Browsing Category
ବିଦେଶ
ଆଫଗାନିସ୍ତାନ ସୁରକ୍ଷା ବଳ ଗଡ଼ାଇଲେଣି ୨୫୪ ତାଲିବାନ୍ ଆତଙ୍କବାଦୀଙ୍କ ମୁଣ୍ଡ, ୯୭ ଆହତ
ନୂଆଦିଲ୍ଲୀ: ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଚାଲିଥିବା ଯୁଦ୍ଧରେ ଏଯାବତ୍ ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ (ଆଣ୍ଡଏସଏଫ) ୨୫୦ ରୁ ଅଧିକ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି । ଏହି ଆକ୍ରମଣରେ ୯୦…
୬୦ ଲକ୍ଷ ପୁରୁଣା ମୋବାଇଲ୍ ଫୋନରୁ ତିଆରି ହେଉଛି ଟୋକିଓ ଅଲିମ୍ପିକ୍ ପଦକ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ବର୍ତ୍ତମାନ ଜାପାନ୍ ରେ ଟୋକିଓ ଅଲିମ୍ପିକ୍ ଗେମ୍ ଜାରି ରହିଛି । ସମସ୍ତଙ୍କ ଧ୍ୟାନ ଏବେ ବିଭିନ୍ନ କ୍ଷେତ୍ରରେ ଖେଳା ଯାଉଥିବା ଖେଳାଳୀଙ୍କ ଉପରେ ରହିଛି । ଏଥିସହିତ କେଉଁ କେଉଁ ଦେଶ କେତୋଟି ମେଡାଲ୍ ହାତଉଛି…
ନିଃଶ୍ୱାସ ନେଇପାରୁନି ତୁର୍କୀ, ଜଳୁଛି ୭୦ରୁ ଅଧିକ ଜଙ୍ଗଲ
ଇସ୍ତାନବୁଲ୍: କିଛି ଦିନ ହେବ ତୁର୍କୀର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଯାହା କି ଲିଭିବାର ନାଁ ଧରୁନି । ଧୀରେ ଧୀରେ ଏହା ଏକାଧିକ ଜଙ୍ଗଲରେ ବ୍ୟାପିବାରେ ଲାଗିଛି । ଯଦ୍ୱାରା ତୁର୍କୀ ଏବେ ଧୂଆଁମୟ ହୋଇଯାଇଛି ।…
ବିବାହ ପରେ ବରର ସାଙ୍ଗ ଖୋଲିବାକୁ ପଡ଼ିଲା କନ୍ୟାର ପୋଷାକ, ଜାଣନ୍ତୁ କ’ଣ ରହିଥିଲା କାରଣ
ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । ତେବେ କିଛି ଦେଶରେ ଏପରି ମଜାଳିଆ ପରମ୍ପରା ରହିଥିବା ଦେଖିବାକୁ ମିଳିଥାଏ । ବିବାହ ପରେ ବରଙ୍କ ସାଙ୍ଗ ଖୋଲିଥାନ୍ତି କନ୍ୟାଙ୍କ ପୋଷାକ ।…
ଟୋକିଓ ଅଲିମ୍ପିକ: ଦର୍ଶକଙ୍କ ଗହଣରେ ବସି ସୁଇଟର ବୁଣିଲେ ସ୍ଵର୍ଣ୍ଣ ପଦକ ବିଜେତା, ଫଟୋ ଭାଇରାଲ୍
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଗ୍ରେଟ୍ ବ୍ରିିଟେନ୍ ପାଇଁ ଗୋଲ୍ଡ ମେଡାଲ୍ ଜିତିଥିବା ଟମ୍ ଡେଲେଙ୍କ ଗୋଟିଏ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏହି ଫଟୋକୁ ଟୋକିଓ ଅଲିମ୍ପିକ୍ ର ଅଫିସିଆଲ୍ ଟୁଇଟର୍…
