Browsing Category

ଦେଶ

ଗାଧୋଉଥିବାବେଳେ ହେଲା ଆକ୍ରମଣ: ପାଣିରେ ବୁଡ଼ିଯାଇ ୫ ଜଣଙ୍କ ସଲିଳ ସମାଧି

ହରିୟାଣାର ଯମୁନାନଗରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ୫ ଜଣ ଗଭୀର ଜଳରେ ବୁଡ଼ିଯାଇଛନ୍ତି । ତେବେ ଏହା ସେମାନଙ୍କ ଭୁଲ ଯୋଗୁଁ ନୁହେଁ ବରଂ ସେମାନଙ୍କ ଉପରେ ଆକ୍ରମଣ ଯୋଗୁଁ ଏପରି ହୋଇଛି ।…

ତାତିରୁ ମିଳିବ ଆଶ୍ୱସ୍ତି : କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ, ୨ଜିଲ୍ଲାକୁ ରେଡ ଓ ୬ ଜିଲ୍ଳାକୁ ଅରେଞ୍ଜ ଆଲର୍ଟ ଜାରି

ଥିରୁବନନ୍ତପୁରମ୍‌, : ପ୍ରଚଣ୍ଡ ଗ୍ରୀଷ୍ମ, ଟାଣ ଖରା ଓ ଗରମ ଗୁଳୁଗୁଳିରେ ଉତ୍ତର ଭାରତ ଏବେ ସଢ଼ୁଛି । ତେବେ କେରଳରୁ ଏକ ଭଲ ସଙ୍କେତ ଆସୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । କେରଳରେ ପ୍ରାକ୍‌ ମୌସୁମୀ ବର୍ଷା…

ଆଜି ଚନ୍ଦ୍ରଗ୍ରହଣରେ ଦେଖାଯିବ ବ୍ଲଡ୍ ମୁନ୍: ଗର୍ଭବତୀ ରୁହନ୍ତୁ ସାବଧାନ୍, ଯୌନ ସମ୍ପର୍କଠାରୁ …

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୧୬ ମେ’ ୨୦୨୨ ଅର୍ଥାତ୍ ଆଜି ଲାଗିବ । ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ଲାଗିଥାଏ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହାକି ବିଶ୍ୱର ଅନେକ ଦେଶରେ ଦୃଶ୍ୟମାନ ହେବ ।…

ଆଜି ଲୁମ୍ବିନି ଗସ୍ତରେ ଯିବେ ମୋଦି, ଭଗବାନ ବୁଦ୍ଧ ଜୟନ୍ତୀ ଉତ୍ସବରେ ଯୋଗ ଦେବେ

ନୂଆଦିଲ୍ଲୀ: ଆଜି ନେପାଳର ଲୁମ୍ବିନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ମୁଁ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ ୨୦୨୨ ରେ ନେପାଳର…

‘ଓଠରେ ଚୁମ୍ବନ ଅପ୍ରାକୃତିକ ଯୌନ ଅପରାଧ ନୁହେଁ’ : ବମ୍ବେ ହାଇକୋର୍ଟ

ମୁମ୍ବାଇ : ବମ୍ବେ ହାଇକୋର୍ଟ ପୋକ୍‌ସୋ ଅଧିନିୟମ ଅନୁଯାୟୀ ଜଣେ ଅଭିଯୁକ୍ତକୁ ଜାମିନ୍‌ ମଞ୍ଜୁର କରିବା ସହ ରାୟରେ ଦର୍ଶାଇଛନ୍ତି କି ଓଠରେ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ଅପରାଧ ନୁହେଁ । ୧୪ ବର୍ଷର ଜଣେ ବ୍ୟକ୍ତି ଏକ…

ପାକିସ୍ତାନ ଅପେକ୍ଷା ଚୀନ ବର୍ଡରରେ ଭାରତ ପ୍ରତି ରହିଛି ବିପଦ, ସ୍ଥାନାନ୍ତର କରାଗଲା ୩୫ ହଜାର ସୈନିକ 

