Browsing Category

ଦେଶ

ପଟିଆଲା ହିଂସାକୁ ନେଇ ଆକ୍ସନ ମୋଡରେ ସରକାର: IG, SP ଓ SSPଙ୍କୁ କଲେ ବଦଳି

ଚଣ୍ଡିଗଡ଼: ପଞ୍ଜାବ ପଟିଆଲାରେ କାଲି ଶୋଭାଯାତ୍ରା ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଏହାକୁ ନେଇ ସହରରେ ପୋଲିସ ଫୋର୍ସ ମୁତୟନ କରିବା ସହ ରାତି ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ…

ପୁଣି ଡରାଉଛି କରୋନା: ଗତ ୨୪ ଘଣ୍ଟା ମଧ୍ୟରେ ୩୬୮୮ ନୂଆ ମାମଲା, ୫୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ତୀବ୍ର ଭାବେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୩,୬୮୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨,୭୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ସମୟରେ ୫୦ ଜଣ…

ପଟିଆଲା ହିଂସାକାଣ୍ଡ: ‘ଖଲିସ୍ତାନ ମୁର୍ଦ୍ଦାବାଦ’ ନାରାକୁ ନେଇ ମୁହାଁମୁହିଁ ହେଲେ ଦୁଇଗୋଷ୍ଠୀ, ଦେଖନ୍ତୁ ଖଣ୍ଡା, ପଥରମାଡ଼ର Video

ନୂଆଦିଲ୍ଲୀ: ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ଓ ହିନ୍ଦୁ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ଜାରି ରହିଛି । ପଟିଆଲାର ମା’ କାଳୀ ମନ୍ଦିରରେ ନିକଟରେ ଏନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଶିବସେନା ପକ୍ଷରୁ…

ତୋର porn ଭିଡିଓ ବିକି ପଇସା କମେଇବି: ସମ୍ପର୍କୀୟଙ୍କ ଦ୍ୱାରା ସ୍ତ୍ରୀକୁ କଲା ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ସାତ ଜନ୍ମକୁ ସାଥୀ କରି ଯାହାକୁ ଆଣିଥିଲା ତାହାର ଗଣ ଦୁଷ୍କର୍ମର ଭିଡିଓକୁ ଭାଇରାଲ କରିଛି ସ୍ୱାମୀ । ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ଭରତପୁରରେ ଏମିତି ଏକ ଘଟଣା ଘଟିଛି । ଦେଢ ଲକ୍ଷ ଟଙ୍କାର ଯୌତୁକ ନ…

ଭୁଶୁଡ଼ିପଡ଼ିଲା ୨୦ ବର୍ଷର ପୁରୁଣା କୋଠା: ଚାଲିଗଲା ୪ ଜୀବନ, ଜଣେ ଗୁରୁତର

ନୂଆଦିଲ୍ଲୀ: ତେଲାଙ୍ଗାନାର ୟାଦାଦ୍ରି-ଭୋଙ୍ଗିର ଜିଲ୍ଲାର ମନ୍ଦିର ନଗର ଯାଦାଗିରିଗୁଟ୍ଟାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ୨୦ ବର୍ଷର ପୁରୁଣା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ…

ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସି୍‌: ସେମିରେ ସିନ୍ଧୁ, ପଦକ ପାଇଁ ଜାପାନର ଆକାନେ ୟାମାଗୁଚିଙ୍କ ବିରୋଧର ଲଢ଼େଇ

ମାନିଲା(ଫିଲିାଇନ୍ସ): ଡବଲ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ବିଜୟ ଅଭିଯାନ ଜାରି ରଖି ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ ସହିତ ଯେ କୌଣସି ପଦକ…

ଲେଫ୍ଟନାଣ୍ଟ ଜେନେରାଲ ରାଜୁ ହେଲେ ସ୍ଥଳସେନା ଉପମୁଖ୍ୟ, ମେ’ ପହିଲାରେ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ । ମେ’ ୧ରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ । ଶୁକ୍ରବାର ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି । ବିଜାପୁର ସୈନିକ ସ୍କୁଲ ଓ…

୧୦୭୫ ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ଗୋଟିଏ ଧାଡ଼ିରେ ରହିବେ ଏହି ଚାରୋଟି ଗ୍ରହ

ନୂଆଦିଲ୍ଲୀ: ଏହି ସପ୍ତାହରେ ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଯାହାକୁ ଖୋଲା ଆଖିରେ ଦେଖା ଯାଇପାରିବ । ଏହି ସପ୍ତାହରେ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବରେ ରହିବେ । ଏହା…

କୋଇଲା ସଙ୍କଟ ଭୟଙ୍କର: ତାତିରେ ହ୍ରାସ ପାଉଛି ବିଦ୍ୟୁତ ଉତ୍ପାଦନ, ୧୨ ରାଜ୍ୟରେ ବ୍ଲାକ୍‌ଆଉଟ୍‌ ସମ୍ଭାବନା

ନୂଆଦିଲ୍ଲୀ : ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଜୁଳି ଚାହିଦା ବଢ଼ିବାରେ ଲାଗିଛି । ବିଜୁଳି ଚାହିଦା ବଢୁଥିବାବେଳେ ଶକ୍ତି ଉତ୍ପାଦନ ପାଇଁ କୋଇଲାର ଘୋର ସଙ୍କଟ ଦେଖିବାକୁ ମିଳିଛି । ଗତ କିଛିଦିନ ହେବ…

ବିକ୍ଷୋଭକାରୀଙ୍କ ସାମ୍ନାରେ ନଇଁଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ପିଏମ ମହିନ୍ଦ୍ରା ରାଜପକ୍ଷେଙ୍କୁ ହଟାଇବା ଉପରେ ହେଲେ ସହମତ

ଘୋର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ପ୍ରାୟ ୧ ମାସରୁ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ଭାଇ ମହିନ୍ଦ୍ରା ରାଜପକ୍ଷେଙ୍କୁ…