Browsing Category
ବିଦେଶ
ବିରଳ ରୋଗ କୋଲ୍ଡ ଆଗ୍ଲୁଟାଇନିନ୍, ହଳଦିଆ ପଡ଼ିଯାଏ ଜିଭର ରଙ୍ଗ
ନୂଆଦିଲ୍ଲୀ: ବିରଳ ରୋଗରେ ଆକ୍ରାନ୍ତ ୧୨ ବର୍ଷର ବାଳକ । ଉକ୍ତ ବାଳକଙ୍କ ପ୍ରଥମେ ଜିଭ ହଳଦିଆ ପଡ଼ିଯାଇଥିଲା ଏବଂ ତାଙ୍କୁ ପରୀକ୍ଷା କରାଯିବା ପରେ ତାଙ୍କର ଏକ ବିରଳ ରୋଗ ହୋଇଥିବା ଜଣାପଡ଼ିଥିଲା । ଏହି ରୋଗରେ ଶରୀରର…
ଆଫଗାନିସ୍ତାନ ସେନାର ଏୟାର ଷ୍ଟ୍ରାଇକ, ୩୦ରୁ ଅଧିକ ତାଲିବାନୀ ଆତଙ୍କୀ ସଫା
କାବୁଲ: ଆଫଗାନିସ୍ତାନର ପୂର୍ବ କୁନାର ଏବଂ ଅନ୍ୟ ଦୁଇ ପ୍ରାନ୍ତରେ ଆଫଗାନ ବାୟୂସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି, ଏହା ସହ ୧୭ ଆହତ ମଧ୍ୟ ହୋଇଛନ୍ତି । ଦେଶର ରକ୍ଷା…
ଦୁନିଆର ସବୁଠାରୁ ଖତରନାକ୍ ସିରିଏଲ କିଲର ରୋଡନି ଜେମ୍ସ ଅଲକାଲାର ହେଲା ମୃତ୍ୟୁ, କରିଛି ୧୩୦ରୁ ଅଧିକ ଲୋକଙ୍କ ହତ୍ୟା
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଖତରନାକ୍ ସିରିଏଲ କିଲର ରୋଡନି ଜେମ୍ସ ଅଲକାଲାର ମୃତ୍ୟୁ ହୋଇଯାଇଛି । କାଲିଫର୍ନିଆର ଏକ ଡାକ୍ତରଖାନାରେ ଅଲକାଲାର ମୃତ୍ୟୁ ହୋଇଥିବା ଜଣାପଡିଛି । ୭୭ ବର୍ଷ ବୟସରେ ଅଲକାଲାର ମୃତ୍ୟୁ…
ଭାରତୀୟ ଖାଦ୍ୟ ନୂହେଁ ସିଙ୍ଗଡା, ଯଦି ଆପଣ ମାନଙ୍କୁ ବି ପସନ୍ଦ ତେବେ ଜାଣନ୍ତୁ ଏହାର ଇତିହାସ
ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଦେଶର ଘର ଠାରୁ ଆରମ୍ଭ କରି ପ୍ରତି ଗଳିକନ୍ଦିରେ ତିଆରି ହେଉଥିବା ସିଙ୍ଗଡା ଭାରତୀୟଙ୍କ ଅତି ପ୍ରିୟ ଖାଦ୍ୟ । ଖୁବ୍ କମ୍ ଲୋକ ଏମିତି ଥିବେ ଯେଉଁ ମାନଙ୍କୁ ସିଙ୍ଗଡା ପସନ୍ଦ ନ ଥିବ ।…
ଚିପ୍ସ ପ୍ୟାକେଟରୁ ମିଳିଲା ଖଜାନା, ଦାମ ଜାଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଲୀ: ଖାଇବା ଯୋଗୁଁ ଧନୀ ହେବା କଥା ଦେଖିଛନ୍ତି କି? ତେବେ ଜାଣନ୍ତୁ ଅଷ୍ଟ୍ରେଲିଆ ଗୋଲ୍ଡ କୋଷ୍ଟରେ ରହୁଥିବା ୧୩ ବର୍ଷର ଜଣେ ଝିଅ ଚିପ୍ସ ଖାଇ କିପରି ହୋଇଛନ୍ତି ଧନୀ । ଯାହାକୁ ସେ ଏକଥା ବିଶ୍ୱାସ…
ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ପଶିବାର ଭୟ ତେଜିଲା, ଆଫଗାନିସ୍ତାନକୁ ଲାଗିଥିବା ସୀମାରେ ମୁତୟନ ହେଲେ ପାକ୍ ଯବାନ
ନୂଆଦିଲ୍ଲୀ: ଆଫଗାନିସ୍ତାନର ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାର ପ୍ରଭାବରେ ପାକିସ୍ତାନ ସରକାରଙ୍କ ଭିତରେ ଏବେ ଛନକା ପଶିଛି । ଆମେରିକୀୟ ଓ ନାଟୋ ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନ ଉପରେ ପୂଣି ଥରେ ତାଲିବାନ…
ପଞ୍ଚ୍ ମ୍ୟାନ ଓଡ଼ିଆ ପୁଅ ରଚିଲେ ଆଉଏକ ରେକର୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ପଞ୍ଚ୍ ମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ, ୨୩ ତାରିଖ ଦିବା ୧୨.୦୫ ଘଟିକାରେ ପୂର୍ବରହିତ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କ ଗିନିଜ ବିଶ୍ୱ…
୧୪୪ ବର୍ଷ ଭଳି ଦେଖାଯାଉଥିବା ଝିଅର ଦେହାନ୍ତ, ଦୁର୍ଲଭ ରୋଗ ଯୋଗୁଁ ‘ସମୟ ପୂର୍ବରୁ ହୋଇଯାଇଥିଲେ ବୃଦ୍ଧା’
ନୂଆଦିଲ୍ଲୀ: ଖୁବ୍ ଅଳ୍ପ ବୟସରୁ ବୁଢ଼ୀ ହୋଇଯାଇଥିବା ୧୮ ବର୍ଷର ଝିଅର ମୃତ୍ୟୁ ହୋଇଯାଇଛି । ସେ ବ୍ରିଟେନ୍ ର ୱେଷ୍ଟ ସକ୍ସେସ୍ ରେ ରହୁଥିବା ବେଳେ ତାଙ୍କର ୧୮ ତମ ଜନ୍ମ ଦିନ ପାଳିବାର କିଛି ଦିନ ପରେ ତାଙ୍କର ମୃତ୍ୟୁ…
ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ହକିରେ ଭାରତର ଦମଦାର ବିଜୟ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ୪୯ କେଜି ବର୍ଗରେ ସେ ସଫଳତା ପାଇଛନ୍ତି । ସେପଟେ ହକିରେ ଭାରତ ନିଜର ଚମକ ଦେଖାଇଛି ।…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୧. ୫୯ ଲକ୍ଷକୁ ବୃଦ୍ଧି
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ୫୯ ହଜାର ୪୭୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ କୋଟି ୪୦ ଲକ୍ଷ ୫…