CHARIDHAM
Browsing Category

ଦେଶ

ଗ୍ୟାସ ଲିକ ହେବାରୁ ୩୦ ମହିଳା କର୍ମଚାରୀ ହେଲେ ଅସୁସ୍ଥ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଏକ ଗ୍ୟାସ କମ୍ପାନୀରେ ଗ୍ୟାସ ଲିକ ହେବାର ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଏହି କମ୍ପାନୀର ୩୦ଜଣ ମହିଳା କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି ।…

ବିରଳ କ୍ୟାଫେ, ଯେଉଁଠି କାମ କରୁଛନ୍ତି କେବଳ ଏଚ.ଆଇ.ଭି ପଜିଟିଭ କର୍ମଚାରୀ

ନୂଆଦିଲ୍ଲୀ: ବିଶ୍ୱରେ ଏଡସକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ଭାଇରସ ସଂସ୍ପର୍ଶରେ ଆସିଲେ ଏହାଠୁ ବଞ୍ଚିବା କଷ୍ଟକର । କିନ୍ତୁ ଔଷଧ ଏବଂ ଯତ୍ନ ଦ୍ୱାରା ସଂକ୍ରମିତ ବ୍ୟକ୍ତି ସାଧାରଣ ଜୀବନ…

ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟାକ୍ସନିର ଦ୍ୱିତୀୟ ପରୀକ୍ଷଣକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟକ୍ସିନର ଦ୍ୱିତୀୟ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଭାରତ ବାୟୋଟେକ ଏବଂ ସେଣ୍ଟ ଲୁଇସର ୱାସିଙ୍ଗଟନ ୟୁନିଭର୍ସିଟିର ମିଳିତ ସହଯୋଗରେ ଏହାର ବିକଶିତ କରାଯାଉଛି ।…

ଆତଙ୍କୀ ଭୟରେ କାଶ୍ମୀର ଛାଡୁଛନ୍ତି ହିନ୍ଦୁ, ଥମୁନି ହିନ୍ଦୁଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ ସମାଜ । ଯେଉଁଭଳି ୯୦ଦଶକରେ କାଶ୍ମୀରରେ କେବଳ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରା ଯାଉଥିଲା, ବର୍ତ୍ତମାନ ପୁଣିଥରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ଗତ…

ଲିଫ୍ଟ ଦେବାକୁ କହି ନାବାଳିକାଙ୍କୁ ଗଣଦୁଷ୍କର୍ମ: ବିଧାୟକଙ୍କ ପୁଅ ନାଁରେ ଅଭିଯୋଗ

ହାଇଦ୍ରାବାଦ: ସାରା ଦେଶରେ ବଢିବାରେ ଲାଗିଛି ହତ୍ୟା, ଦୁଷ୍କର୍ମ ଭଳି ଅପରାଧ । ନିରୀହ ଜୀବନ ସହିତ ଖେଳିବାରେ ଲାଗିଛନ୍ତି କ୍ରିମିନାଲ । ସେହିଭଳି ଏକ ଘଟରା ଦେଖିବାକୁ ମିଳିଛି ହାଇଦ୍ରାବାଦ ଅଞ୍ଚଳରେ । ଜଣେ…

ପ୍ରଥମେ କିଡନୀ ରାକେଟ୍ ର ଶିକାର ହୋଇଥିଲେ, ତା’ପରେ ନିଜ ଗ୍ୟାଙ୍ଗ ଚଳାଇ ଲୋକଙ୍କୁ ଟାର୍ଗେଟ କଲେ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ କିଡନୀ ପ୍ରତିରୋପଣ ରାକେଟ୍ ମାମଲାରେ ୧୦ ଜଣଙ୍କୁ ଗିରଫ ହେବାର ଗୋଟିଏ ଦିନ ପରେ ପୋଲିସ ଏହି ଗ୍ୟାଙ୍ଗ ବିଷୟରେ ପୋଲିସ ଅଧିକ ସୂଚନା ଦେଇଛି। ପୋଲିସ କହିଛି ଯେ ଏହି ଗ୍ୟାଙ୍ଗର ଅଭିଯୁକ୍ତ…

କେରଳରେ ସିଏଏ ଲାଗୁ କରାଯିବ ନାହିଁ, ମୁଖ୍ୟମନ୍ତ୍ରୀ ବିଜୟନଙ୍କ ରୋକ୍ ଠୋକ୍ ଜବାବ

ନୂଆଦିଲ୍ଲୀ: କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସ୍ପଷ୍ଟ କରିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ(ସିଏଏ) ଭାରତରେ ଲାଗୁ ହେବ ନାହିଁ। ଦେଶରେ ଧର୍ମ ନିରପେକ୍ଷତା ସମାପ୍ତ କରିବାକୁ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ…

ଲେଡିସ୍ ହଷ୍ଟେଲ୍ ବାଥରୁମ ସାୱାରରେ କ୍ୟାମେରା ଲଗାଇଥିଲା ଡାକ୍ତରଙ୍କ ପୁଅ, ଭିଡିଓକୁ ନେଇ କରୁଥିଲା ବ୍ଲାକମେଲ

ପ୍ରୟାଗରାଜ: ଆପଣ ତ ଜାଣିଥିବେ ଏପରି କିଛି ଚେଞ୍ଜିଂ ରୁମ ବା ବାଥରୁମ ଅଛି ଯେଉଁଠାରେ ଅପରାଧୀ ମାନେ ବିଭିନ୍ନ କୌଶଳରେ ଛୋଟ ଛୋଟ କ୍ୟାମେରା ଲଗାଇଥାଆନ୍ତି । ଯଦି ଆପଣ ଛାତ୍ରାବାସରେ ରହୁଛନ୍ତି ତାହାଲେ ହୋଇଯାଆନ୍ତୁ…

ରାହୁଲଙ୍କୁ ପୁଣି ଇଡି ନୋଟିସ, ଜୁନ୍ ୧୩ ରେ ପଚରାଉଚରା ପାଇଁ ଡକାଇଲା

ନୁଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦ୍ୱିତୀୟ ଥର ପାଇଁ ସମନ ଜାରି କରିଛନ୍ତି। ତାଙ୍କୁ ପଚରାଉଚରା କରିବା ପାଇଁ ଜୁନ୍ ୧୩ ତାରିଖରେ ହାଜର…

ତୁର୍କୀ ଖରାପ କହି ଫେରାଇ ଦେଲା, ଏବେ ସେହି ଗହମକୁ ଭାରତଠୁ କିଣୁଛି ଏହି ଦେଶ

ନୂଆଦିଲ୍ଲୀ: ତୁର୍କୀ ଭାରତର ଯେଉଁ ଗହମକୁ ଖରାପ କହି ଫେରାଇ ଦେଇଛି ସେହି ଗହମ ଟ୍ରିପ ନେବାକୁ ଆଗ୍ରହ ପ୍ରକାଶ କରିବାରୁ ଇଜିପ୍ଟ ପଠାଇ ଦିଆଯାଇଛି। ରୁଷ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଇଜିପ୍ଟ ପାଉଁରୁଟିର ଘୋର ଅଭାବର…