fbpx
Browsing Category

ଦେଶ

ନିର୍ଭୟା ମାମଲା, କୋର୍ଟ ଗଲେ ତିହାର ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ, ୬ା୨: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ କୋର୍ଟ ଯାଇଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ପୁଣି ଥରେ ଡ଼େଥ ୱାରେଣ୍ଟ ଜାରି ପାଇଁ ଏବଂ ଫାଶୀ ତାରିଖ ଧାର୍ଯ୍ୟ କରିବା ପାଇଁ ଜେଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ…

ଲୋକସଭାରେ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ, କହିଲେ-‘ଆପଣଙ୍କ ରାସ୍ତାରେ ଚାଲିଥିଲେ ହଟିନଥାନ୍ତା ୩୭୦’

ନୂଆଦିଲ୍ଲୀ,୬ ।୨: ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ପ୍ରସଙ୍ଗରେ ପରୋକ୍ଷରେ…

ସୀତାପୁର କାରଖାନାରେ ଭୟାନକ ଦୁର୍ଘଟଣା, ୭ ମୃତ

ସୀତାପୁର,୬ ।୨: ଉତ୍ତରପ୍ରଦେଶ ସୀତାପୁରର ଏକ କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଭୟାନକ ଦୁର୍ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ଅତି ଦୟନୀୟ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ୨ ମହିଳା, ୩ ଶିଶୁ ଓ ୨…

ଆସନ୍ତାକାଲି ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୬ ।୨: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟରେ କେନ୍ଦ୍ରର ଆବେଦନ ଉପରେ ଶୁଣାଣି ହେବ । ମାମଲାର ତୁରନ୍ତ ଶୁଣାଣି ପାଇଁ ପ୍ରସ୍ତୁତ ବୋଲି ସୁପ୍ରିମକୋର୍ଟ…

ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ ,୫ା୧: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଦାଖଲ କରିଥିବା ରାଜକ୍ଷମା ଆବେଦନ ବୁଧବାର ଖାରଜ ହୋଇଯାଇଛି । ଫଳରେ ଏହି ମାମଲାର…

ବଜେଟ୍ ପରେ EPFରେ ଲାଗିବ କି ଟ୍ୟାକ୍ସ ?

ନୂଆଦିଲ୍ଲୀ,୫ ।୨: ଚଳିତ ବର୍ଷ ୧ ଫେବ୍ରୁଆରିରେ ସାଧାରଣ ବଜେଟରେ ବଡ ପରିବର୍ତ୍ତନ କରିଛନ୍ତି ସରକାର । ସେହିପରି ବଜେଟରେ ଏପରି ଏକ ନିଷ୍ପତ୍ତି ଘୋଷଣା କରାଯାଇଛି, ଯାହାର ଲାଗୁ ହେବା ପରେ ମୋଟା ଅଙ୍କରେ ବେତନ ପାଉଥିବା…