Browsing Category

ବିଦେଶ

ଭୟଙ୍କର ବିସ୍ଫୋରଣ: ମସଜିଦରେ ଆତ୍ମଘାତୀ ଆକ୍ରମଣରେ ୩୦ରୁ ଅଧିକ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଏବେ ୟୁକ୍ରେନ-ଋଷ ଯୁଦ୍ଧ ଉପରେ ରହିଛି ବିଶ୍ୱବାସୀଙ୍କ ନଜର । କିନ୍ତୁ ସେପଟେ ପାକିସ୍ତାନରେ କରାଯାଇଛି ଏକ ଭୟଙ୍କର ଆକ୍ରମଣ । ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଲୋକ ଆହତ…

ପାକିସ୍ତାନର ବିଚିତ୍ର ଶିକ୍ଷା ବ୍ୟବସ୍ଥା: ସିନ୍ଧ ପ୍ରଦେଶର ୧୧ ହଜାର ସ୍କୁଲରେ ନାହାନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସ୍କୁଲ ରହିଛି ହେଲେ ନାହାନ୍ତି ଜଣେ ବି ବିଦ୍ୟାର୍ଥୀ । ଗୋଟିଏ କି ଦୁଇଟି ନୁହେଁ ବରଂ ୧୧ ହଜାର ସ୍କୁଲରେ ରହିଛି ଏମିତି ବ୍ୟବସ୍ଥା । ପାକିସ୍ତାନର ସିନ୍ଧ ପ୍ରଦେଶରେ ଏଭଳି କିଛି ଅଭାବନୀୟ ଘଟଣା ସାମ୍ନାକୁ…

ରୁଷିଆ କବଜାରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ: ୟୁକ୍ରେନ କଲା ଏପରି ଦାବି

କିଭ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି । ଏହାରି ମଧ୍ୟରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟକୁ ନିଜ କବଜାକୁ ନେଇଛି ରୁଷ ।…

ତାଇଓ୍ଵାନ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଚୀନ, କ୍ଵାଡର ଘୋଷଣା- ୟୁକ୍ରେନ ପରି ଅବସ୍ଥା ହେବାକୁ ଦେବୁନି

ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ଧ୍ଵସ୍ତବିଧ୍ଵସ୍ତ ୟୁକ୍ରେନର ଅନେକ ସହର। ଦେଶରେ ଚାରିଆଡେ ହାହାକାର ପରିସ୍ଥିତି। ଅନ୍ୟପଟେ ତାଇଓ୍ଵାନ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଚୀନ। ତେବେ ତାଇଓ୍ଵାନକୁ ୟୁକ୍ରେନ ପରି ଅବସ୍ଥା…

ଗୋଟିଏ ବରକୁ ଏକାସାଙ୍ଗରେ ବାହାହେଲେ ୩ ଭଉଣୀ; ରଖିଲେ ଏପରି ଅଜବ ସର୍ତ୍ତ

କିନ୍ସାସା: ଆଜିକାଲି ଯୁଗରେ ଗୋଟିଏ ପତ୍ନୀ ସମ୍ଭାଳିବା ଅସମ୍ଭବ ହୋଇପଡୁଛି, ଏଭଳି ପରିସ୍ଥିତିରେ ଜଣେ ଯୁବକ ଏକାସାଙ୍ଗରେ ୩-୩ ଜଣଙ୍କୁ ବାହା ହୋଇଛନ୍ତି । ଏପରିି ଏକ ଆଶ୍ଚର୍ଯ୍ୟକର ଘଟଣା ଆଫ୍ରିକା ଦେଶ କଙ୍ଗୋରୁ…

ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ଆମେରିକାର ପରାମର୍ଶ, ସେପଟେ ଫେରିଲେ ଆଉ ୪୨୦ ଭାରତୀୟ

ନୂଆଦିଲ୍ଲୀ: ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ପରାମର୍ଶ ଦେଇଛି ଆମେରିକା । ସିନେଟ ସବକମିଟି ବୈଠକରେ ସହକାରୀ ବୈଦେଶିକ ସଚିବ ଦେଇଛନ୍ତି ଏପରି ମତ । ଆକ୍ରମଣଜନିତ ନିନ୍ଦା ପ୍ରସ୍ତାବ ଭୋଟଦାନରୁ ଭାରତ ବିରତ…

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ରୁଷର ଆକ୍ରମଣ: ହୋଇପାରେ Chernobylରୁ ୧୦ ଗୁଣା ବଡ଼ ଅଘଟଣ

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୯ମ ଦିନ । ଏବେ ଅବସ୍ଥା ଅଧିକ ବିଗିଡ଼ିଯାଇଛି । ଶକ୍ତିଶାଳୀ ରୁଷ ଲଗାତାର ଭାବେ ୟୁକ୍ରେନକୁ ନଷ୍ଟ କରିବାରେ ଲାଗିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି ।…

କ୍ୱାଡକୁ ଏହାର ମୂଳ ଲକ୍ଷ୍ୟ ଧରି ରଖିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଲାଗିରହିଛି ଯୁଦ୍ଧ ବିଭୀଷିକା । ଯୁଦ୍ଧକୁ ନେଇ ଅନେକ ଦେଶ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଏମିତିକି ଜାତିସଂଘରେ ମଧ୍ୟ ଋଷ ଯୁଦ୍ଧ ବନ୍ଦ କରିବାକୁ ଅଧିକାଂଶ ଦେଶ ସମର୍ଥନ…

ଅର୍ଡର ପୂରଣ କରି ପାରିଲେନି: କୋର୍ଟ ଶୁଣାଇଲେ ୧୫୦୦ ବର୍ଷର ଜେଲ ଦଣ୍ଡ

ନୂଆଦିଲ୍ଲୀ: ଯେକୌଣସି ଦୋଷୀକୁ ଆଜୀବନ ଜେଲ, ଫାଶୀ ନହେଲେ କିଛି ବର୍ଷର ଜେଲଦଣ୍ଡ ଦିଆଯାଉଥିବା ବିଷୟରେ ତ ଆପଣ ଜାଣିଥିବେ । କିନ୍ତୁ କେବେ କାହାକୁ ୧୫୦୦ ବର୍ଷର ଜେଲଦଣ୍ଡ ଦିଆଯାଉଥିବା ଣୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ…

ବହୁତ ସହିଗଲୁ, ଏଣିକି ଋଷିଆକୁ ଜବାବ ଦେବୁ: କଡା ପ୍ରତିକ୍ରିୟା ପ୍ରକାଶ କଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୮ ଦିନ ବିତିଲାଣି । ଋଷିଆ ତରଫରୁ ନିୟମିତ ଆକ୍ରମଣ କରାଯାଉଥିବା ବେଳେ ୟୁକ୍ରେନ ନୀରବ ରହିଥିଲା । ତେବେ ୟୁକ୍ରେନ ପକ୍ଷରୁ ଆକ୍ରମଣ କରିବା ପାଇଁ ଚେତାବନୀ ଦେଇଛନ୍ତି…