ତାଲିବାନ୍ ଡରରେ ପ୍ରତି ସପ୍ତାହରେ ଆଫଗାନିସ୍ତାନରୁ ପଳାୟନ କରୁଛନ୍ତି ୩୦ହଜାର ଲୋକ
ନୂଆଦିଲ୍ଲୀ: ଆମେରିକୀ ସେନା ପ୍ରତ୍ୟାହାର ପରେ ପୁଣିଥରେ ଆଫଗାନିସ୍ତାନରେ ତାଲିବାନ ମାନଙ୍କର କବଜା ଆରମ୍ଭ ହୋଇଛି । ଆଫଗାନିସ୍ତାନର ଅନେକ ଜିଲ୍ଲାରେ ତାଲିବାନ ମାନେ ଅକ୍ତିୟାର୍ କରିଛନ୍ତି । ଆଫଗାନିସ୍ତାନ ବୈଦେଶିକ…
ଦୂତୀ ଅସଫଳ ପାଇଁ ଦାୟିତ୍ୱହୀନତା ଦାୟୀ: ଭଉଣୀ ସରସ୍ୱତୀ
ଓଡ଼ିଶା ଭାସ୍କର ବ୍ୟୁରୋ: ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେ ଦେଶକୁ ନିରାଶ କରିଛନ୍ତି । ଏଥିପାଇଁ ତାଙ୍କର ନିଷ୍ଠାର ଅଭାବ ଓ ଦାୟିତ୍ୱହୀନତା ଦାୟୀ । ଏଭଳି ଅଭିଯୋଗ କରିବା ସହ ଦୂତୀଙ୍କ ନୈରାଶଜନକ…
୯ ଅଗଷ୍ଟରେ ଇତିହାସ ରଚିବେ ମୋଦୀ! ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ କରିବେ ଏମିତି କାମ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିକହାସ ରଚିବାକୁ ଯାଉଛନ୍ତି । ପୁଣି ଥରେ ଅନ୍ତର୍ଜାତିକ ସ୍ତରରେ ମୋଦୀଙ୍କ ନାମରେ ଆଉ ଏକ କୃତିତ୍ୱ ଯୋଡି ହେବାକୁ ଯାଉଛି । ଭାରତ ମିଳିତ ଜାତିସଂଘର ସୁରକ୍ଷା…
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ଭାରତ, ବଢିଲା ପାକିସ୍ତାନର ଟେନସନ, ଚୀନ ବି ଅଡୁଆରେ
ନୂଆଦିଲ୍ଲୀ : ଦୁନିଆର ସବୁଠୁ ଶକ୍ତିଶାଳୀ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଲା ଭାରତ । ଅଧ୍ୟକ୍ଷ ଭାବେ ଭାରତର କାର୍ଯ୍ୟକାଳ ଏକ ମାସ ରହିଛି । ଭାରତକୁ ସୁରକ୍ଷା ପରିଷଦର ଅଧ୍ୟକ୍ଷ…
ଆଫଗାନିସ୍ତାନର କାନ୍ଧାର ବିମାନ ବନ୍ଦରରେ ଆକ୍ରମଣ, ୩ ରକେଟ୍ ମାଡ ପରେ ସମସ୍ତ ଉଡାଣ ବାତିଲ
ନୂଆଦିଲ୍ଲୀ: ତାଲିବାନର ଅତ୍ୟାଚାରରେ ଅତିଷ୍ଠ ଆଫଗାନିସ୍ତାନରେ ଆକ୍ରମଣ ବଢିବାରେ ଲାଗିଛି । ଦେଶର କାନ୍ଧାର ବିମାନ ବନ୍ଦରେ ରକେଟ୍ ଆକ୍ରମଣ ହୋଇଛି । ସମାଚାର ଏଜେନ୍ସି ଏଏଫପି ଏହି ଘଟଣା ବିଷୟରେ ସୂଚନା ଦେଇଛି ।…