fbpx
Browsing Category

ବିଦେଶ

କରୋନ ଭୟ: ଚୀନରେ ୪ ଫୁଟ ଦୂରରୁ କଟାଯାଉଛି କେଶ, ଭିଡିଓ ଭାଇରାଲ

କରୋନା ଭାଇରସରେ ଏପର୍ଯ୍ୟନ୍ତ ଚୀନରେ ୮୦,୪୦୯ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୦୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସର ଭୟ ଏତେ ଅଧିକ ରହିଛି ଯେ, ସେଲୁନରେ ତିନି ଚାରି ଫୁଟ ଦୂରରୁ କେଶ କଟାଯାଉଛି…

ଆମେରିକାରେ ଭୀଷଣ ଝଡ: ତଳକୁ ଖସିପଡିଲା ବିମାନ, ୨୫ ମୃତ

ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାରେ ଭୀଷଣ ଝଡ ହେବା ଫଳରେ ଅନେକ କିଛି ଧ୍ୱଂସ ହୋଇଯାଇଛି । ଏହି ଘୂର୍ଣ୍ଣବଳୟ ଫଳରେ ସେଠାରେ ୨୫ ଲୋକଙ୍କ ମୃତ୍ୟୁ ଘଟିଛି । ଆମେରିକାର ଟେନେସ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି…

ତାଲିବାନ୍ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍

କାବୁଲ,୪ ।୩: ଆମେରିକା ଓ ତାଲିବାନ୍ ମଧ୍ୟରେ ଗତ ଫେବ୍ରୁଆରୀ ୨୯ରେ ହୋଇଥିବା ଶାନ୍ତି ଚୁକ୍ତି ୪୮ ଘଣ୍ଟା ମଧ୍ୟ ରହିପାରିଲା ନାହିଁ । କିଛି ଦିନ ମଧ୍ୟରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଆଜି ତାଲିବାନ ଉପରେ…

ସମଗ୍ର ବିଶ୍ୱରୁ କଟିଯିବ ପାକିସ୍ତାନ! ଫେସବୁକ୍-ଟ୍ୱିଟର-ଗୁଗୁଲର ଧମକ

ପାକିସ୍ତାନ ପାଇଁ ଖରାପ ଖବର ଆସିଛି । ସୋସିଆଲ ମିଡିଆର ପ୍ରସିଦ୍ଧ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ଓ ଗୁଗଲ ପାକିସ୍ତାନରେ ନିଜର ମୁହଁ ଖୋଲିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ସେମାନେ ତାଙ୍କର ସେବାକୁ ଗୁଡିକୁ ବନ୍ଦ…

ମାଲେସିଆର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହାତିର

କୁଆଲାଲୁମ୍ପୁର,୨୪ ।୨: ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ମୋହମ୍ମଦ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟିଭି ଚ୍ୟାନେଲ ଅଲଜଜୀରା ମୁତାବିକ, ମହାତିର ନିଜର ଇସ୍ତଫା ପତ୍ରକୁ ସେଠାକାର ରାଜାଙ୍କୁ ପଠାଇଛନ୍ତି । ତେବେ…

କରୋନା ଭାଇରସରେ ଇଟାଲିରେ ୨ ଲୋକଙ୍କ ମୃତ୍ୟୁ, ୧୨ଟି ସହର ବନ୍ଦ

କୋଡୋଗ୍ନୋ,୨୩ ।୨: ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି । ଏହି ଭାଇରସ ସଂକ୍ରମଣରେ ଆସି ଇଟାଲିରେ ୨ ଲୋକଙ୍କ ମୃତ୍ୟୁ ଘଟିଛି । ୨ ଲୋକଙ୍କ ମୃତ୍ୟୁ ପରେ ଆଜି ଉତ୍ତର ଇଟାଲିର…

୪୭ ବର୍ଷ ପରେ ଦେଖାହେଲେ ଦୁଇ ଭଉଣୀ, ଜଣକୁ ୯୮ ତ’ ଆଉ ଜଣକୁ ୧୦୦ବର୍ଷ

ନାମପେହ୍ନ,୨୩ ।୨: କମ୍ବୋଡିଆରେ ୪୭ ବର୍ଷ ପରେ ତିନି ଭାଇ-ଭଉଣୀ ଦେଖା ହୋଇଛନ୍ତି । ଦେଖାହେବା କ୍ଷଣି ସମସ୍ତେ ଖୁସି କାନ୍ଦି ପକାଉଥିଲେ । ସେମାନଙ୍କ ମଧ୍ୟରେ ଦୂରତା ଏତେ ଥିଲା କି, ଜୀବନରେ ଆଉ କେବେ ଶେଷ ଦେଖାହେବ ବୋଲି…

ଜର୍ମାନୀରେ ଗୁଳିକାଣ୍ଡ, ୮ ମୃତ

ବର୍ଲିନ,୨୦ ।୨ : ଜର୍ମାନୀର ହନାଉ ଏବଂ ସ୍ପୁଟନିକ ସହରରେ ଆଖିବୁଜା ଗୁଳିମାଡ କରିଛନ୍ତି କେତେକ ଦୁର୍ବୃତ୍ତ । ଏହି ଗୁଳିମାଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ଼ ପରେ…

କରୋନା ଡର: ଚୀନରୁ ଫେରିଥିବା କର୍ମଚାରୀଙ୍କୁ ଗୁଳି କଲା ଉତ୍ତର କୋରିଆ

ପ୍ୟୋନଗ୍ୟାଙ୍ଗ,୧୪ ।୨: ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଶାସନ ବ୍ୟବସ୍ଥା ସମସ୍ତଙ୍କଠାରୁ ଭିନ୍ନ । ଏଠାରେ ଛୋଟ ଭୁଲ ପାଇଁ ବି ଦୋଷୀକୁ ଫାଶୀ ଦିଆଯାଏ । କରୋନା ଭାଇରସ ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ…