fbpx
Browsing Category

ବିଦେଶ

ବଣ୍ଡ ବିକି ଋଣ ଯୋଗାଡ କରୁଛି ଆମେରିକା, ୭୮ ଥର ବଦଳିଲାଣି ଋଣ ନେବାର ସୀମା

ୱାଶିଂଟନ୍:ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ୍ରଆମେରିକା । ବାହାରକୁ ଏହା ଶକ୍ତିଶାଳୀ ଦେଖାଯାଉଥିଲେ ମଧ୍ୟ ଏହାର ଭିତରର ସ୍ଥିତି କିଛି ଅଲଗା । ଏବେ ଏହି ରାଷ୍ଟ୍ର ଋଣ ଭାରରେ ବୁଡି ଯିବାକୁ ବସିଲାଣି । କୁହାଯାଉଛି…

୬୮ ବର୍ଷର ବନ୍ଧୁତାରେ ଫାଟ! FATFର ‘ବ୍ଲାକ ଲିଷ୍ଟ’ରୁ ଆମକୁ ବଞ୍ଚାଅ, ନଚେତ୍ ତେଲ ଓ ପ୍ରତିରକ୍ଷା ଡିଲ୍ ବାତିଲ, ଭାରତକୁ ରୁଷର ଧମକ- ରିପୋର୍ଟ

ନୂଆଦିଲ୍ଲୀ: ଭାରତ-ରୁଷ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତା ବିଷୟରେ ସାରା ବିଶ୍ୱ ଭଲରେ ଅବଗତ ଅଛି । ଦେଶ ସ୍ୱାଧିନ ହେବା ପରେ ୧୯୫୫ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସୋଭିଏତ ସଂଘ ଗସ୍ତରେ ଯିବା ପରେ ଦୁଇ…

ଦୁଇ ମାସରେ ୪ଟି ଚିତା ପ୍ରାଣ ହରାଇଲେଣି: କାହିଁକି ଭାରତରେ ଚିତା ମୃତ୍ୟୁବରଣ କରୁଛନ୍ତି, କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ ଅବସରରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ୮ଟି ଚିତା ଭାରତକୁ ଅଣାଯାଇଥିଲା । କୁନୋ ଜାତୀୟ ପାର୍କକୁ ମୋଟ ୨୦ଟି…

ମୋଦୀ ହେଉଛନ୍ତି ବିଶ୍ୱର ବସ୍: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ:ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଏହି କ୍ରମରେ ସିଡନୀରେ ଆୟୋଜିତ୨୦ ହଜାର ଭାରତୀୟଙ୍କ ଏକ ଉଦବୋଧନ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭୁରି ଭୁରି…

ସିଡନୀରେ ଭାରତୀୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ- ଭାରତ ହେଉଛି ବିଶ୍ୱର ସବୁଠୁ ବଡ ଯୁବ ପ୍ରତିଭାର କାରଖାନା

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡିନ୍‌ରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଅଷ୍ଟ୍ରେଲିଆର ସମ୍ପର୍କ…

ସିଡନୀରେ ପିଏମ ମୋଦୀଙ୍କୁ ଅନନ୍ୟ ସ୍ୱାଗତ ; ଆକାଶରେ ଲେଖା ହେଲା ୱେଲକମ୍ ମୋଦୀ , ଶହ ଶହ ଲୋକଙ୍କ ଭିଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ବିଦେଶ ଗସ୍ତରେ ଯାଇ ଅଷ୍ଟ୍ରେଲିଆର ସିଡନୀରେ ରହିଛନ୍ତି । ଅଷ୍ଟ୍ରେଲିଆରେ ମୋଦୀଙ୍କୁ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବୋର୍ଦ୍ଧନା ଦିଆଯାଉଛି । ଗତକାଲି…

ପୁଣି ଫେରୁଛି କରୋନା! ଜୁନରେ ଆସିପାରେ କୋଭିଡ-୧୯ର ନୂଆ ଲହର, ଚୀନ ଏକ୍ସପର୍ଟଙ୍କ ବୟାନକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ଧରି ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ପୁଣି ଥରେ ଚିନ୍ତା ବଢ଼ିଯାଇଥିଲା । ବିଭିନ୍ନ ଦେଶରେ ଅଚାନକ ମାମଲା ବୃଦ୍ଧିକୁ ନେଇ ବିଶ୍ୱ…

ବଡ଼ ଦୁଃଖ ଖବର: ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ୧୯ ସ୍କୁଲ ପିଲାଙ୍କ ଜୀବନ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି ବି କହିପାରିବେ ନାହିଁ । ତେବେ ଏପରି ଭାବେ ଗୋଟିଏ ସ୍କୁଲରେ ନିଆଁ ଲାଗି ବହୁ ସ୍କୁଲ ପିଲାଙ୍କର ଜୀବନ ଅକାଳରେ ଚାଲିଯାଇଛି । ଏହି…

RRR ଅଭିନେତାଙ୍କ ପରଲୋକ: ଜନ୍ମ ଦିବସ ପୂର୍ବରୁ ଉଠିଲା କୋକେଇ

ନୂଆଦିଲ୍ଲୀ: ଏସ.ଏସ. ରାଜମୌଲୀଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ ଆରଆରଆର ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଫିଲ୍ମଟି ଭାରତରେ କମାଲ କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ‘ନାଟୁ ନାଟୁ’ ଓରିଜିନାଲ ଗୀତ…

ଅଷ୍ଟ୍ରେଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ ; ବିଦେଶ ମାଟିରେ ତ୍ରିରଙ୍ଗା ହଲାଇ ମୋଦୀଙ୍କୁ କରାଗଲା ସ୍ୱାଗତ

ନୂଆଦିଲ୍ଲୀ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କର ତିନି ଦିନିଆ ବିଦେଶ ଗସ୍ତର ତୃତୀୟ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନିରୁ ଅଷ୍ଟ୍ରେଲିଆର ସିଡନୀରେ…