Browsing Category
ଦେଶ
ଚାରଧାମ ଯାତ୍ରାରେ ହେଲାଣି ୩୯ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ, ସ୍ୱାସ୍ଥ୍ୟ ଡିଜି କହିଲେ କାରଣ
ଉତ୍ତରାଖଣ୍ଡରେ ଚାରଧାମ ଯାତ୍ରା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ମହାନିର୍ଦ୍ଦେଶକ ଡା. ଶୈଲଜା ଭଟ୍ଟ କହିଛନ୍ତି ଯେ ଏହି ସବୁ ମୃତ୍ୟୁର କାରଣ ହାଇ…
ଶିବଲିଙ୍ଗ ମିଳିଥିବା ଜାଗାକୁ ତୁରନ୍ତ ସିଲ୍ କରନ୍ତୁ, ଜିଲ୍ଲାପାଳ-ସିଆରପିଏଫକୁ ଆଦେଶ ଦେଲେ କୋର୍ଟ
ବାରାଣସୀ: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ମିଳିବା ଦାବି ପରେ କୋର୍ଟ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ଆଦେଶ ଜାରି କରିଛନ୍ତି। ବାରାଣସୀ କୋର୍ଟ ଜିଲ୍ଲାପାଳଙ୍କୁ ଆଦେଶ ଦେଇ କହିଛନ୍ତି, ଯେଉଁ ସ୍ଥାନରୁ…
ଜ୍ଞାନବ୍ୟାପୀ ମସଜିଦ ସର୍ଭେ: ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି, ହିନ୍ଦୁ ପକ୍ଷ କହିଲେ- ଅଛି ପର୍ଯ୍ୟାପ୍ତ ପ୍ରମାଣ
ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ସର୍ଭେ ବନ୍ଦ କରିବା ଦାବିରେ ଦାଖଲ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଗତ…
ଚଳନ୍ତା ଟ୍ରେନରୁ ଛୁଆଙ୍କୁ ଫିଙ୍ଗିବା ପରେ ଡିଆଁ ମାରିଲେ ମହିଳା: ଦେଖନ୍ତୁ ଲୋମ ଟାଙ୍କୁରା Video
ଭାଇରାଲ୍: ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ବି ଚକିତ କରୁଛି । ସେହିପରି ନିକଟରେ ଉଜ୍ଜୈନ ରେଳ ଷ୍ଟେସନରୁ ଏକ ଲୋମ ଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ…
ଦେଶର ଦ୍ୱିତୀୟ ବୃହତ ସିମେଣ୍ଟ ଉତ୍ପାଦକ ପାଲଟିଲେ ଅଦାନୀ: ଏତିକି କୋଟି ଟଙ୍କାରେ କିଣିଲେ ଅମ୍ବୁଜା-ଏସିସି
ନୂଆଦିଲ୍ଲୀ: ଭାରତ ତଥା ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ଗୌତମ ଅଦାନୀ ଆଉ ଏକ ଜ୍ୟାକପଟ୍ ମାରିଛନ୍ତି । ବିଶ୍ୱର ୬ ନମ୍ବର ତଥା ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ବର୍ତ୍ତମାନ ଭାରତର ଦ୍ୱିତୀୟ ବୃହତ ସିମେଣ୍ଟ ଉତ୍ପାଦନକାରୀ…
ଖୁସି ଖବର ! ଦେଶରେ କମୁଛି କରୋନା ଲହର, ୨୪ ଘଣ୍ଟାରେ ଚିହ୍ନଟ ହେଲେ…
ଗତ ଚାରି ସପ୍ତାହରୁ ଅଧିକ ସମୟ ଧରି କରୋନା ଭାଇରସ ଚିନ୍ତାର କାରଣ ପାଲଟିଛି । ଅବଶ୍ୟ ଏବେ ଏଥିରେ ସାମାନ୍ୟ ଆଶ୍ୱସ୍ତି ପରିଲକ୍ଷିତ ହୋଇଛି । ଦିଲ୍ଲୀ-ଏନସିଆର ସହ ଅନ୍ୟ ଅଞ୍ଚଳରେ କୋଭିଡର ନୂଆ ସଂକ୍ରମଣ ଏବଂ ମୃତ୍ୟୁ ହାର…
SBI ଗ୍ରାହକଙ୍କୁ ଝଟକା ! ପୁଣି ମହଙ୍ଗା ହେବ ଲୋନ୍
ନୂଆଦିଲ୍ଲୀ: ଗ୍ରାହକଙ୍କୁ ପୁଣି ଥରେ ଝଟକା ଦେଇଛି ଏସବିଆଇ । ଚଳିତ ମାସରେ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏମସିଏଲଆର ବୃଦ୍ଧି କରିଛି । ବ୍ୟାଙ୍କ ଏମସିଏଲଆରରେ ୧୦ ବେସିସ ପଏଣ୍ଟ ଅର୍ଥାତ୍ ୦.୧୦ %…
‘ହିନ୍ଦୁ ଧର୍ମ ଠାରୁ ଭଲ କ୍ରିଷ୍ଟ୍ରିଆନ’, ଧରାପଡ଼ିଲା ଭୋପାଳରେ ସ୍କୁଲରେ ହେଉଥିବା ଧର୍ମ ପରିବର୍ତ୍ତନ
ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ଏକ ସ୍କୁଲରେ ଧର୍ମ ପରିବର୍ତ୍ତନ କରାଯିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଛି । କୁହାଯାଉଛି ଯେ ସ୍କୁଲରେ ଗରିବ ହିନ୍ଦୁ…
କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଦାବି : କହିଲେ- ମାତୃ ଦିବସ ପରି ପାଳନ କରନ୍ତୁ ‘ପତ୍ନୀ ଦିବସ’
ନୂଆଦିଲ୍ଲୀ: ‘ମାତୃ ଦିବସ’ ଭଳି ‘ପତ୍ନୀ ଦିବସ’ ପାଳନ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ । ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ତାଙ୍କ କହିବା…
ନେପାଳ ଗସ୍ତରେ ନରେନ୍ଦ୍ର ମୋଦୀ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ମଜବୁତ ଉପରେ ରହିବ ଫୋକସ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଯିବେ । ନେପାଳ ଗସ୍ତ କରି ପ୍ରଥମେ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବା ସହ ମାୟା ଦେବୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ…