Browsing Category

ବିଦେଶ

ଟ୍ରମ୍ପଙ୍କ ଶପଥ ଗ୍ରହଣରେ ବାଧକ ସାଜିଲା ଶୀତ, ଜାଣନ୍ତୁ କେଉଁଠି ହେବ ସମାରୋହ

ୱାଶିଂଟନ୍: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ୍ । ବର୍ତ୍ତମାନ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ବଡ଼ ଖବର ସାମ୍ନାକୁ ଆସଛି । ଭୀଷଣ ଶୀତ ଯୋଗୁଁ ଟ୍ରମ୍ପଙ୍କ ଶପଥ…

ରୁଷ ସେନାରେ ନିଯୁକ୍ତ ୧୨ ଭାରତୀୟ ମୃତ, ୧୬ ନିଖୋଜ

କ୍ୱିଭ୍/ମସ୍କୋ,୧୭ା୧: ରୁଷ-ୟୁକ୍ରେନ ଯୁଦ୍ଧରେ କେରଳ ତି୍ରଶୂରର ନାଗରିକ ବିନିଲ ବାବୁଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମନ୍ତ୍ରଣାଳୟ ତାଙ୍କ…

ସରକାରଙ୍କ ପକ୍ଷରୁ ମିଳିଗଲା ଅନୁମତି, ଏଣିକି ଘରେ ଖୁଲମଖୁଲା ରଖିପାରିବେ ବାଘ-ସିଂହ!

ନୂଆଦିଲ୍ଲୀ: ପାକିସ୍ତାନର ପୋଷା ସିଂହ ଏବଂ ଚିତାବାଘର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଠାକାର ଲୋକମାନେ ଏହି ବିପଦପୂର୍ଣ୍ଣ ବନ୍ୟ ପ୍ରାଣୀଙ୍କୁ ବେଆଇନ ଭାବରେ ନିଜ ଘରେ ରଖନ୍ତି।…

ଇମ୍ରାନଙ୍କ ଜେଲରୁ ବାହାରିବା ସ୍ୱପ୍ନ ମଉଳିଲା, କୋର୍ଟ ପରିସରରୁ ସ୍ତ୍ରୀ ବୁଶ୍ରାଙ୍କୁ ବାନ୍ଧିଲା ପୋଲିସ

ଇସଲାମାବାଦ୍: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ । ଇମ୍ରାନଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ମଧ୍ୟ ୭ ବର୍ଷ ଜଲେ ଦଣ୍ଡ ଶୁଣାଣି କରିଛନ୍ତି ନ୍ୟାୟାଳୟ ।…

ସ୍ପେନ ଯାଉଥିବା ବେଳେ ଓଲଟିଲା ଡ଼ଙ୍ଗା, 40ରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଜଡିତ ଏକ ବଡ଼ ଦୁର୍ଘଟଣାର ହୃଦୟବିଦାରକ ଖବର ସାମ୍ନାକୁ ଆସୁଛି । ସ୍ପେନ ଯାଉଥିବା ସମୟରେ ମରକ୍କୋ ନିକଟରେ ସମୁଦ୍ରରେ ଏତ ଡ଼ଙ୍ଗା ବୁଡି ଯାଇଛି । ଏହି ବଡ଼ ଦୁର୍ଘଟଣାରେ 40ରୁ ଅଧିକ…

ଟ୍ରମ୍ପଙ୍କୁ ଡରିଗଲେ ଟ୍ରୁଡୋ! ନିର୍ବାଚନ ପୂର୍ବରୁ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି

ଅଟାୱା,୧୬ା୧: ଖାଲିସ୍ତାନ ସମର୍ଥକ ତଥା ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ କରି ସମ୍ପର୍କ ନଷ୍ଟ କରିବା ପରେ କାନାଡା ପ୍ରଧାନମନ୍ତ୍ରୀ ସବୁ ଦିଗରୁ ହାରିଯାଇଛନ୍ତି।…

ବାଂଲାଦେଶରେ HMPV ସଂକ୍ରମିତ ମହିଳାଙ୍କ ମୃତ୍ୟୁ, ପୂର୍ବରୁ ଏହି ରୋଗରେ ଥିଲେ ପୀଡିତ

କରୋନା ପରେ ଏବେ ହ୍ୟୁମାନ୍ ମେଟାପ୍ନ୍ୟୁମୋଭାଇରସ୍ (ଏଚଏମପିଭି)ର ବଢ଼ୁଥିବା ମାମଲା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଆରମ୍ଭ କରିଛି । ଗୁରୁବାର ଲକ୍ଷେ୍ନøରେ ଏଚଏମପିଭି ଯୋଗୁଁ ପ୍ରଥମ ମୃତ୍ୟୁ ରିପୋର୍ଟ ହୋଇଛି । ଭାରତର…

BARC ସମେତ ୩ଟି ଭାରତୀୟ ପ୍ରତିଷ୍ଠାନ ଉପରୁ ବ୍ୟାନ୍ ହଟାଇଲା ଆମେରିକା, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ଆମେରିକା ପ୍ରଶାସନ ତିନୋଟି ଭାରତୀୟ କମ୍ପାନୀ - ଇଣ୍ଡିଆନ୍ ରେୟାର ଆର୍ଥସ୍, ଇନ୍ଦିରା ଗାନ୍ଧୀ ସେଣ୍ଟର ଫର୍ ଆଟମିକ୍ ରିସର୍ଚ୍ଚ ଏବଂ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର (BARC) ଉପରେ ଶୀତଳ ଯୁଦ୍ଧ ସମୟରେ…

ବନ୍ଦ ହୋଇଗଲା ହିଡେନବର୍ଗ ରିସର୍ଚ୍ଚ ସେଣ୍ଟର, ଅଦାନୀ ଗ୍ରୁପର କରିଥିଲା କୋଟି କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ: ଆମେରିକୀୟ ସର୍ଟ ସେଲର ହିଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ବନ୍ଦ ହୋଇସାରିଛି। କମ୍ପାନୀ ଫାଉଣ୍ଡର ନେଟ ଆଣ୍ଡରସନ ଏହି ଘୋଷଣା କରିଛନ୍ତି। ଇଏ ସେହି ହିଡେନଗର୍ବ ରିସର୍ଚ୍ଚ ଯିଏ ଅଦାନୀ ଗ୍ରୁପ ବିରୋଧରେ…

15 ମାସ ପରେ ମଧ୍ୟପ୍ରାଚୀରକୁ ଫେରିବ ଶାନ୍ତି, ବନ୍ଦ ହେବ ଇସ୍ରାଏଲ-ହମାସ ଯୁଦ୍ଧ !

ନୂଆଦିଲ୍ଲୀ: ଯୁଦ୍ଧରେ ଲାଗିପାରେ ବିରାମ । ଗାଜାରେ ଯୁଦ୍ଧ ଶେଷ ହେବା ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ଯୁକ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତ୍ବପୂର୍ଣ୍ଣ ଚୁକ୍ତି ପାଇଁ ଉଭୟ ପକ୍ଷ ସହମତିରେ ପହଞ୍ଚିଛନ୍ତି । ତବେ ଦୀର୍ଘ…