fbpx
Browsing Category

ବିଦେଶ

ପାକିସ୍ତାନର ଅହମ୍ମଦପୁର ସିଆଲରେ ଥିବା ରାମ-ସୀତା ମନ୍ଦିରକୁ କରିଦେଲେ ଚିକେନ୍ ଦୋକାନ୍, ଦେଖନ୍ତୁ ଭାଇରାଲ Video

ଅହମ୍ମଦପୁର: ପାକିସ୍ତାନର ଅହମ୍ମଦପୁର ସିଆଲରେ ଅବସ୍ଥିତ ରାମ-ସୀତା ମନ୍ଦିରର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ହିନ୍ଦୁ ମନ୍ଦିରକୁ ଚିକେନ୍ ଦୋକାନରେ ପରିଣତ କରାଯାଇଛି । ମନ୍ଦିରର…

୬ ବର୍ଷର ବାଳକ ଶିକ୍ଷକଙ୍କୁ ଚଳାଇଲା ଗୁଳି: ଲାଳନ ପାଳନରେ ଅବହେଳା କାରଣରୁ ମା’ଙ୍କୁ ହେଲା ଜେଲ ଦଣ୍ଡ

ନୂଆଦିଲ୍ଲୀ: ଗୁରୁ-ଶିଷ୍ୟ ମଧ୍ୟରେ ସମ୍ପର୍କ ବେଶ ଭିନ୍ନ ଏବଂ ସ୍ୱତନ୍ତ୍ର । କିନ୍ତୁ ଆମେରିକାର ଭର୍ଗିନିଆରେ ଦେଖିବାକୁ ମିଳିଛି ବିଲକୁଲ ଓଲଟା ଦୃଶ୍ୟ । ଏଠାରେ ଏକ ୬ ବର୍ଷର ବାଳକ ନିଜ ଶିକ୍ଷକଙ୍କୁ ଗୁଳି ଚଳାଇଥିବା…

ଘୂର୍ଣ୍ଣିବଳୟ ପରେ ଗଛରୁ ଜୀବିତ ଉଦ୍ଧାର ହେଲା ୪ ମାସର ଶିଶୁ

କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ଇଶ୍ୱରଙ୍କ କୃପା ଦୃଷ୍ଟି ଯାହା ଉପରେ ପଡ଼େ ବଡ଼ ବିପଦ ବି ପାଖ ମାଡ଼ିନଥାଏ । ଏପରି ଏକ ଚମତ୍କାର ଦେଖିବାକୁ ମିଳିଛି ଆମେରିକାରେ । ବବିସି ରିପୋର୍ଟ ଅନୁଯାୟୀ…

ଷ୍ଟେଜ ଉପରେ ଗାଉଥିଲେ ଗୀତ, ହଠାତ ହେଲା ହୃଦଘାତ: ଘଟଣାସ୍ଥଳରେ ଟଳିପଡ଼ିଲେ ଏହି ୩୦ ବର୍ଷୀୟ ଗାୟକ

ବ୍ରାଜିଲ: ଗୀତ ଗାଉଥିବା ସମୟରେ ହଠାତ ହୃଦଘାତ ହେବାରୁ ଜଣେ ପ୍ରସିଦ୍ଧ ଗାୟକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଅଭାବନୀୟ ଘଟଣା ଘଟିଛି ବ୍ରାଜିଲରେ । ଲୋକପ୍ରିୟ ବ୍ରାଜିଲୀୟ ଗସ୍ପେଲ ଗାୟକ ପେଡ୍ରୋ…

ଭାରତୀୟଙ୍କ ପାଇଁ ଭିସା ଆବଶ୍ୟକତା ଦୂର କରିବ ଇରାନ

ନୂଆଦିଲ୍ଲୀ: ଏଣିକି ଭାରତୀୟ ଯାତ୍ରୀଙ୍କ ପାଇଁ ଭିସା ଆବଶ୍ୟକତା ଦୂର କରିବ ଇରାନ। ତେହେରାନ ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ଘୋଷଣା ଅନୁଯାୟୀ, ଭାରତ ଭିସା ଛାଡ଼ ତାଲିକାରେ ରହିଛି, ଯେଉଁଥିରେ ରୁଷିଆ, ସାଉଦି…

