Browsing Category
ଦେଶ
REET Paper Leak: ୨୦ ସରକାରୀ କର୍ମଚାରୀ ସସପେଣ୍ଡ, ୧୦୦ ଗିରଫ, ମାଷ୍ଟରମାଇଣ୍ଡ ଧରାପଡ଼ିନି
ନୂଆଦିଲ୍ଲୀ: ରାଜସ୍ଥାନର ସର୍ବବୃହତ୍ ଶିକ୍ଷକ ମାନଦଣ୍ଡ ପରୀକ୍ଷା ଅର୍ଥାତ ରିଟ୍ ପେପର ଲିକ୍ ମାମଲାରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ୯ଟି ଜିଲ୍ଲାରେ ଜଣେ ପ୍ରଶାସନିକ ଅଧିକାରୀ, ଦୁଇଜଣ ପୋଲିସ ଅଧିକାରୀ, ୧୨ ଶିକ୍ଷକ,…
୨୪ ଘଣ୍ଟା ମଧ୍ୟରେ କରୋନା ନେଲା ୩୭୮ ଜୀବନ
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୮୭୦ ଜଣ ନୂଆ କରୋନା ଆକ୍ରାନ୍ତ…
ଗୋଟିଏ ନୁହେଁ ୪ ଯୁବକଙ୍କ ସହ ଯୁବତୀ ଫେରାର୍, ଲଟେରୀରୁ ହେଲା ବାହାଘରର ନିଷ୍ପତ୍ତି
ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜବ ଘଟଣା ଘଟିଥାଏ । ଏପରି ଏକ ମାମଲା ଉତ୍ତରପ୍ରଦେଶର ଆମ୍ବେଦକର ଜିଲ୍ଲାରୁ ଆସିଛି, ଯେଉଁଠାରେ ଗୋଟିଏ ଝିଅକୁ ବାହାହେବା ପାଇଁ ଇଛୁକ ଥିବା ୪ ଯୁବକଙ୍କୁ ନେଇ ପଞ୍ଚାୟତ ବସିଥିଲା ।…
୮ ମାସରେ ଗୋଟିଏ ଦିନ ବି ଛୁଟି ନାହିଁ, ୬୧ ହଜାର ଲୋକଙ୍କୁ କରୋନା ଭ୍ୟାକ୍ସିନ୍ ଡୋଜ୍ ଲଗାଇ ସମ୍ମାନିତ ହେଲେ ମହିଳା
ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାରେ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଶରେ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାନୁଆରୀ ମାସରୁ ଛୁଟି ନନେଇ ଟିକାକରଣ ଡ୍ୟୁଟି କରୁଛନ୍ତି । ଏପରି ଜଣେ…
ଏଣିକି କେବଳ Aadhaar Cardରେ ମିଳିପାରିବ Personal Loan, ଜାଣନ୍ତୁ ଘରେ ବସି କେମିତି କରିବେ ଆପ୍ଲାଏ
ନୂଆଦିଲ୍ଲୀ: ଏଣିକି ଆପଣମାନେ କେବଳ ଆଧାର କାର୍ଡରେ ପାଇପାରିବେ ପର୍ସନାଲ ଲୋନ । ଏଥିପାଇଁ ଆପଣ ଘରେ ବସି ଆବେଦନ କରିପାରିବେ । ଆପଣଙ୍କୁ କେବଳ ଗୋଟିଏ ଆପିଲିକେସନ ଫର୍ମ ପୂରଣ କରିବା ସହ ଇ-କେୱାଇସି ଡକ୍ୟୁମେଣ୍ଟ ଦେବାକୁ…
ସ୍କୁଲରେ ପଶିଲା କରୋନା, ଏକାସାଙ୍ଗରେ ୬୦ ପଜିଟିଭ୍
ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି, ଫଳରେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ବେଙ୍ଗାଲୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରର ଚୈତନ୍ୟ ବୋଡିଂ…
ଅକ୍ଟୋବର ୩୧ ଯାଏଁ ବଢ଼ିଲା କୋଭିଡ୍ ଗାଇଡଲାଇନ୍
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ପୁଣି କୋଭିଡ଼ ଗାଇଡଲାଇନକୁ ଅକ୍ଟୋବର ୩୧ ଯାଏଁ ବଢ଼ାଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ହାର…
କଂଗ୍ରେସ ନେତୃତ୍ୱକୁ ଧୋକା ଦେଇଛନ୍ତି ସିଦ୍ଧୁ: ସୁନୀଲ ଜାଖର
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ତାଙ୍କ ଘରେ ଅନୁଷ୍ଠିତ ହୋଇ ଯାଇଛି ଏକ ବୈଠକ । ଏହି ବୈଠକ ପରେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ଗଣମାଧ୍ୟମ ସମ୍ମୁଖରେ ବିବୃତ୍ତି ରଖିଛନ୍ତି ।…
ସୁରକ୍ଷାବଳଙ୍କୁ ବଡ ସଫଳତା: ଜଣେ ଆତଙ୍କୀ ନିପାତ, ଜଣେ ଗିରଫ
ନୂଆଦିଲ୍ଲୀ:ଜମ୍ମୁକାଶ୍ମୀର ଉରି ଅଞ୍ଚଳ ନିକଟରେ ମଙ୍ଗଳବାର ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ପାକ୍ ଆତଙ୍କବାଦୀକୁ ସେନା କାବୁ କରିଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି…
କୁକୁରଙ୍କ ହାତରେ ପଞ୍ଜାବ ଶାସନ ଡୋରି; ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା
ନୂଆଦିଲ୍ଲୀ: କୁକୁରଙ୍କ ହାତରେ ରହିଛି ପଞ୍ଜାବର ଶାସନ ଡୋରି । ଏମିତି ଏକ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ନେତା ତରୁଣ ଚୁଘ । ନଭଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବା କାରଣରୁ…