Browsing Category

ବିଦେଶ

ବ୍ରିଟେନରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା ସଂକ୍ରମଣ, ବଢିଲା ତୃତୀୟ ଲହରର ବିପଦ

ଲଣ୍ଡନ : ବ୍ରିଟେନରେ କରୋନାର ତୃତୀୟ ଲହରର ବିପଦ ଘନେଇବାରେ ଲାଗିଛି। ଶୁକ୍ରବାର ଦେଶରେ ୪୧୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ମାସରେ ଆଜିର କେସ୍ ସର୍ବାଧିକ ରହିଛି । ପୁଣି ଥରେ ସଂକ୍ରମଣ ମୁଣ୍ଡ…

୧୯୭୮ରେ ବନ୍ଦ ହୋଇଥିବା ଆବାସିକ ସ୍କୁଲ ପରିସରରୁ ମିଳିଲା ଶହ ଶହ ପିଲାଙ୍କ କଙ୍କାଳ!

ଟରଣ୍ଟୋ: କାନାଡ଼ାର ଏକ ଆବାସିକ ସ୍କୁଲ ପରିସରରୁ ୨୧୫ ଜଣ ପିଲାଙ୍କ ଦେହାବଶେଷ ମିଳିଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ଏନେଇ ଅବଗତ ହେବା ପରେ ଏହାକୁ ଏକ ହୃଦୟ ବିଦାରକ ଘଟଣା ବୋଲି ଅଭିହିତ କରିଛନ୍ତି । ସମସ୍ତ…

କୋଭିଡ୍ ରିଲିଫ୍ ଫଣ୍ଡରୁ ନେଲେ ୩୬ କୋଟିର ଲୋନ୍: ତା’ପରେ ଫରାରି, ବେଣ୍ଟଲେ ଓ ଲମ୍ବୋର୍ଗିନୀ କିଣି ଛୁଟି ମନାଇଲେ ଯୁବକ

କାଲିଫର୍ଣ୍ଣିଆ: ବର୍ତ୍ତମାନ କରୋନା ସମୟରେ ଲୋକମାନେ ନିଜ ଜୀବନ ଜୀବିକା ହରାଇ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି । ତେଣୁ ଲୋକଙ୍କୁ ସହାୟତା କରିବା ପାଇଁ କାଲିଫର୍ଣ୍ଣିଆ ସରକାର ‘ପେଚେକ୍ ପ୍ରୋଟେକ୍ସନ…

ନରଦା ଷ୍ଟିଙ୍ଗ୍‌ ଅପରେସନ ମାମଲା: ଟିଏମ୍‌ସିର ୪ ଜଣ ହେଭିୱେଟ୍ ନେତାଙ୍କ ଅନ୍ତରୀଣ ଜାମିନ୍ ମଞ୍ଜୁର କଲେ କୋଲକାତା ହାଇକୋର୍ଟ

କୋଲକାତା (ଓଡ଼ିଶା ଭାସ୍କର) : ନରଦା କାଣ୍ଡରେ ଗିରଫ ୪ ତୃଣମୂଳ କଂଗ୍ରେସ ନେତାଙ୍କୁ କୋଲକାତା ହାଇକୋର୍ଟ ଶୁକ୍ରବାର ଅନ୍ତରିଣ ଜାମିନ ମଞ୍ଜୁର କରିଛନ୍ତି । ହାଇକୋର୍ଟଙ୍କ କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତି…

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୩୭ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୩୭ ହଜାର ୮୨ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୧ ଲକ୍ଷ ୧୯…

ଗୋଟିଏ ଡୋଜରେ କରୋନା ସଫା: ବ୍ରିଟେନରେ ଜନସନର ସିଙ୍ଗଲ ସଟକୁ ମିଳିଲା ମଞ୍ଜୁରୀ

ଲଣ୍ଡନ: କରୋନା କାଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ବ୍ରିଟେନ ସରକାର ଶୁକ୍ରବାର ଦିନ ଫାର୍ମା କମ୍ପାନୀ ଜନସନ୍ ଓ ଜନସନର ସିଙ୍ଗଲ ସର୍ଟ ଟିକାକୁ ମଞ୍ଜୁରୀ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ କହିଛନ୍ତି…

ଗୋଟିଏ ଡୋଜରେ ଶେଷ ହେବ କରୋନା, ବ୍ରିଟେନରେ ଜନସନ ଆଣ୍ଡ ଜନସନ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ସିଙ୍ଗଲ  ଡୋଜ ଟିକାକୁ ଅନୁମୋଦନ କରିଛନ୍ତି।  ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି - ଏହି ନିଷ୍ପତ୍ତି ବ୍ରିଟେନର ସଫଳ…

ଜାପାନ ଡାକ୍ତରଙ୍କ ସତର୍କବାଣୀ: ବଡ଼ ବିପଦକୁ ଟାଣି ଆଣିବ ଟୋକିଓ ଅଲିମ୍ପିକ୍ସ , କରୋନା ସଂକ୍ରମଣ ଆଉ ଏକ ନୂଆ ଷ୍ଟ୍ରେନ ସୃଷ୍ଟି ହେବା ଆଶଙ୍କା…

ଟୋକିଓ  : ଜାପାନ ସରକାର କରୋନା ଆତଙ୍କକୁ ବେଖାତିର କରି ଆସନ୍ତା ଜୁଲାଇ ମାସରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନ କରିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ଦେଶର ବହୁ ସଂଖ୍ୟକ ସଚେତନଶୀଳ ବ୍ୟକ୍ତି ବିଶେଷ ଓ…

ବର ସାଜିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌, ପ୍ରେମିକା କ୍ୟାରୀ ସାଇମଣ୍ଡ୍‌ସଙ୍କ ଧରିବେ ହାତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ ଆସନ୍ତା ବର୍ଷ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି ।  ସେ ନିଜର ପ୍ରେମିକା କ୍ୟାରୀ ସାଇମଣ୍ଡ୍‌ସଙ୍କୁ ବିବାହ କରିବେ ।୨୦୨୨ ଜୁଲାଇ ୨୨ରେ…