Browsing Category

ଦେଶ

୯ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସମୟ?

ଚଣ୍ଡିଗଡ,୧୮ ।୩: ଦେଶରେ କରୋନା ଭାଇରସ୍ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ପଞ୍ଜାବରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ୯ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ…

ଫାଇନାଲ ମ୍ୟାଚରେ ହାରିବା ଦୁଃଖ ହେଲା ଅସହ୍ୟ: ରେସଲର ବବିତା ଫୋଗଟଙ୍କ ଭଉଣୀ ରିତିକା କଲେ ଆତ୍ମହତ୍ୟା

ଚଣ୍ଡୀଗଡ଼, ୧୮ା୩: କୁସ୍ତି ଖେଳାଳି ରିତିକା ଫୋଗଟ ଆତ୍ମହତ୍ୟା କରିଛନ୍ତି । ଫାଇନାଲ ମ୍ୟାଚ ହାରିବାର ଦୁଃଖ ସହ୍ୟ କରିନପାରି ରିତିକା ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ରିତିକା ହେଉଛନ୍ତି ରେସଲସର ଗୀତା ଫୋଗଟ ଓ…

ମୃତ୍ୟୁସଂଖ୍ୟା ୧୭୨ରେ ପହଞ୍ଚିଲା, ୩୫ ହଜାର ହେଲେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୭୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୨୧୬କୁ ବୃଦ୍ଧି…

ପଛକୁ ଦୌଡ଼ିଲା ଜନଶତାବ୍ଦୀ: ଯାତ୍ରୀ ସୁରକ୍ଷିତ, ଲୋକୋ ପାଇଲଟ୍ ଓ ଗାର୍ଡ ନିଲମ୍ବିତ

ଡେରାଡୁନ୍, ୧୮ା୩: ଉତ୍ତରାଖଣ୍ଡରେ ପୂର୍ଣ୍ଣଗିରି ଜନଶତାବ୍ଦୀ ଏକ୍ସପ୍ରେସ ଓଲଟା ଗତି କରିଛି । ତେବେ ଦିଲ୍ଲୀ-ଟନକପୁର ଜନ ଶତାବ୍ଦୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳ ଟ୍ରେନର…

ଦମ୍ପତ୍ତିଙ୍କ ମଧ୍ୟରେ ହେଲା ଝଗଡ଼ା: ରାଗରେ ୪ ଲକ୍ଷର ନୋଟ ଗିଳିଦେଲେ ମହିଳା

ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାମାନ୍ୟ କଥା । ତେବେ ଏକ ସାମାନ୍ୟ ଝଗଡା଼ର ମୂଲ୍ୟ ଦେବାକୁ ପଡ଼ିଛି ଉଭୟଙ୍କୁ । ଝଗଡ଼ାରେ ଅତ୍ୟଧିକ ରାଗିଯାଇ ପତ୍ନୀ ଘରେ ଥିବା ୪ ଲକ୍ଷ ଟଙ୍କାର ନୋଟକୁ ଚୋବାଇ ଗିଳିଦେଇଛନ୍ତି । ନୋଟ…