ମୃତ୍ୟୁର ୧୦ ଦିନ ପରେ ହେଲେ ମା’: ମହିଳାଙ୍କ ମୃତଦେହରୁ ଜନ୍ମ ନେଲା ଶିଶୁପୁତ୍ର

ନୂଆଦିଲ୍ଲୀ: ଜଣେ ମହିଳା ମରିବାର ୧୦ ଦିନ ପରେ ଏକ ପିଲାକୁ ଜନ୍ମ ଦେଇଛନ୍ତି । ମୃତଦେହକୁ କଫିନ୍ ଭିତରେ କବର ଦେବା ପରେ ମଧ୍ୟ ଜନ୍ମ ନେଇଛି ଏକ ଶିଶୁପୁତ୍ର । ମହିଳାଙ୍କ ଶବକୁ ପୋତିବାର ୧୦ ଦିନ ପରେ କଫିନ ଭିତରୁ ହଠାତ୍…

ବିଲାୱାଲ ଭୁଟ୍ଟୋ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ! ପିପିପି ମଧ୍ୟ ଜାରଦାରୀଙ୍କୁ ନେଇ କଲା ଏହି ବଡ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏବଂ ରାଷ୍ଟ୍ରପତି ପଦ ପାଇଁ ଜରଦାରୀଙ୍କୁ ପାକିସ୍ତାନ ପିପୁଲ୍ସ ପାର୍ଟି ଘୋଷଣା କରିଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)…

ସାରା ବିଶ୍ୱରେ ମୋଦୀଙ୍କ ଜଲୱା: ଏହି ସବୁ ଦେଶରୁ ମିଳିଛି ଏତିକି ସର୍ବଶେଷ୍ଠ ସମ୍ମାନ, ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: "ନରେନ୍ଦ୍ର ମୋଦୀ" ଏହା ଏବେ ଏକ ସାଧାରଣ ନାମ ନୁହେଁ ବରଂ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ଶବ୍ଦ। ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ନେତା ମୋଦୀଙ୍କ ଜୀବନଶୈଳୀକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି। କାରଣ ଜଣେ…

(Video) ନିଜର ମଳ ବିକ୍ରି କରି କୋଟି କୋଟି ଟଙ୍କା କରୁଛନ୍ତି ରୋଜଗାର, ବଞ୍ଚାଇଛନ୍ତି ହଜାର ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ: କୌଣସି ଜୀବନ୍ତ ବ୍ୟକ୍ତି ନଥିବେ ଯିଏ ଦୈନନ୍ଦିନ ମଳତ୍ୟାଗ କରୁନଥିବେ, ସମସ୍ତେ ଏହା କରନ୍ତି। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଆପଣଙ୍କ ଦୈନନ୍ଦିନ ଝାଡାର ମୂଲ୍ୟ ୫୦୦ ଡଲାର ତେବେ ଆପଣ ଆଶ୍ଚର୍ଯ୍ୟ…

ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ପୁଣି ଜୀବିତ ହେଲେ ମହିଳା: ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

ନୂଆଦିଲ୍ଲୀ: ଆମେମାନେ ସମସ୍ତେ ଜାଣିଛୁ ଯେ ମୃତ୍ୟୁ ପରେ କେହି ଜୀବିତ ଫେରି ଆସନ୍ତି ନାହିଁ । କିନ୍ତୁ ଆମେରିକାରେ ଏହାର ଠିକ ଓଲଟା ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ମୃତ୍ୟୁ ପରେ ଜୀବନ୍ତ ହୋଇ ଏହି କଥାକୁ…