Browsing Category

ଦେଶ

ମହଙ୍ଗା ମାଡ଼: ୫୨ ପ୍ରତିଶତ ମହଙ୍ଗା ହେଲା ଖାଇବା ତେଲ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଜୁଲାଇ ମାସରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ଏଥିରେ ପେଟ୍ରୋଲ୍, ଡିଜେଲ୍ ଠାରୁ ଆରମ୍ଭ କରି ଇନ୍ଧନ ଓ ଖାଇବା ତେଲ ଦର ମଧ୍ୟ ଆକାଶଛୁଆଁ ହୋଇଯାଇଛି ।…

ଦେଶଦ୍ରୋହୀ ଓ ପଥର ଫିଙ୍ଗାଳିକୁ ଆଉ ତ୍ରାହି ନାହିଁ, ଏବେ ଆଉ ମିଳିବନି ପାସପୋର୍ଟ ଏବଂ ସରକାରୀ ଚାକିରି

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏବେ ଦେଶଦ୍ରୋହୀ ଓ ପଥର ଫିଙ୍ଗାଳିଙ୍କୁ ତ୍ରାହି ନାହିଁ । ସରକାର ଏହି ଧରଣର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଡ ପଦକ୍ଷେପ ନେଇଛନ୍ତି । ସରକାର ଏ ନେଇ ଏକ ନୂତନ ଆଦେଶ ଜାରି…

ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୫୪୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ମଣିପୁରରେ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ପୂର୍ବତନ ରାଜ୍ୟ ସଭାପତି

ନୂଆଦିଲ୍ଲୀ : ମଣିପୁରରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କୋଣ୍ଠଉଜାମ ଦଳ ଛାଡି ବିଜେପିରେ ଯୋଗ…

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍, ୭୩ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ଅଗଷ୍ଟ ମାସ ପହିଲାରୁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସରକାରୀ ତୈଳ କମ୍ପାନୀମାନେ ଆଜି ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି । ଦେଶର ସର୍ବବୃହତ୍ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ୍…

ନାବାଳିକାଙ୍କ ହାତ ଧରିବା ଓ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ: ପୋକ୍ସୋ କୋର୍ଟ

ମୁମ୍ବାଇ: ନାବାଳିକାର ହାତ ଧରି ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ । ରାଜଧାନୀ ଦିଲ୍ଲୀରେ ଏକ ମାମଲାର ଶୁଣାଣି କରିବା ସମୟରେ ପୋକ୍ସୋ କୋର୍ଟ ଏପରି ଏକ ବୟାନ ଦେଇଛନ୍ତି । ତେବେ ଏହି ମାମଲାରେ କୋର୍ଟ ଜଣେ ୨୮…

ମହାରାଷ୍ଟ୍ରରେ ସାମନାକୁ ଆସିଲା ପ୍ରଥମ ଜୀକା ଭାଇରସ୍ ମାମଲା

ମୁମ୍ବାଇ: କରୋନା ମହାମାରୀର ଭୟାବହ ଜାରି ରହିଥିବା ବେଳେ ଏବେ ଜୀକା ଭାଇରସ୍ ଲୋକଙ୍କୁ ବ୍ୟାପିବାରେ ଲାଗିଛି । ମଶା ମାନଙ୍କ ଠାରୁ ବ୍ୟାପୁଥିବା ଏହି ଭାଇରସ୍ ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ…

ଅଗଷ୍ଟ ୫ରେ ପେଗାସସ୍ ମାମଲାର ଶୁଣାଣି କରିବେ CJI

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିବାଦ ଘେରରେ ରହିଥିବା ପେଗାସସ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତା ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ…

Windows, Apple ଓ Android ବ୍ୟବହାରକାରୀ ହୋଇଯାଆନ୍ତୁ ସତର୍କ, ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ସମସ୍ତ ୱିଣ୍ଡୋ, ଆପଲ୍ ଆଇଫୋନ୍ ଓ ଆଣ୍ଡ୍ରଏଡ୍ ମୋବାଇଲ ବ୍ୟବହାରକାରୀଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ନୋଡାଲ୍ ସାଇବର ସୁରକ୍ଷା ଏଜେନ୍ସି-CERT ପକ୍ଷରୁ ଏନେଇ ଆଲର୍ଟ କରାଯାଇଛି । ଆପଲ…

ଆଜିଠାରୁ ଛୁଟିଦିନରେ ବି ଖୋଲିବ ବ୍ୟାଙ୍କ, ବଦଳିଲା ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ବ୍ୟାଙ୍କିଂ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହାଫଳରେ ବ୍ୟାଙ୍କର ସମସ୍ତ କାରବାର ରବିବାର ଓ ଅନ୍ୟ ଛୁଟିଦିନରେ ବି ଜାରି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ…