Browsing Category
ବିଦେଶ
କାବୁଲରେ ଆତଙ୍କୀ ଆକ୍ରମଣ ଆଶଙ୍କା; ରେଡ ଆଲର୍ଟ ଜାରି କଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଆଉ ଏକ ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା ଜାହିର କରାଯାଇଛି । ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନବନ୍ଦର ଉପରେ ଆକ୍ରମଣ ହେବାର ସମ୍ଭାବନା…
ପଞ୍ଜଶୀର ଦଖଲରେ ତାଲିବାନ ବିଫଳ; ଅନ୍ତିମ ପର୍ଯ୍ୟାୟରେ ଆମେରିକାର ଏୟାରଲିଫ୍ଟ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦେଖା ଦେଇଥିବା ଗୃହ ଯୁଦ୍ଧ ପରସ୍ଥିତି ଥମିବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ । ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତା ଅକ୍ତିଆର କରିଥିବା ବେଳେ ପଞ୍ଜଶୀର ଦଖଲ କରିବାରେ ବିଫଳ…
ରୁଷିଆ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ନେଇ ଚୁକ୍ତି କରିଛି ଭାରତ
ନୂଆଦିଲ୍ଲୀ: ଭାରତ ଜରୁରୀକାଳୀନ କ୍ରୟ ଅଧୀନରେ ରୁଷିଆ ନିକଟରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ପାଇଁ ଚୁକ୍ତି କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର ସଶସ୍ତ୍ର ବାହିନୀ ପାଇଁ ଏହି ଚୁକ୍ତିନାମା କରାଯାଇଛି,…
କରୋନା ମହାମାରୀ ମଧ୍ୟରେ ଡରାଇଲାଣି ରହସ୍ୟମୟୀ ରୋଗ ‘ହାୱାନା ସିଣ୍ଡ୍ରୋମ’, ଜାଣନ୍ତୁ ଲକ୍ଷଣ ଓ କାରଣ
ନୂଆଦିଲ୍ଲୀ: ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବା ବେଳେ ଏହାର ଡେଲଟା ଭାରିଆଣ୍ଟ୍ ଅନେକ ଦେଶରେ ଚିନ୍ତାଜନକ ପରିସ୍ଥିତିରେ ରହିଛି । ତେବେ ଏହି ସଂକ୍ରମଣ ମଧ୍ୟରେ ଦେଶରେ "ହାୱାନା ସିଣ୍ଡ୍ରୋମ୍" ନାମକ ରୋଗ…
କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା, ISର ଠିକଣା ଉପରେ କଲା ଡ୍ରୋନ୍ ଆକ୍ରମଣ
ୱାଶିଂଟନ୍: ଶନିବାର ସକାଳେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ବିରୋଧରେ ଡ୍ରୋନ ଆକ୍ରମଣ କରିଛି ଆମେରିକା । ଖବର ମିଳିଛି କି, ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ବିସ୍ଫୋରଣର ଆମେରିକା ପ୍ରତିଶୋଧ…
ରମିଜ୍ ରାଜା ହେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ
ଲାହୋର:ପୂର୍ବତନ କ୍ରିକେଟର ତଥା ଟିଭି ଭାଷ୍ୟକାର ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇବେ । ଆଜି ପର୍ଯ୍ୟନ୍ତ ଇସାନ ମନି ଏହି ପଦରେ ଥିଲେ । ତେବେ ପାକିସ୍ତାନ କ୍ରିକେଟର ଖରାପ…
କରାଚୀର ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୫ରୁ ଊଦ୍ଧ୍ୱର୍ ଜୀବନ୍ତ ଦଗ୍ଧ, ମୃତକଙ୍କ ସଂଖ୍ୟା ଆହୁରୀ ବଢ଼ିପାରେ
କରାଚୀ,: ପାକିସ୍ତାନର ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା କରାଚୀର ମେହରାନ୍ ସହରରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଅତିକମ୍ରେ ୧୫ଜଣ…
ମୁଁ ରାଷ୍ଟ୍ରପତି ଥିଲେ କାବୁଲ ଆକ୍ରମଣ ହୋଇ ନଥାନ୍ତା: ଟ୍ରମ୍ପ
ନୂଆଦିଲ୍ଲୀ: କାବୁଲ ଆକ୍ରମଣର ଗୋଟିଏ ଦିନ ପରେ ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନଙ୍କ ଉପରକୁ ଶାଣିତ ଆକ୍ରମଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ମୁଁ ରାଷ୍ଟ୍ରପତି ଥିଲେ ଏହି ଆକ୍ରମଣ କେବେବି ସମ୍ଭବ ହୋଇ…
ଗୁପ୍ତାଙ୍ଗ ଚଟେଇ ସ୍ୱାମୀକୁ ହଟେଇବାର ଯୋଜନା; ମାତ୍ର ଓଲଟିଗଲା ବାଜି
ନୂଆଦିଲ୍ଲୀ: ବ୍ରାଜିଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀକୁ ଜୀବନରୁ ମାରିବା ପାଇଁ ସ୍ତ୍ରୀ ଏମିତି ଯୋଜନା କରିଥିଲା କି ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ମହିଳା ଜଣକ ସ୍ୱାମୀକୁ ହତ୍ୟା କରିବା ପାଇଁ ନିଜ…
ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ୍; ଭାରତରେ ଜରୁରୀ ଅବତରଣ କଲା ବିଦେଶୀ ବିମାନ
ନୂଆଦିଲ୍ଲୀ: ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ବେଳେ ନାଗପୁରରେ ଜରୁରୀ ଅବତରଣ କରିଛି ଏକ ବିଦେଶୀ ବିମାନ । ଢାକାରୁ ମସ୍କଟ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନଟିରେ ୧୨୬ ଜଣ ଯାତ୍ରୀ…