Browsing Category

ବିଦେଶ

ବନ୍ଧୁକ ମୁନରେ ଖବର ପଢ଼ୁଛନ୍ତି ସାମ୍ବାଦିକ, ଦେଖନ୍ତୁ ଭିଡିଓ

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନି ମାନେ ସେମାନଙ୍କୁ ନ ଡରିବାକୁ ଅଫିଲ୍ କରିଥିଲେ ଏବଂ ପ୍ରେସ୍ ର ସ୍ୱତନ୍ତ୍ରତା ସମ୍ପର୍କରେ ଗଳା ଫାଡ଼ି ଚିତ୍କାର କରୁଥିଲେ । ହେଲେ ଧୀରେ ଧୀରେ ଅସଲ ଚେହେରା…

ଭୟର ମାହୋଲ: ତାଲିବାନ ପ୍ରବକ୍ତାଙ୍କ ଇଣ୍ଟରଭିୟୁ ନେଇଥିବା ସାମ୍ବାଦିକା ଛାଡ଼ିଲେ ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନି ମାନଙ୍କ ଲେଉଟାଣି ପରେ ନାଗରିକ ମାନେ ଭୟଭୀତ ହୋଇଯାଇଛନ୍ତି । ସେମାନଙ୍କ ଭୟରେ ହଜାର ହଜାର ସଂଖ୍ୟାରେ ଲୋକ ଦେଶ ଛାଡ଼ୁଛନ୍ତି । ସାଧାରଣ ନାଗରିକଙ୍କ ସମେତ ଅନ୍ୟ ଦେଶରୁ ଆସି ଏଠାରେ…

ତାଲିବାନର ବଡ ବୟାନ: ଭାରତ-ପାକିସ୍ତାନ ସୀମାରେ ଲଢନ୍ତୁ, କିନ୍ତୁ ଆମକୁ ସେଥିରୁ ଦୂରେଇ ରଖନ୍ତୁ

କାବୁଲ : ତାଲିବାନ ନେତା ଶେର ମହମ୍ମଦ ଅବାସ ଷ୍ଟେନକଜଇ ଭାରତ ଓ ପାକିସ୍ତାନର ସଂପର୍କକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି । ଷ୍ଟେନକଜଇ କହିଛନ୍ତି, ଭାରତ ଓ ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ମାମଲା ପାଇଁ ଆଫଗାନିସ୍ତାନକୁ…

୩୩ ହଜାର ଫୁଟ୍ ଉଚ୍ଚରେ ଶିଶୁକୁ ଜନ୍ମ ଦେଲେ ମହିଳା, ନାଁ ରଖିଲେ ‘ପବନ’

ନୂଆଦିଲ୍ଲୀ: ତାଲିବାନ ମାନଙ୍କ ଆଫଗାନିସ୍ତାନ ଉପରେ ନିଜର କବଜା ଜମାଇବା ପରେ ସେଠାରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଆଫଗାନୀ ନାଗରିକ ମାନେ ଦେଶ ଛାଡ଼ିବାକୁ ବ୍ୟାକୁଳ ହେଉଛନ୍ତି । ଏଥିରେ…

ଚାକିରୀ ଛାଡ଼ି ମହିଳା କଲେ ଅଳିଆ ଉଠାଇବା କାମ, ୧ ମାସରେ ରୋଜଗାର କଲେ ୩ ଲକ୍ଷ

ୱାଶିଂଟନ୍: ଆମେରିକାର ଟେକ୍ସସ୍ ରେ ରହୁଥିବା ଜଣେ ମହିଳା ନିଜର ଫୁଲଟାଇମ୍ ଚାକିରୀ ଛାଡ଼ି ଅଳିଆ ଉଠାଇବା କାମ କରି ମାଲାମାଲ୍ ହୋଇଯାଇଛନ୍ତି । ଏହି ମହିଳା ଜଣକ ଏବେ ସପ୍ତାହକରେ ୧ ହଜାର୍ ଡଲାର୍ ଅର୍ଥାତ୍ ୩ ଲକ୍ଷ ଟଙ୍କା…

କାବୁଲ ବିମାନବନ୍ଦର ନିକଟରେ ପୁଣିଥରେ ଏୟାରଷ୍ଟ୍ରାଇକ, ସାମ୍ନାକୁ ଆସିଲା ଭିଡିଓ

କାବୁଲ : ଆଫଗାନିସ୍ତାନରେ ତାଲିବାନର କବଜା ପରେ ବୋମା ବିସ୍ଫୋରଣ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ଦିନ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ ପରେ ସୋମବାର ସକାଳେ ପୁଣି କାବୁଲ ବିମାନବନ୍ଦର ନିକଟରେ ରକେଟର ଶବ୍ଦ ଶୁଣିବାକୁ…

ମହିଳାଙ୍କୁ ନେଇ ତାଲିବାନର ଘୋଷଣା- ‘ଆଫଗାନିସ୍ତାନରେ ସହ ଶିକ୍ଷା ବ୍ୟାନ୍’

କାବୁଲ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ସ୍ୱାଧିନତା ଦେବାର ପ୍ରତିଶ୍ରୁତି ପରେ ବି ପୁଣି ପୁରୁଣା ଢ଼ାଞ୍ଚାକୁ ଆସିଛି ତାଲିବାନ୍ ।…

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଇଡା’, ଜାଣନ୍ତୁ କେଉଁଠି ରଚିବ ତାଣ୍ଡବ

ନୂଆଦିଲ୍ଲୀ: ବର୍ତମାନ ସମୟରେ ସାମୁଦ୍ରିକ ଝଡ଼ ‘ଇଡା’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଝଡ଼ ଭୟଙ୍କର ତୋଫାନରେ ପରିଣତ ହୋଇ ସାରିଥିବା ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ଘଂଟା ପ୍ରତି ୨୨୫ କିମି ବେଗରେ…

ମଜା ହୋଇଗଲା ସଜା ! ବଡ ପୁଅର କରାଇଲେ ଡିଏନଏ ଟେଷ୍ଟ, ରିପୋର୍ଟ ଦେଖି…

ନୂଆଦିଲ୍ଲୀ: ଆମେରିକାର ଜଣେ ବ୍ୟକ୍ତି ମଜାକ୍ ରେ ଆସି ନିଜ ପୁଅର ଡିଏନଏ ଟେଷ୍ଟ କରିଥିଲେ । ହେଲେ ଟେଷ୍ଟରେ ଯାହା ବାହାରିଲା ତାହା ଜାଣିବାପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ତାଙ୍କ ୧୨ ବର୍ଷର ପୁଅର ଡିଏନଏ୍…

କାବୁଲ ଏୟାରପୋର୍ଟରେ ପୁଣି ଏକ ବିସ୍ଫୋରଣ, ଶବ୍ଦ ଶୁଣି ସ୍ଥାନୀୟ ଲୋକ ଭୟଭୀତ; ୨ ମୃତ

କାବୁଲ: କାବୁଲ ଏୟାରପୋର୍ଟରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଖବର ଆସିଛି । ବିସ୍ଫୋରଣ ନେଇ ପୂର୍ବରୁ ଆଲର୍ଟ କରିଥିଲା ଆମେରିକା । ଏହାକୁ ମିଶାଇ ତୃତୀୟ ଥର ଏପରି ବିସ୍ଫୋରଣ ହୋଇଛି କାବୁଲ ବିମାନବନ୍ଦରରେ…