CHARIDHAM
Browsing Category

ଦେଶ

୧୩ ରାଜ୍ୟ ଏବଂ ୧୨ କୋଟି ଜନସଂଖ୍ୟା, ଜାଣନ୍ତୁ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାରେ ବିଜେପି କେତେ ମିଳିବ ଫାଇଦା

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଦଳ ଏମିତି ପଦକ୍ଷେପ ନେଇ ଦେଶର ୧୦ ପ୍ରତିଶତ ଜନଜାତି ସମୁଦାୟ ମଧ୍ୟରେ ବଡ ସନ୍ଦେଶ ଦେଇଛି। ଅବହେଳିତ ହୋଇ…

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ: ୫.୫ ଲକ୍ଷରୁ ଅଧିକ ଭୋଟ୍ ହାସଲ କରି ରଚିବେ ଇତିହାସ

ନୂଆଦିଲ୍ଲୀ: ଓଡ଼ିଶାର ଶାସକ ବିଜୁ ଜନତା ଦଳ ବିଜେଡିର ସମର୍ଥନ ମିଳିବା ପରେ ଏନଡିଏ ପକ୍ଷରୁ ରାଷ୍ଟ୍ରପତିି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ରାସ୍ତା ଆହୁରି ସହଜ ହୋଇଛି । ଅନ୍ୟପଟେ ଏହି ଘଟଣାରେ…

ପ୍ରଭାବହୀନ ଉଦ୍ଧବଙ୍କ ନିର୍ଦ୍ଦେଶ, ଗୁଆହାଟି ପହଞ୍ଚିଲେ ଆଉ ଚାରି ବିଧାୟକ

ନୁଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଦଭ ଠାକରେ ସରକାରଙ୍କ ସମସ୍ୟା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେଙ୍କ ଅପିଲ୍ ପରେ ମଧ୍ୟ ବିଦ୍ରୋହୀ ବିଧାୟକଙ୍କ ପଲା ବେଶ୍ ମଜବୁତ୍ ରହିଛି। ବୁଧବାର ରାତିରେ ଆହୁରି ଚାରି…

ଦେଶର ୩ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶର ୩ ଲୋକସଭା ୭ ବିଧାନସଭା ଆସନରେ ଉପନିର୍ବଚନ ପାଇଁ ଆଜି ମତଦାନ ଚାଲିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହି ସମସ୍ତ ଆସନର ରେଜଲ୍ଟ ୨୬ ଜୁନରେ ଘୋଷଣା କରାଯିବ । ଉତ୍ତରପ୍ରଦେଶର ରାମପୁରଓ ଆଜମଗଡ଼…

ଦିଲ୍ଲୀ ଯିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, କାଲି ନାମାଙ୍କନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଯିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରୁ ବିମାନ ‌ଯୋଗେ ଦିଲ୍ଲୀରେ ପହଂଚିବା ପରେ ସେଠାରୁ ସେ ସିଧାସଳଖ ଓଡ଼ିଶା ଭବନ ଆସିବେ। ଓଡ଼ିଶା ଭବନରେ ସେ ରହିବା ପାଇଁ…

Monkeypox ଓ SEXକୁ ନେଇ ଜାରି ହେଲା ଗାଇଡଲାଇନ୍, ଭାରତବାସୀ ଆଲର୍ଟ ରହିବାକୁ ଦିଆଗଲା ଚେତାବନୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ବେଳକୁ ବେଳ ମଙ୍କିପକ୍ସ ଭାଇରସ ବଢ଼ିବାରେ ଲାଗିଛି । ତେବେ ଏହାକୁ ନେଇ ଜନସାଧାରଣ ଓ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଏହି ଭାଇରାସ୍ ୪୦ରୁ ଅଧିକ ଦେଶରେ ମାଡ଼ି ଗଲାଣି । ନିକଟରେ ଦକ୍ଷିଣ…

ଭାରତର ୫ ସବୁଠୁ ଗରିବ ରାଜ୍ୟ, ଚିନ୍ତା ପ୍ରକାଶ କଲା ରିଜର୍ଭ ବ୍ୟାଙ୍କ୍

ନୂଆଦିଲ୍ଲୀ: ଭାରତରେ କେଉଁ କେଉଁ ରାଜ୍ୟ ଗରିବ ଅର୍ଥାତ୍ କେଉଁ ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନାହିଁ, ଏହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ରିଜର୍ଭ ବ୍ୟାଙ୍କ ଏହାର ଏକ ବିବୃତ୍ତିରେ ଦେଶର ପାଞ୍ଚ ସବୁଠୁ ଗରିବ…

(Video) ପ୍ରିନସିପାଲଙ୍କୁ ଚାପୁଡ଼ା ପରେ ଚାପୁଡ଼ା ଥୋଇ ଦେଇଗଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ…

ଅନେକ ସମୟରେ ରାଜନେତାଙ୍କ ସରକାରୀ କର୍ମଚାରୀଙ୍କ ଉପରକୁ ହାତ ଉଠାଇବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ବେଶ୍ ତୁମ୍ବିତୋଫାନ ମଧ୍ୟ ହୋଇଛି । ତେବେ ବର୍ତ୍ତମାନ ସମାନ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ…

ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ମାତ୍ର ଗୋଟିଏ ସର୍ତ୍ତରେ: ଉଦ୍ଧବ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମେଣ୍ଟ ସରକାର ଏବେ ଟଳମଳ ଅବସ୍ଥାରେ ରହିଛି । ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବହୁ ବିଧାୟକ ସୁରତର ଏକ ହୋଟେଲରେ ଏକାଠି ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିପଦ…

ଦ୍ରୌପଦୀଙ୍କୁ ନବୀନଙ୍କ ସମର୍ଥନ: ଟ୍ୱିଟ କରି କଲେ ଅପିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ନେତ୍ରୀ ଭାବରେ ପରିଚିତ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଯାହା ଆମ ଓଡ଼ିଶା ତଥା…