଧୁମ ପିଟିଛନ୍ତି ସ୍ୱାମୀ । ଏହି ମାମଲା ଆଗକୁ…
ପାକିସ୍ତାନରେ ଭୟଙ୍କର ଭାବେ ବଢ଼ୁଛି ବେକାରୀ, ଗୋଟିଏ ପିଅନ ପଦ ପାଇଁ ୧୫ ଲକ୍ଷ ଆବେଦନକାରୀ
ନୂଆଦିଲ୍ଲୀ: ପାକିସ୍ତାନରେ ବେକାରୀ ହାର ଉଦବେଗଜନକ ରହିଛି । ନିକଟରେ ଇମ୍ରାନ ଖାଁ ସରକାର ଦେଶରେ ବେକାରୀ ହାର ୬ ପ୍ରତିଶତ ରହିଥିବା ଦର୍ଶାଇଥିଲେ । ମାତ୍ର ଏହାକୁ ଭୁଲ ପ୍ରମାଣିତ କରି ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ୍…
ସୀମା ବିବାଦ ମଧ୍ୟରେ ପୁଣି ଥରେ ଅନୁପ୍ରବେଶ କଲା ଚୀନ୍
ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଥମିବାର ନାମ ନେଉନଥିବା ବେଳେ ପୁଣି ଥରେ ଅନୁପ୍ରବେଶ କରିଛି ଚୀନ୍ । ଚୀନର ପିପୁଲ୍ସ ଲିବରେସନ ଆର୍ମିର ୧୦୦ରୁ ଅଧିକ ଯବାନ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ନେଥଇ…