Browsing Category
ବିଦେଶ
୨୪ ଘଣ୍ଟା ଭିତରେ ୧୦ ଥର କରୋନା ଟିକା ଲଗାଇଲେ ଜଣେ ବ୍ୟକ୍ତି, ଆଉ ତା’ପରେ…
ନ୍ୟୁଜିଲ୍ୟାଣ୍ଡ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଣେ ବ୍ୟକ୍ତି କରୋନା ଟିକାକୁ ନେଇ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ସେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଥର…
ଆମେରିକାରେ ବାତ୍ୟାର ଭୟଙ୍କର ପରିଣାମ, ବର୍ତ୍ତମାନ ସୁଦ୍ଧା ୮୪ ଜଣଙ୍କର ମୃତ୍ୟୁ
ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ଭୟଙ୍କର ବାତ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୮୪ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।…
ତବଲିଗି ଜମାତ ଉପରେ କଟକଣା ଲଗାଇଲା ସାଉଦି ଆରବ, କହିଲା- ଏହି ସଂଗଠନ ଆତଙ୍କବାଦୀଙ୍କ ପ୍ରବେଶ ଦ୍ଵାର
ନୂଆଦିଲ୍ଲୀ : ସୁନ୍ନି ଇସଲାମି ଅତିବାଦୀ ସଂଗଠନ ତବଲିଗି ଜମାତ ଉପରେ କଟକଣା ଲଗାଇଲା ସାଉଦି ଆରବ। ସରକାର ଏହି ସଂଗଠନକୁ ଆତଙ୍କବାଦୀଙ୍କ ପ୍ରବେଶ ଦ୍ଵାର ବୋଲି କହିଛନ୍ତି। ସାଉଦି ଇସଲାମିକ ମାମଲାର ମନ୍ତ୍ରଣାଳୟ ତବଲିଗି…
ଆମେରିକାରେ ବାତ୍ୟା ରଚିଲା ତାଣ୍ଡବ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା
ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ବାତ୍ୟା ଯୋଗୁଁ ପ୍ରାୟ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । କେଣ୍ଟୁକିର ରାଜ୍ୟପାଳ ଏଣ୍ଡି…
କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍: ୨ ଦେଶ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍
କରାଚୀ:ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଖେଳିବା ପାଇଁ ଗୁରୁବାର ଦିନ ବନ୍ଦର ନଗରୀ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗସ୍ତରେ ଆସିଥିବା…
ଓମିକ୍ରୋନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବନ୍ଦ
ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରୋନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି । ଏହି…
ବିପିନ ରାୱତଙ୍କ ବିୟୋଗରେ ପାକିସ୍ତାନୀ ସୈନ୍ୟଙ୍କ ଟ୍ୱିଟ୍; କହିଲେ ଏମିତି
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହରାଇଥିବା ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ, ଏବଂ ବରିଷ୍ଠ ସେନାକର୍ମଚାରୀ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା…
୨୦ ବାଂଲାଦେଶ ଛାତ୍ରଙ୍କୁ ମିଳିଲା ଫାଶୀଦଣ୍ଡ; ଜାଣନ୍ତୁ କାହିଁକି
ଢାକା: ସୋସିଆଲ ମିଡିଆରେ ସରକାରଙ୍କ ଉପରେ ଆଲୋଚନା କରିଥିବା ଜଣେ ଛାତ୍ରଙ୍କୁ ୨୦୧୯ରେ ପିଟି ପିଟି ହତ୍ୟା କରିଥିବା ମାମଲାରେ ୨୦ ବିଶ୍ୱବିଦ୍ୟାୟଳ ଛାତ୍ରଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାପାଇଁ ରାୟ ଶୁଣାଇଛନ୍ତି…
ଓମିକ୍ରନର Stealth ଭର୍ସନ: ଆରଟିପିସିଆର ଟେଷ୍ଟରେ ବି ହେଉନି ଚିହ୍ନଟ
ନୂଆଦିଲ୍ଳୀ: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଓମିକ୍ରନ ଭାଇରସର ଏକ ଷ୍ଟେଲଥ୍ ଭର୍ସନ ବା ଚୋରା ଭର୍ସନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ ।…
UAE ସରକାରଙ୍କ ଐତିହାସିକ ନିଷ୍ପତ୍ତି, ଏବେ କର୍ମଚାରୀ ସପ୍ତାହକୁ ସାଢେ ଚାରି ଦିନ କରିବେ କାମ
ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରାଟ୍ସ(ୟୁଏଇ)ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଏବେ କର୍ମଚାରୀ ସପ୍ତାହକୁ ୫ ଦିନ ନୁହେଁ କାମ କରିବେ ସାଢେ ଚାରି ଦିନ। ସରକାରଙ୍କ ଏହି ନିଷ୍ପତ୍ତି କର୍ମଚାରୀ ମହଲରେ ଆନନ୍ଦର ଲହରି…