Browsing Category

ବିଦେଶ

ହରର୍ ଫ୍ଲାଟରୁ ଉଦ୍ଧାର ହେଲେ ୭ ପିଲା, ଫେରିବା ପରେ ଏମିତି ଥିଲା ସେମାନଙ୍କ ଅବସ୍ଥା

ବ୍ରାଜିଲ୍: ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ଅନେକ ହରର୍ ବା ଭୟଙ୍କର ସ୍ଥାନ ରହିଛି । ଯେଉଁଠି ଭୁତ ରହିଥିବା ବିଶ୍ୱାସ କରାଯାଏ । ତେଣୁ ସେଠାକୁ ଯିବାକୁ କେହି ସହଜରେ ରାଜି ହୁଅନ୍ତି ନାହିଁ । ଆଉ ଯଦି ଭୁତ ସତରେ ଅଛି…

ଗର୍ଲଫ୍ରେଣ୍ଡକୁ ନକଲି ହୀରା ମୁଦି ଗିଫ୍ଟ କରିଥିଲା ପଳାତକ ଚୋକସି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୧୩ ହଜାର ୫୦୦ କୋଟି ଟଙ୍କା ଚୁନ ଲଗାଇ ଆଣ୍ଟିଗୁଆ ଫେରାର୍ ହୋଇଥିବା ହୀରା ବେପାରୀ ମେହୁଲ ଚୋକସି ନିଜର ତଥାକଥିତ ଗର୍ଲଫ୍ରେଣ୍ଡ ବାରବରା ଜାବରିକାଙ୍କୁ ନକଲି ହୀରା ମୁଦି ଦେଇ…

ପାକିସ୍ତାନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଗତ ସୋମବାର ଦିନ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଘଟଣାକୁ ନେଇ ତୁରନ୍ତ ଯାଞ୍ଚ କରିବାକୁ ବରୋଧୀ ଦଳ ଦାବି କରିଛନ୍ତି । ଏବେବି ୧୦୦ରୁ…

ଆପଲ୍ ଫୋନକୁ ସଜାଡିବାକୁ ଦେଇଥିଲେ ଛାତ୍ରୀ, ହେଲେ ଟେକ୍ନିସିଆନ୍ ମାନେ ଭାଇରାଲ୍ କରିଦେଲେ ତାଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ସଜାଡିବା ପାଇଁ ଦିଆଯାଇଥିବା ଆପଲ୍ ଫୋନରୁ ଲିକ୍ ହୋଇଗଲା ବିଦ୍ୟାର୍ଥୀଙ୍କ ଅଶ୍ଲୀଳ ଫାଟୋ ଏବଂ ଭିଡିଓ । ଏବେ ଏହି ମାମଲାରେ ଜୋରିମାନା ଦେବ ଆପଲ୍ କମ୍ପାନୀ । ତେବେ ଏପରି ଏକ ଘଟଣା କାର୍ଲିଫର୍ଣ୍ଣିଆରେ ଘଟିଛି…

ଜନ୍ମ ହେବା ମାତ୍ରେ ଜଣାପଡ଼ିଲା ବିନା ପଢ଼ାରେ ପାସ୍! ତେଣୁ ବିନ୍ଦାସ୍… ଶିଶୁର ଫଟୋ #ଭାଇରାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଶୁଣିଥିବେ ଓଡ଼ିଆରେ ଗୋଟିଏ ଋଢ଼ି ଅଛି - ଓଳିଆରୁ ପଡ଼ି ଗଜା । ଅର୍ଥାତ୍ ମୂଳରୁ ହିଁ କେହି ବେଶ୍ ସିଆଣିଆ ଅର୍ଥରେ ଆମେ ଏହି ଋଢ଼ି ବ୍ୟବହାର କରିଥାଉ । ତେବେ ଏକଥା ଆମେ ଏଥିପାଇଁ କହୁଛୁ…

ଉହାନ ଲ୍ୟାବ ସମ୍ପର୍କରେ ଚକିତ କଲା ଭଳି ରିପୋର୍ଟ ଦେଲେ ବ୍ରିଟିଶ୍ ସାମ୍ବାଦିକ, ଜାଣନ୍ତୁ କଣ…

ନୂଆଦିଲ୍ଲୀ: ପ୍ରଥମେ ଆମେରିକା ଆଉ ପରେ ପରେ ବ୍ରିଟେନ୍ । ଉଭୟ ଦେଶର ସମାନ ଦାବି ଯେ ଚୀନର ଉହାନ ଲାବ୍ ରେ ହିଁ ତିଆରି କରାଯାଇଛି କରୋନା ଭୂତାଣୁ। କରୋନା ଆରମ୍ଭରୁ ସାରା ବିଶ୍ୱର ସନ୍ଦେହଘେରରେ ରହିଆସିଥିବା ସେହି…

ଚାଇନାର ଉହାନ୍ ଲ୍ୟାବରୁ ହିଁ ଲିକ୍ ହୋଇଛି କରୋନା ଭାଇରସ୍! ଏହି ଦାବି ଉପରେ ମୋହର ଲଗାଇଲା ଆମେରିକାର ଏହି ରିପୋର୍ଟ

ନୂଆଦିଲ୍ଲୀ: ଗତ ଦେଢ଼ ବର୍ଷ ମଧ୍ୟରେ ଚାଇନାରୁ ଆସିଥିବା କୋଭିଡ୍ ମହାମାରୀ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏହା କବଳରୁ ବର୍ତ୍ତି ନ ପାରି ବିଶ୍ୱର କୋଟି କୋଟି ଲୋକ ପ୍ରାଣ ହରାଇସାରିଲେଣି । ପୃଥିବୀର ଜନସଂଖ୍ୟା ଉପରେ…

ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ କଲେ ମହିଳାଙ୍କ ଅପରେସନ୍: ଏହାପରେ କ’ଣ ଘଟିଲା, ଜାଣନ୍ତୁ….

ଲାହୋର: ପାକିସ୍ତାନର ଏକ ସରକାରୀ ହସ୍ପିଟାଲରେ ଜଣେ ସିକ୍ୟୁରିଟି ଗାର୍ଡ ଜଣେ ମହିଳାଙ୍କ ଅପରେସନ୍ କରିବା ଭାରି ପଡ଼ିଛି । ଅପରେସନ୍ କରିବାର ଦୁଇ ସପ୍ତାହ ପରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି । ଲାହୋରର ଏକ…

ମହାତ୍ମାଗାନ୍ଧିଙ୍କ ନାତୁଣୀଙ୍କୁ ସାତ ବର୍ଷ ଜେଲ୍, ଫେକ୍ ଡକ୍ୟୁମେଣ୍ଟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିଲେ

ଡର୍ବାନ: ଭାରତର ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଜନନାୟକ ତଥା ଜାତିର ପିତା ମହାତ୍ମାଗାନ୍ଧିଙ୍କ ନାତୁଣୀଙ୍କୁ ସାତ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଗାନ୍ଧିଙ୍କର ୫୬ ବର୍ଷୀୟା ନାତୁଣୀ ଆଶିଷ ଲତା ରାମଗୋବିନଙ୍କ ନାମରେ ୬୨…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୫୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫୧ ହଜାର ୮୩୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୩ ଲକ୍ଷ ୬୬…