ନୂଆଦିଲ୍ଲୀ: ଭାରତ ପାଇଁ ପାକିସ୍ତାନ ନୁହେଁ ବର୍ତ୍ତମାନ ଚୀନ ହିଁ ଚିନ୍ତାର କାରଣ। ତେଣୁ ଭାରତ ଚୀନ ସୀମାରେ ସୈନ୍ୟ ଠୁଳ କରିବାରେ ଲାଗିଛି। ନୂତନ ସ୍ଥଳ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ମଧ୍ୟ ଚୀନକୁ ସ୍ପଷ୍ଟ ସନ୍ଦେଶ…

ଦୟନୀୟ ସ୍ଥିତିରେ କଂଗ୍ରେସ: ଦଳ ବଦଳ କରିବାକୁ ଶ୍ରେୟ ମଣୁଛନ୍ତି ବରିଷ୍ଠ ନେତା, ଆଉ ବଦଳି ଯାଉଛି ଭାଗ୍ୟ

ନୁଆଦିଲ୍ଲୀ: ଭାରତୀୟ ରାଜନୀତିରେ କଂଗ୍ରେସ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି । ୨୦୧୪ ପରଠୁ କଂଗ୍ରେସ ଦେଶରେ ଏହାର ଅସ୍ତିତ୍ୱ ହରାଇବାରେ ଲାଗିଛି । ଏଭଳି ସମୟରେ ଦଳର ଅନେକ ବରିଷ୍ଠ ନେତା ଦଳ ବଦଳ କରିବାକୁ…

ସଂଖ୍ୟାଲଘୁ ଶିଖ୍‌ଙ୍କୁ ରାସ୍ତା ମଝିରେ ଗୁଳି କଲେ ଆତଙ୍କବାଦୀ, ଦୃଢ଼ ନିନ୍ଦା କଲା ଭାରତ

ପାକିସ୍ତାନରେ ପୁଣି ହିନ୍ଦୁ ବିରୋଧି ଚିନ୍ତାଧାରା ଦେଖିବାକୁ ମିଳିଛି । ରବିବାର ଉତ୍ତର-ପଶ୍ଚିମ ଖାଇବର ପେଶାୱାରରେ ଦୁଇ ଶିଖ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ପାଇଁ ଇସଲାମିକ୍ ଷ୍ଟେଟ୍ସର…

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ କାଳିମାଡ଼, ଦରଦାମ୍ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିରୋଧ

ପୁରୀ ଆସିଥିବା କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଗାଡ଼ିକୁ କାଳିମାଡ଼ କରିଛି ଛାତ୍ର କଂଗ୍ରେସ । ଦେଶରେ ନିରନ୍ତର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ସଞ୍ଜୀବ…

ଭାରତର ଘରେ ଘରେ ପହଞ୍ଚିବାକୁ ମୁକେଶ ଅମ୍ବାନୀଙ୍କ ଯୋଜନା, ୩୦ ଲୋକାଲ ବ୍ରାଣ୍ଡ କିଣିବାକୁ ପ୍ଲାନିଙ୍ଗ କରୁଛି ରିଲାଏନ୍ସ

ମୁମ୍ବାଇ: କୋଟିପତି ମୁକେଶ ଅମ୍ବାନୀ ଆଗାମୀ କିଛି ଦିନ ମଧ୍ୟରେ ଭାରତର ସମସ୍ତ ଘରେ ପହଞ୍ଚିବେ । ଏଥିପାଇଁ ସେ ଏକ ବଡ଼ ଯୋଜନା କରିଛନ୍ତି । ବର୍ତ୍ତମାନ ରିଲାଏନ୍ସ ରିଟେଲ ଭାରତର ସବୁଠୁ ବଡ଼ ରିଟେଲ କମ୍ପାନୀ । ତେବେ ସୂଚନା…