Browsing Category

ବିଦେଶ

ସିରିଆର ସାମ୍ପ୍ରତିକ ସ୍ଥିତି ଉପରେ କ’ଣ କହିଲା ଭାରତ ?

ନୂଆଦିଲ୍ଲୀ: ସିରିଆର ସାମ୍ପ୍ରତିକ ସ୍ଥିତିକୁ ନେଇ ସୋମବାର ଭାରତ ପ୍ରତିକ୍ରିୟା ରଖିଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ସିରିଆର ଗତିବିଧି ଉପରେ ନଜର ରଖିଛୁ । ସିରିଆର ଏକତା, ସାର୍ବଭୌମତ୍ୱ ଏବଂ…

(Video) ଦୁଇ ମିଲିଟାରୀ ହେଲିକପ୍ଟର ପରସ୍ପର ସହ ଧକ୍କା: ଦୁର୍ଘଟଣାରେ ୫ ସେନା କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ତୁର୍କୀରୁ ଆସିଛି ଏକ ବଡ଼ ଖବର । ଦୁଇ ସେନା ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ଗୋଟିଏ ହେଲିକପ୍ଟରରେ ଯାତ୍ରା କରୁଥିବା ୫ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଦ୍ୱିତୀୟ…

ବାଙ୍ଗଲାଦେଶ: ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ କରିବାକୁ ଭାରତୀୟ ବିଦେଶ ସଚିବଙ୍କ ପରାମର୍ଶ

ନୂଆଦିଲ୍ଲୀ- ବାଙ୍ଗଲାଦେଶରେ ଜାରି ହିଂସା ଭିତରେ ଭାରତୀୟ ବିଦେଶ ସଚିବ ବିକ୍ରମ ମିଶ୍ରି ଢାକାରେ ପହଞ୍ଚିଛନ୍ତି । ସେଠାରେ ହିନ୍ଦୁ ସମୁଦାୟ ଓ ଧର୍ମସ୍ଥଳୀ ଉପରେ ହେଉଥିବା ଆକ୍ରମଣକୁ ନେଇ ଦୁଃଖ ବ୍ୟକ୍ତ କରିବା ସହ ଏହାକୁ…

ମଧୁଚନ୍ଦ୍ରିକାର ପ୍ରତିଟି ମୁହୂର୍ତ୍ତରେ ଯୁବତୀଙ୍କ ଆଖିରେ ଲୁହ, କିନ୍ତୁ କାହିଁକି?

ନୂଆଦିଲ୍ଲୀ- ହନିମୁନ କଥା କହିଲେ ମନକୁ ଅନେକ ରଙ୍ଗିନ ଭାବନା ଆଛାଦିତ କରିଥାଏ । ଦମ୍ପତି ଏମିତି ବୁଲିଥିବେ, ଏମିତି ଗପ କରିଥିଲେ, ଏମିତି ପରସ୍ପରକୁ ଆଲିଙ୍ଗନ କି ନିଜ ପ୍ରେମ ପ୍ରକାଶ କରିଥିବେ ବା ଦାମ୍ପତ୍ୟ ଜୀବନକୁ…

Video- ‘ମୋ ପ୍ରେମିକାର ଲମ୍ବା ମାତ୍ର ୨୦ ଫୁଟ’, ଯୋଡି ଦେଖିଲେ ଲୋମ ଟାଙ୍କୁରିଯିବ

ନୂଆଦିଲ୍ଲୀ- ଏମିତି କିଛି ମଣିଷ ଅଛନ୍ତି, ଯେଉଁମାନେ ସେମାନଙ୍କ କିଛି ଅଜବ ହରକତରେ ଲୋକଙ୍କ ହୋସ ଉଡେଇ ଦିଅନ୍ତି । ସେମିତି ହୋସ ଉଡେଇବା ପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଜଣେ ବ୍ୟକ୍ତି…

ଫେକ୍ କଲରେ ଲାଗିବ ଲଗାମ୍……. ଅନଲାଇନ୍ ସ୍କାମରଙ୍କୁ ସାବାଡ୍ କରିବା ପାଇଁ ଆସିଗଲେ ଡେଜି ଦାଦି…କଥାରେ ସ୍କାମର ହେବ…

