Browsing Category

ଦେଶ

ଭାରତରେ ଲଞ୍ଚ୍ ହେଲା କରୋନା ଆଣ୍ଟିବଡି କକଟେଲ୍, ଦର ଜାଣିଲେ ଘୂରି ଯାଉଛି ମଥା…

ନୂଆଦିଲ୍ଲୀ: ଦେଶରେ କରୋନା ବଡ଼ ସଂକଟମୟ ସ୍ଥିତି ସୃଷ୍ଟି କରିଛି । ଏଥିସହ ଟିକାକରଣ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏଇ ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ମେଡିସିନ୍…

ଘର ବାହୁଡ଼ା ଅଭିଯାନରେ ପଶ୍ଚିମବଙ୍ଗ ନେତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ଘଟିବା ସହ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ରହିଛି । ତେବେ ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ଦଳ ବଦଳ ଅଭିଯାନ! ଟିଏମସିର ନେତାମାନେ ଘରବାହୁଡ଼ା ନୀତି…

ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ସନ୍ଦେହ: କ୍ରୋଧରେ ପଡ଼ୋଶୀଙ୍କ ୯ ବର୍ଷର ପୁତ୍ରକୁ କେନାଲକୁ ଫିଙ୍ଗି ହତ୍ୟାକଲେ ପତି

ହିସାର: କଥାରେ ଅଛି କ୍ରୋଧ ପରମ ଚଣ୍ଡାଳ । ନିଜ ପତ୍ନୀଙ୍କ ସହ ପଡ଼ୋଶୀଙ୍କର ଅବୈଧ ସମ୍ପର୍କକୁ ସନ୍ଦେହ କରି ପତି ରାଗରେ ଏକ ୯ ବର୍ଷର ବାଳକଙ୍କୁ ହତ୍ୟା କରିଛନ୍ତି । ଯୁବକ ଜଣକ ପ୍ରତିଶୋଧପରାୟଣ ହୋଇ ପଡ଼ୋଶୀଙ୍କ ପୁତ୍ରକୁ…

ଅନଲାଇନ ଆପଏଟମେଂଟ ବିନା ଏବେ ୧୮ ରୁ ୪୪ ବର୍ଷ ବର୍ଗର ଲୋକେ ନେଇ ପାରିବେ ଟିକା, ବଦଳିଲା ନିୟମ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଡୋଜ୍ ପାଇଁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଏବେ ଆଗ ପରି ଅନଲାଇନ୍ ଆପଏଟମେଂଟ ନେବାର ଆବଶ୍ୟକତା ନାହିଁ । ଅର୍ଥାତ ସ୍ଲଟ୍ ବୁକିଂ ହେଲେ ଯାଇ ଲୋକଙ୍କୁ ଟିକା ପାଇଁ ଅନୁମତି ମିଳୁଥିଲା ।…

ବିହାରରେ ପୁଣି ବଢ଼ିଲା ଲକଡାଉନ୍: ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପାଟନା: ରାଜ୍ୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଦ୍ୱାରା କୋଭିଡ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ତେଣୁ ବିହାରରେ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଘୋଷଣା କରିଛନ୍ତି । ଆସନ୍ତା…

ଗୃହମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି 'ୟଶ୍' । ବାତ୍ୟା ୟଶ୍ ଗଭୀରତାକୁ ନଜରରେ ରଖି ଅଧିକ ପ୍ରଭାବିତ ହେବାକୁ ଥିବା ରାଜ୍ୟ ଗୁଡିକ ଅର୍ଥାତ୍ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର…

ଆଗେ ଟିକା, ତା ପରେ ଯାଇ ସିବିଏସଇ ପରୀକ୍ଷା: କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ-ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟର ଦାବି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେବଳ ୧୯ ପ୍ରମୁଖ ବିଷୟକୁ ନେଇ ସିବିଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା କରାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ପରୀକ୍ଷା କରାଯିବ କି…

ବାତ୍ୟା ‘ୟଶ୍’ରେ ଥରହର ହେବ ଓଡ଼ିଶା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପତ୍ତି ପରେ ବିପତ୍ତି ମାଡ଼ି ଆସୁଛି । ଗୋଟିଏପଟେ ମହାମାରୀ କରୋନାରେ କଲବଲ ହେଉଛି ଦେଶ । ସେ ଭିତରେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ନୟାନ୍ତ ହୋଇଗଲାଣି । ଠିକ୍ ଏହି ସମୟରେ ବ୍ଲାକ୍ ଫଙ୍ଗସ୍ ଭଳି…

ବ୍ଲାକ୍, ହ୍ୱାଇଟ୍ ପରେ ଏବେ ୟେଲୋ ଫଙ୍ଗସ୍, ଚିହ୍ନଟ ହେଲା ପ୍ରଥମ ମାମଲା

ଭୁବନେଶ୍ୱର: ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତା ପଛକୁ ଆହୁରି ଦୁଇଟି ମହାମାରୀ ଦେଖାଯାଇଥିଲା । ଯାହାକି ବ୍ଲାକ୍ ଫଙ୍ଗସ୍ ଏବଂ ହ୍ୱାଇଟ୍ ଫଙ୍ଗସ୍ । ଏହି ବ୍ଲାକ୍ ଫଙ୍ଗସ୍ ଦେଶର ବିଭିନ୍ନ…

ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଟିଏମସି ସାଂସଦଙ୍କ ଧମକ, ପଦରୁ ହଟିବା ମାତ୍ରେ ଜେଲରେ ଭର୍ତି କରିବୁ

କୋଲକାତା : ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ପୁଣି ଥରେ ମୁଣ୍ଡ ଟେକିଛି । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟପାଳଙ୍କୁ ନେଇ ସୋମବାର କଟୁ…