ନୂଆଦିଲ୍ଲୀ: ମୋବାଇଲ ଇଣ୍ଟରନେଟ ବ୍ୟବହାର ବଢ଼ିବା ସାଙ୍ଗକୁ ଅନଲାଇନ୍ ସ୍କାମ ମଧ୍ୟ ବଢ଼ିବାରେ ଲାଗିଛି । ଠକମାନେ ନିଜ କଥା ଜାଲରେ ଫସେଇ ଟଙ୍କା ହଡପ କରିବାରେ ଲାଗିଛନ୍ତି । ଠକାମୀର ଶିକାରହୋଇଥିବା ଲୋକ ସତ ଜାଣିଲାବେଳକୁ…

ରୁଷରେ ଆଶ୍ରୟ ନେଲେ ସିରିଆ ରାଷ୍ଟ୍ରପତି, ରାଷ୍ଟ୍ରପତି ଭବନରେ ପ୍ରବେଶ କଲେ ବିଦ୍ରୋହୀ

ନୂଆଦିଲ୍ଲୀ: ବର୍ତ୍ତମାନ ସିରିଆରେ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି । ବିଦ୍ରୋହୀ ଗୋଷ୍ଠୀ ସିରିଆ ସରକାରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି । ଏଭଳି ପରିସ୍ଥିତିରେ ସିରିଆ ରାଷ୍ଟ୍ରପତି ବଶର୍ ଅଲ୍ ଅସଦ ଦାମାସ୍କସ ଛାଡ଼ି…

ଭାରତର ବଡ଼ ବିଜୟ: ଡିସେମ୍ବର ୨୧ରେ ସାରା ଦୁନିଆରେ ‘ବିଶ୍ୱ ଧ୍ୟାନ ଦିବସ’ ପାଳନ କରାଯିବ, ପ୍ରସ୍ତାବକୁ ଜାତିସଂଘର ମଞ୍ଜୁରୀ

ନୂଆଦିଲ୍ଲୀ: ଡିସେମ୍ବର ୨୧ରେ ସାରା ଦୁନିଆରେ ‘ବିଶ୍ୱ ଧ୍ୟାନ ଦିବସ’ ଭାବେ ପାଳନ କରାଯିବ । ମିଳିତ ଜାତିସଂଘ ମହାସଭାରେ ଭାରତ ଦ୍ୱାରା ସହ-ପ୍ରାୟୋଜିତ ଏକ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି । ଏହାଫଳରେ…

ପ୍ଲେନ୍ କ୍ରାଶରେ ସିରିଆ ରାଷ୍ଟ୍ରପତିଙ୍କ ମୃତ୍ୟୁ? ଯେଉଁ ବିମାନରେ ବଶର ଅଲ ଅସଦ ଦେଶ ଛାଡ଼ିଥିଲେ, ତାହା ରାଡାରରୁ ଗାଏବ୍

ନୂଆଦିଲ୍ଲୀ: ସିରିଆରେ ଦେଖାଦେଇଥିବା ଭୟଙ୍କର ସ୍ଥିତି ଏବେ ବିଶ୍ୱର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡ଼ି ଏକ ଅଜ୍ଞାତ ସ୍ଥାନକୁ ପଳାୟନ କରିବା ପରେ ଏବେ ଦେଶରେ ଭୟଙ୍କର ସ୍ଥିତି ଦେଖିବାକୁ…

ବଶର ଅଲ-ଅସଦ ‘ଇସ୍ତଫା’ ଦେଇଥିବା ସ୍ପଷ୍ଟ କଲା ଋଷିଆ: ‘ସେ ଦେଶ ଛାଡ଼ିଛନ୍ତି’ ବୋଲି କହିଲେ ସିରିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସିରିଆରେ ଦେଖାଦେଇଥିବା ଭୟଙ୍କର ସ୍ଥିତି ଏବେ ସାରା ବିଶ୍ୱବାସୀଙ୍କ ପାଇଁ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡ଼ି ଏକ ଅଜ୍ଞାତ ସ୍ଥାନକୁ ପଳାୟନ କରିବା ପରେ ଏବେ ଦେଶରେ…